Yearly Archives

2022

ବାରହା ଫାଶରେ ପଡି ଯୁବକ ମୃତ

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ଉମ୍ବଲ ପଞ୍ଚାୟତ ମେଡିପୁଟ ଗ୍ରାମରେ ସୋମବାର ଏକ ଅଘଟଣ ଘଟିଛି । ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତକ ଜଣକ ହେଲେ ପଦୁ ଗୁଣ୍ଠା । ତେବେ କିଛି ଯୁବକ ବାରହା ଶିକାର
Read More...

ଦୀପାବଳୀରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ

ଶ୍ରୀନଗର : ସାରା ଦେଶରେ ଦୀପାବଳୀ ପର୍ବ ବହୁ କୁସିରେ ପାଳନ କରାଯାଉଛି । ଗତ ୨ବର୍ଷ ହେଲା କରୋନା ଯୋଗୁଁ କୌଣସି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇନାହିଁ । କରୋନା ବିପଦ କମି ନଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ କଟକଣା କୋହଳ ହୋଇଛି । ଫଳରେ ଚଳିତ ବର୍ଷ ଲୋକଙ୍କ ମନରେ
Read More...

ଦୀପାବଳୀରେ ଯବାନଙ୍କ ସହ ବନ୍ଦେ ମାତରମ୍‌ ଗୀତରେ ଝୁମିଲେ ମୋଦୀ

କାର୍ଗିଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଯବାନମାନଙ୍କ ସହ କାର୍ଗିଲରେ ଦୀପାବଳୀ ପାଳନ କରିଛନ୍ତି । ସେନାଙ୍କୁ ମିଠା ଖୁଆଇବା ସହ ସେନାଙ୍କ ମଝିରେ ସହ ଠିଆ ହୋଇ ବନ୍ଦେ ମାତରମ୍‌ ଗୀତରେ ଝୁମିଥିଲେ । ଗତ ଆଠ ବର୍ଷ ଧରି କାର୍ଗିଲରେ ଯବାନଙ୍କ ସହ ଦୀପାବଳୀ ପାଳି ଆସୁଛନ୍ତି ମୋଦୀ
Read More...

ଅଗସ୍ତିନୂଆଗାଁ ଗ୍ରାମରେ ମା’ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡିଆ ପୂଜା କମିଟି ଦ୍ୱାରା ମା' ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ମା' ଶ୍ୟାମାକାଳୀଙ୍କ ପୂଜା ଏଠାରେ ଦୀର୍ଘ ୭ ବର୍ଷ ଧରି ହୋଇଆସୁଛି । ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ
Read More...

ବାଣ ନ ଫୁଟାଇବାକୁ କହି ଗୋଲାପ ବାଣ୍ଟିଲେ ଗୋ ଗ୍ରୀନ୍‌ ନର୍ସରିର ସଦସ୍ୟ

ଭଞ୍ଜନଗର : ଦୀପାବଳୀ ଅବସରରେ ଅନେକ ଲୋକ ବାଣ ଫୁଟାଇ ପରିବେଶ ପ୍ରଦୂଷଣ କରୁଛନ୍ତି । ଏହାଦ୍ୱାରା ଅନେକ ପ୍ରଦୂଷଣ ଜନିତ ସମସ୍ୟା ହେଉଛି । ତେବେ ବାଣର ଅପକାରିତା ଉପରେ ରବିବାର ଭଞ୍ଜନଗର ନିକଟସ୍ଥ ଭାଲିଆ ଖାଇଠାରେ ଥିବା ଗୋ ଗ୍ରୀନ୍‌ ନର୍ସରି ପକ୍ଷରୁ ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାରେ
Read More...

‘କଳାକାର ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ପକ୍ଷରୁ 'କଳାକାର ପାଇଁ ଗଛଟିଏ' ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଣ୍ଡାଖାଇ ଉପ ସ୍ୱାସ୍ଥ୍ୟକେନ୍ଦ୍ରର
Read More...

୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବ

କଳାହାଣ୍ଡି, (ପି.କେ.ସାହୁ) : କାଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୌଡ଼କାର୍ଲା ଖୁଣ୍ଟାଠାରେ ଚଳିତ ଅକ୍ଟୋବର ମାସ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୪ ଦିବସୀୟ ଗିରିଗୋବର୍ଦ୍ଧନ ପୂଜା ସହିତ ସାନ୍ଧ୍ୟକାଳୀନ କୁଶୁଲାପୁଞ୍ଜା ପୁଞ୍ଜା ଡଙ୍ଗର ମହୋତ୍ସବ ଅନୁଷ୍ଠିତ ହେବ । ଏହି
Read More...

ଦେଶ ମାତୃକାର ସୁରକ୍ଷା କରୁଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଗଣଦୌଡ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଠାରେ ଭାରତୀୟ ଯବାନମାନଙ୍କ ସମ୍ମାନରେ ତାଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଏକ ରନ୍ ଫର୍ ସୋଲ୍‌ଜର ବା ଭାରତୀୟ ଯବାନମାନଙ୍କ ପାଇଁ ସମର୍ପିତ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ତଥା ଅଞ୍ଚଳର ଶହେ ଜଣରୁ ଅଧିକ ଯୁବକ,
Read More...

ଗୁରୁଶିଷ୍ୟଙ୍କ ଅନନ୍ୟ କାର୍ଯ୍ୟକ୍ରମ ଦୀକ୍ଷାନ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ସଙ୍ଗୀତ ନାଟକ ଏକାଡେମୀ ଓଡିଶା ସରକାରଙ୍କ ତରଫରୁ ରୁମୁକୁ ଝୁମାନା, ସେଲେଡି ଆନୁକୂଲ୍ୟରେ ଜିଲ୍ଲାର ଅବଲୁପ୍ତ ଲୋକ ସଂସ୍କୃତିର ପୁନଃରୁଦ୍ଧାର ପୂର୍ବକ ଓଡିଶା ସରକାରଙ୍କ କାର୍ଯ୍ୟକ୍ରମ ଦୀକ୍ଷାନ୍ତ ଗୁରୁ
Read More...

ନୂତନ ପେନସନ ଯୋଜନା ଅର୍ନ୍ତଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ସଭା ଗୃହଠାରେ ନୂତନ ପେନ୍‌ସନ୍‌ ଯୋଜନା ଅର୍ନ୍ତଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ବୈଠକ ବରିଷ୍ଠ ଶିକ୍ଷକ ଦ୍ୱିତୀ ରଂଜନ ମହାଲିଙ୍ଗଙ୍କ ଆହ୍ୱାନ କ୍ରମେ ତଥା ହେମନ୍ତ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...