Yearly Archives

2022

ବୌଦ୍ଧ ବ୍ଲକ ଏକ୍ସକ୍ୟାଡର ଶିକ୍ଷକଙ୍କ ସାଂଗଠନିକ ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଏକ୍ସ କ୍ୟାଡର ଶିକ୍ଷକଙ୍କ ଏକ ସାଂଗଠନିକ ବୈଠକ ଅଇଲାପାଲି ସ୍କୁଲଠାରେ ବ୍ଲକ ସଭାପତି ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂପାଦକ ବୀରବିକ୍ରମ ପ୍ରଧାନ ସଂଗଠନର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ
Read More...

ପୁଣି ମାତିଲେ ମାଓବାଦୀ : ଠିକାଦାରଙ୍କ କ୍ୟାମ୍ପରେ ଥିବା ବିଭିନ୍ନ ଗାଡି ପୋଡ଼ିଲେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସୋମବାର ଦିନ ବେଳା ପୁଲିସ୍ ଇନଫର୍ମର ଦର୍ଶାଇ ମାଓବାଦୀ ମାନେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ ରାତିରେ ପୁଣି ଏକ କ୍ୟାମ୍ପକୁ ନଷ୍ଟ କରିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗାଁରେ
Read More...

୨୮ରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୫ତମ ସ୍ୱନକ୍ଷତ୍ର ଦିବସ ପାଳନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ପବିତ୍ର ଦୀପାବଳୀ ଅବସରରେ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଏକ ବୈଠକ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଓଡ଼ିଶାର ସ୍ୱନାମଧନ୍ୟ
Read More...

ବଲାଙ୍ଗିର କଳାକାର ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ହଲ୍‌ ଠାରେ ବଲାଙ୍ଗିର କଳାକାର ସଂଘ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ସଭାପତି ଟିଶୁରାଜ ସାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ, ବିଶିଷ୍ଟ ଅତିଥି ଭାବେ
Read More...

ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ମୃତ, ରାସ୍ତା ରୋକ କଲେ ଗ୍ରାମବାସୀ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ସଦର ଥାନା ଅଧମୁଣ୍ଡା ଗାଁରେ ଟ୍ରାନ୍ସଫର୍ମରରେ ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତ ଯୁବକ ବର୍ଷିଆ ଲକ୍ଷ୍ମଣ ବାଗ(୨୩) । ଟାଟା ପାୱାରର ବେପରୁଆ ମନୋଭାବ ପାଇଁ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି
Read More...

ପୋଖରୀରେ ଫସିଲା ଜଙ୍ଗଲି ହାତୀ

କଳାହାଣ୍ଡି, (ପି.କେ.ସାହୁ) : ପୋଖରୀରେ ଫସି ରହିଥିବା ଗଜରାଜ ଗତ ରବିବାର ମୃତ୍ୟୁ ମୁହଁରୁ ଫେରି ଆସିଛି । ରବିବାର ରାତିରୁ ଦନ୍ତାଟି ବାହାରକୁ ବାହାରିବାକୁ ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ସୋମବାର ସକାଳେ ବନ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏହା ପରେ ଦୀର୍ଘ ୧୨
Read More...

ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମେଣ୍ଡା ନିକଟସ୍ଥ ରାଜପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପଣ୍ଡାଙ୍କର ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ୫ଦିନ ହେଲା ବ୍ରେନ ଷ୍ଟ୍ରୋକରେ ପୀଡିତ ହୋଇ ସେ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି ହୋଇ ଚିକିତ୍ସାଧିନ ରହିଥିଲେ ।
Read More...

ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ, (ଦିଲ୍ଲୀପ କୁମାର ଡଧାଉଡିଆ) : ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ସୋମବାର ଗୁଳିମାଡ଼ ହୋଇଛି । ଗୁଳି ମାଡ଼ରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସେ ହେଲେ ସନାତନ ପ୍ରଧାନ । ତାଙ୍କ ଘର ପିପିଲି ଥାନା ଉଜାଣିପ ଗ୍ରାମରେ । ତାଙ୍କ ଜଙ୍ଘରେ ଗୁଳି ବାଜିଥିବା
Read More...

ପାର୍ବତୀ ଗିରି ବାଳନିକେତନରେ ଦୀପାବଳୀ ପାଳନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଲୋକର ପର୍ବ ହେଉଛି ଦୀପାବଳୀ । ଏହି ଉପଲକ୍ଷେ ସାରା ଜିଲ୍ଲାବାସୀ ଏହି ପର୍ବଟିକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ନୀତିନ କୁଶଳକର ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳନିକେତନକୁ ଯାଇ ସେଠାକାର
Read More...

କାହିଁକି ଅଲୋଡା ଶିଶୁକନ୍ୟା ?

କାହିଁକି ଅଲୋଡା ଶିଶୁକନ୍ୟା ? : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଯେତେ ସଚେତନ ଓ ପ୍ରଚାର ପ୍ରସାର କଲା ପରେ ମଧ୍ୟ କିଛି ବ୍ୟକ୍ତି ବିଶେଷ ସୁଧୁରି ପାରୁ ନାହାଁନ୍ତି । କେତେବେଳେ ଜୀବିତ ନବଜାତକଙ୍କୁ ରାସ୍ତାକଡ଼ରେ ଛାଡି ଚାଲି ଯାଉଛନ୍ତି ତ ଆଉ କେତେବେଳେ
Read More...