Yearly Archives

2022

ସେପ୍ଟେମ୍ବର ମାସରେ ଆଧାର ବ୍ୟବହାର କରି ହେଲା ୨୫.୨୫ କୋଟି ଇ-କେୱାଇସି କାରବାର

• ଏହି ମାସରେ ହୋଇଛି ୧୭୫ କୋଟିରୁ ଅଧିକ ପ୍ରମାଣିକରଣ• ସେପ୍ଟେମ୍ବର ମାସରେ ୨୧ କୋଟିରୁ ଅଧିକ ଏଇପିଏସ କାରବାର• ସେପ୍ଟେମ୍ବର ମାସରେ ବାସିନ୍ଦାମାନଙ୍କର ୧.୬୨ କୋଟିରୁ ଅଧିକ ଆଧାର ସଂଶୋଧନ ଅନୁରୋଧ ସଫଳତାପୂର୍ବକ କାର୍ଯ୍ୟକାରୀ କଲା ୟୁଆଇଡିଏଆଇ ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଆଧାର
Read More...

ଗୁଗଲ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା

• ପ୍ଲେ ଷ୍ଟୋର ନୀତି ସହ ଜଡ଼ିତ ପ୍ରତିଦ୍ବନ୍ଦ୍ବିତା ବିରୋଧି କାର୍ଯ୍ୟ ପାଇଁ ସିସିଆଇର କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ, (ପିଆଇବି) : ଗୁଗଲ ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି ଭାରତୀୟ ପ୍ରତିଦ୍ବନ୍ଦ୍ବିତା ଆୟୋଗ (ସିସିଆଇ) । ପ୍ଲେ ଷ୍ଟୋର ନୀତିକୁ ନେଇ ନିଜର ଆଧିପତ୍ୟକୁ
Read More...

ଅର୍ଜୁଣ୍ଡା ଛକରୁ ୪ ଜଣ ଲୁଟେରାଙ୍କୁ ଗିରଫ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ପୋଲିସ ଅର୍ଜୁଣ୍ଡା ଛକରୁ ୪ ଜଣ ଲୁଟେରାରାଙ୍କୁ ଗିରଫ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ବହଲପଦର ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ବହଲପଦର ଛକଠାରେ ମୋଟର ସାଇକେଲ, ମୋବାଇଲ ଫୋନ ଏବଂ ନଗଦ ଟଙ୍କା ଲୁଟପାଟ
Read More...

୨ଜଣ ମୋବାଇଲ ଚୋରକୁ କାବୁ କରିବା ସହ ୬ଟି ମୋବାଇଲ ଫୋନ ଜବତ କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ପୋଲିସ ୨ ଜଣ ମୋବାଇଲ ଚୋରକୁ କାବୁ କରିବା ସହ ୬ଟି ମୋବାଇଲ ଫୋନ ଜବତ କରିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ମୋବଇଲ ଚୋରି ହୋଇଥିବା ନେଇ ଦିବ୍ୟ ଦେବାଶିଷ ଶତପଥୀ, ଶାନ୍ତନୁ ସେଠ ଓ ମୁରଲୀ ପଧାନ ସଦର ଥାନାରେ ଅଭିଯୋଗ କରିଥିଲେ ।
Read More...

ବଲାଙ୍ଗିର ବସଷ୍ଟାଣ୍ଡରୁ ମୋବାଇଲ ଚୋରକୁ କାବୁ କରି ପୋଲିସ ଜିମାରେ ଦେଲେ ଲୋକେ

ବଲାଙ୍ଗିର, (କେପିଏ୍‌ଏସ୍‌) : ବଲାଙ୍ଗିର ବସଷ୍ଟାଣ୍ଡରୁ ମୋବାଇଲ ଚୋରକୁ କାବୁ କରି ପୋଲିସ ଜିମାରେ ଦେଲେ ଲୋକେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭୁଲିଆବନ୍ଧର କାଳିଆ ବୁଡେକ(୪୫) ବଲାଙ୍ଗିର ବଷ୍ଟାଣ୍ଡକୁ ଆସି ଶୋଇଥିବା ସମୟରେ କେହି ଜଣେ ତାଙ୍କ ସାମସଙ୍ଗ
Read More...

ଶିକ୍ଷାବିତ ଡ଼. ସବିତା ଦାସଙ୍କୁ ଅଭିମନ୍ୟୁ ପଟ୍ଟନାୟକ ସ୍ମୃତିସମ୍ମାନ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତିସଭା
Read More...

ମା’ଙ୍କ ପୀଠରେ ଶିବେ ଦୁର୍ଗେ ମହାମନ୍ତ୍ର ଜପ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଦୁର୍ଗାଦେବୀ ସାହି ଦୁର୍ଗାଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ସହରର ଜନକଲ୍ୟାଣ ନିମନ୍ତେ 'ଶିବେ ଦୁର୍ଗେ ଶିବେ ଦୁର୍ଗେ, ଦୁର୍ଗେ ଦୁର୍ଗେ ଶିବେ ଶିବେ, ଶିବେ କାଳୀ ଶିବେ କାଳୀ କାଳୀ କାଳୀ ଶିବେ ଶିବେ' ମହାମନ୍ତ୍ର ଜପ କରାଯାଇଥିଲା ।
Read More...

ପାଟଦର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ନୂଆପଡ଼ା, (ନିରାକାର ମେହେର) : ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପାଟଦର୍ହା ଜଙ୍ଗଲ ଭିତରେ ଏକ ମାଓ କ୍ୟାମ୍ପ ଥିବା ନେଇ ନୂଆପଡ଼ା ପୋଲିସ ଖବର ପାଇବା ପରେ ଗତ ୨୩ ତାରିଖ ଦିନ ଏସଓଜି, ଡିଭିଏଫ୍ ଓ
Read More...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ଦୀପାବଳୀ ପାଳନ କଲେ ସ୍ୱେଚ୍ଛାସେବୀ ଯୁବ ସଂଗଠନ

ସଇଁତଲା, (ପ୍ରମୋଦ ସେଲମା) : ଆଲୋକର ପର୍ବ ପବିତ୍ର ଦୀପାବଳୀକୁ ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଧୁମ୍‌ଧାମ୍‌ ସହ ପାଳନ ହୋଇଯାଇଛି । ଏଥିରେ ସଇଁତଲା ସ୍ୱେଚ୍ଛାସେବୀ ଯୁବ ସଂଗଠନର ଅବିନାଶ ବୈଠାରୁ ଓ ରାକେଶ ସାହୁଙ୍କ ଉଦ୍ୟମରେ ସୋମବାର ସ୍ଥାନୀୟ ବିଦ୍ୟାଳୟ
Read More...

ଚାକିରି ସ୍ଥାନୀତ୍ୱ ଦାବୀରେ ବଲାଙ୍ଗିର ଜିଲ୍ଲା ଆଉଟସୋର୍ସିଂ ଓ ଅସ୍ଥାୟୀ କର୍ମଚାରୀ ସଂଘର ମିଳିତ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ସଭାଗୃହ ଠାରେ ଜିଲ୍ଲାର ବିଭିନ୍ନ ବିଭାଗର ଅସ୍ଥାୟୀ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମସ୍ତ ପ୍ରକାର ଆଉଟସୋର୍ସିଂ କର୍ମଚାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ତ
Read More...