Yearly Archives

2022

ଚୁଡ଼ାପାଲିରେ କାଳୀ ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲିରେ ୨୦ତମ ମହାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଜୟଦୁର୍ଗା ମଣ୍ଡପରେ ଦୀର୍ଘ କୋଡ଼ିଏ ବର୍ଷ ଧରି ମା'ଙ୍କ ପୂଜା ଅନୁଷ୍ଠିତ ହେଉଛି । କାର୍ଯ୍ୟକ୍ରମ ଅନୁସାରେ ରବିବାର ବିଲ୍ୱବରଣ ଓ ଗଙ୍ଗା ଆମନ୍ତ୍ରଣ ହୋଇଥିଲା ।
Read More...

ଖପୁରିଡ଼ିହି ଗ୍ରାମରେ ଗୌରୀ ଗୌରା ପୂଜା ଉତ୍ସାହ ଉଦ୍ଦିପନା ସହ ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖପୁରିଡ଼ିହି ଗ୍ରାମରେ ଗୌରୀ ଗୌରା ପୂଜା ଉତ୍ସାହ ସହ ଉଦ୍ଦିପନା ସମାପନ ହୋଇଯାଇଛି । ଆଦିବାସୀ ସମ୍ପ୍ରଦାୟ ଗୋଂଡ଼ ଜାତିର ଲୋକେ ଆବାହନ କାଳରୁ ଏହି ପୂଜା କରି ଆସୁଛନ୍ତି । ଏହି ପୂଜା
Read More...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ରସମୁଣ୍ତା ଗ୍ରାମରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ରସମୁଣ୍ତା ଗ୍ରାମ ରାମଚନ୍ଦ୍ର ନାୟକଙ୍କ(୭୫) ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ,
Read More...

ଆଲୋକର ପର୍ବ ଦୀପାବଳୀ ଓ କାଳୀପୂଜା ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଦୀପାବଳୀ ଉତ୍ସବ ମହାସମାରୋହରେ ଡେଲାଙ୍ଗ ବ୍ଲକର ସମସ୍ତ ପୁରପଲ୍ଲୀରେ ପାଳିତ ହୋଇଯାଇଛି । ଆଲୋକର ପର୍ବ ଦିପାବଳୀ ଶରତ ଋତୁରେ ପଡୁଥିବା କାର୍ତ୍ତିକ ମାସ ଅମାବାସ୍ୟା ଦିନ ପାଳିତ ହୋଇଥାଏ । ପରମାତ୍ମା ଆମ୍ଭକୁ ଅନ୍ଧାରରୁ ଆଲୋକ ଆଡକୁ
Read More...

ସୁବାସିନୀ ଲୋହାରଙ୍କୁ ଭତ୍ତା ପ୍ରଦାନ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ନିସହାୟ, ବୃଦ୍ଧ ବୃଦ୍ଧାଙ୍କ ନିମେନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ବିଧବା ଭତ୍ତା, ପରିତ୍ୟକ୍ତ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଠିକ ସମୟରେ ହିତାଧିକାରୀମାନେ
Read More...

ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ ନଟରାଜ କଳା ପରିଷଦର ନାଟକ ପ୍ରସ୍ତୁତି ସ୍ଥଳକୁ ସୌଜନ୍ୟମୂଳକ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦ ତାର ରଜତ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଆଗାମୀ ନଭେମ୍ବର ୧୮, ୧୯ ଓ ୨୦ ତାରିଖରେ ୬ଟି ନାଟକ ପ୍ରଦର୍ଶନ କରିବାକୁ ଯାଉଛି ଓ ତାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିବା ସୂଚିତ ହୋଇ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ
Read More...

ଜରା ନିବାସରେ ଦୀପାବଳୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ଜଗତର ମଙ୍ଗଳ କାମନା କରି ସାମୁହିକ ଦୀପାବଳୀ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦେଓଗାଁ ତହସିଲଦାର
Read More...

‘ବାଟରୁ କିଣିଲି ହାଟ ସଉଦା’ ଓ ‘ଏଇତ ସମୟର ଖେଳ’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଦୁଇଟି ନାଟକ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ପ୍ରତାପ କିଶୋର ବିଶ୍ୱଳଙ୍କ ସଭାପତିତ୍ୱରେ ଓ ସଂପାଦକ ଅଜିତ କୁମାର ସେନାପତିଙ୍କ
Read More...

ବିଶ୍ୱ ପୋଲିଓ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଆମ୍ବାଗାନ ନିକଟସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ରୋଟାରୀଆନ ସଂଧ୍ୟାରାଣୀ ବରାଳଙ୍କ
Read More...

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ୩୨ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସେକ୍ଟର ୨ ଦୁର୍ଗା ପୂଜା ପଡିଆଠାରେ ଏକ ଅସ୍ଥାୟୀ କାର୍ଯ୍ୟାଳୟ ଖୋଲାଯାଇଛି । ପରିଷଦର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଂକର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏକ
Read More...