Yearly Archives

2022

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜି ଡଷ୍ଟବିନ୍‌ରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଛି କଣ୍ଟାବାଞ୍ଜି…

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଫେଇ କର୍ମଚାରୀ ସଫେଇ କରୁଥିବା ବେଳେ ଡଷ୍ଟବିନ୍‌ରୁ ନବଜାତ ଶିଶୁ କନ୍ୟାର ମୃତଦେହ ମିଳିଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ନବଜାତ ଶିଶୁ କନ୍ୟାର
Read More...

ଟିଟିଲାଗଡ ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ନିର୍ବାଚନର ଟିଟିଲାଗଡ ବ୍ଲକ ଇନ୍‌ଚାର୍ଜ ଗଜପତି କାଳସେଇ, ସଇଁତଲା ବ୍ଲକ ଇନ୍‌ଚାର୍ଜ ସୁରେଶ ମହାନନ୍ଦ ନେତୃତ୍ୱରେ ବଲାଙ୍ଗିରରୁ ଆପ୍ ଜିଲ୍ଲା ସଭାପତି
Read More...

ବେହେରାମୁଣ୍ଡାରେ ମହୁ ଚାଷ ତାଲିମ ଶିବିର

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ ଓ ନାବାର୍ଡର ସହଯୋଗରେ ବେହେରାମୁଣ୍ଡା ଗାଁରେ ଭୂମିହୀନ ଶ୍ରମିକଙ୍କୁ ନେଇ ଏକ ଦିନିକିଆ ମହୁଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ନାବାର୍ଡ ସହାୟତାରେ ଏହି ବ୍ଲକର ୩୧ଜଣ ଭୂମିହୀନ ଚାଷୀଙ୍କୁ ନେଇ ବାଡି ଯୋଜନାରେ
Read More...

ଭୀମପାହାଡରେ ଗିରି ଗୋବର୍ଦ୍ଧନ ପୂଜା ୨୫ରୁ

ଦେଓଗାଁ, (କେପିଏନ୍‌ଏସ୍‌) : ଆସନ୍ତା ୨୫ ତାରିଖରୁ ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଭୀମପାହାଡ ପର୍ଯ୍ୟଟନସ୍ଥଳରେ ୧୭ତମ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଅନ୍ତର୍ଗତ ଥାଳବନ୍ଧ, ରୁଗୁଡିପାଲି, ବନ୍ଧପାଲି, ଭୀମଡୁଙ୍ଗୁରି, କୁଅଁରପଡା, କୁନ୍ଦେଇପଡା, ମିର୍ଦ୍ଧାପଡା
Read More...

କଣ୍ଟାବାଞ୍ଜିରେ ଏଲ୍‌ଡିଏର ଶୋଭାଯାତ୍ରା

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ସହରରେ ରବିବାର ଏଲ୍‌ଡିର ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା । ଏଲ୍‌ଡିଏ ସଦସ୍ୟ ଓ ସ୍ଥାନୀୟ ସମର୍ଥକମାନେ ଏଥିରେ ଯୋଗ ଦେଇଥିଲେ । କଣ୍ଟାବାଞ୍ଜି କେଭି କଲେଜରେ ଅନୁଷ୍ଠିତ ବୈଠକରେ ଏଲ୍‌ଡିଏ ମୁଖ୍ୟ ଳବ ସୁନା ମୌଳିକ ଅଧିକାରକୁ ବ୍ୟବହାର
Read More...

ଉପଯୁକ୍ତ ହିତାଧିକାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରଜାମରା ଗାଁ ଫୋକଟପଡାରେ ଶୁକୃ ଭୋଇ, ସମ୍ବାରି ଭୋଇ, ରାଜାରାମ ଭୋଇ, ବେଣୁ ମାଝି, ରାମେ ମାଝି, ଦହି ଭୁଏ ଉପଯୁକ୍ତ ହିତାଧିକାରୀ ହେଲେ ମଧ୍ୟ ତାଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ
Read More...

ଦାଦନ ଚାଲାଣ ହେଉଥିବା ବେଳେ ଶିଶୁଙ୍କ ସହ ୨୮ ଜଣଙ୍କୁ ଉଦ୍ଧାର କଲା ପୋଲିସ : ପିକ୍‌ଅପ୍‌ ବୋଲେରୋ ଜବତ, ମୁଖ୍ୟ ସର୍ଦାର…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରୁ ଦାଦନ ଚାଲାଣ ହେଉଥିବା ବେଳେ ଗତ ଶନିବାର ବିଳମ୍ବିତ ରାତିରେ ସଇଁତଲା ପୋଲିସ ଖବର ପାଇ ଶିଶୁଙ୍କ ସମେତ ୨୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଗାଁରେ ଛାଡି ଦେଇଥିବା ଜଣାପଡିଛି । ଏ ଘଟଣାକୁ ନେଇ ପୋଲିସ ଥାନା କେଶ ନଂ
Read More...

ବଲାଙ୍ଗିର ଜିଲ୍ଲାବାସୀଙ୍କୁ ସାଇବର କ୍ରାଇମ ବାବଦରେ ସତର୍କ କରାଇଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାରେ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ନେଇ ସାରା ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ବଲାଙ୍ଗିର ଏସ୍‌ପି ନୀତିନ କୁଶଳକର ସାଇବର କ୍ରାଇମ୍ ବାବଦରେ ଜିଲ୍ଲାବାସୀଙ୍କୁ ସତର୍କ କରି କହିଛନ୍ତି ଯେ, ଅନଲାଇନ୍ ବ୍ୟବହାରକାରୀଙ୍କୁ ବିଶ୍ୱାସ କର
Read More...

ମହିପୁର ଗ୍ରାମର ହତ୍ୟାକାଣ୍ଡ ଘଟଣା : ହତ୍ୟାକାରୀ ମହିଳାଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ଗତ ୨୨ ତାରିଖ ଦିନ ତୁଷୁରା ଥାନା ମହିପୁର ଗ୍ରାମରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍‌ ମାରିବାରେ ସଫଳ ହୋଇଥିଲେ
Read More...

କୁଷ ରିଜର୍ଭ ଫରେଷ୍ଟରୁ ୬ଟି ବିଜା କାଠଗଣ୍ଡି ଜବତ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲାର କୁଷ ରିଜର୍ଭ ଫରେଷ୍ଟରୁ ୬ଟି ବିଜା କାଠଗଣ୍ଡି ଜବତ କଲା ସଇଁତଲା ବନ ବିଭାଗ ବୋଲି ଡିଏଫୋ ନୀତିଶ କୁମାର ସୂଚନା ଦେଇଛନ୍ତି । ଏହି ଚଢାଉରେ ସଇଁତଲା ରେଞ୍ଜର କର୍ମଚାରୀମାନେ ସାମିଲ ଥିବା ବେଳେ ଚଢାଉ ବେଳେ ଅଭିଯୁକ୍ତମାନେ ଫେରାର
Read More...