ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏମୁ ପକ୍ଷୀର ମୃତ୍ୟୁ
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଜୀବଜନ୍ତୁଙ୍କ ଲଗାତାର ମୃତ୍ୟୁ ହେବା ଉଭୟ ପଶୁପକ୍ଷୀ ପ୍ରେମୀ ଓ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଶନିବାର ଧଳାବାଘୁଣୀ 'ବିଜୟା'ର ମୃତ୍ୟୁ ହୋଇଥିବା ବେଳେ ରବିବାର ୭୩ ନଂ ୱାର୍ଡରେ ରହୁଥିବା ଏକ ଏମୁ ପକ୍ଷୀର ମୃତ୍ୟୁ ହୋଇଥିବା ଜଣାପଡିଛି!-->…
Read More...
Read More...