ଭାଲୁ ଆକ୍ରମଣରେ ଜଣେ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଭେଜାଙ୍ଗୀ ୱାଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୨୦ ଗ୍ରାମରେ ଏକ ବଣୁଆ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗ୍ରାମର ବିପିନ ବାରୋଇଙ୍କ ୫୮ ବର୍ଷୀୟ ପୁତ୍ର ଜଗଦୀଶ ବାରୋଇ ସବୁଦିନ ଭଳି ଆଜି!-->…
Read More...
Read More...