Daily Archives

ହଠାତ୍‌ ବାଇକ୍‌ ସାମ୍ନାକୁ କୁକୁର ଚାଲି ଆସିବାରୁ ଦୁର୍ଘଟଣା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ଝିମନପାଲି ଛକରେ ବାଇକ୍‌ ସାମ୍ନାକୁ କୁକୁର ଆସଯିବାରୁ ଦୁର୍ଘଟଣା ଘଟିଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜଣେ ଯୁବକ କିଛି କାମ ପାଇଁ ଝିମନପାଲି ଠାରୁ ଟିଟିଲାଗଡ଼ ଯାଉଥିବା ସମୟରେ କୁକୁରଟି ବାଇକ୍‌ ସାମ୍ନାକୁ
Read More...

ମୁକ୍ତାଦେଇଙ୍କ ପାଇଁ ନରସିଂହଙ୍କ ମାରାଥନ ପ୍ରଚାର

ଜିଲ୍ଲା ପରିଷଦ ସହିତ ବ୍ଲକରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁକ୍ତାଦେଇଙ୍କ ପାଇଁ ନରସିଂହ ମିଶ୍ର ମାରାଥନ ଭୋଟ ପ୍ରଚାର କରି କହିଛନ୍ତି ଯେ, ଲୋକେ ସରକାରୀ ଦଳ ନେତାମାନଙ୍କୁ ବାରମ୍ବାର ନିଜର ବହୁ ମୂଲ୍ୟ ଭୋଟ ଦେଇଛନ୍ତି । ପାଞ୍ଚ ବର୍ଷ ପୂର୍ବରୁ
Read More...

ମୂଷାମରା ଖାଇ ଆତ୍ମହତ୍ୟା କଲେ ମହିଳା

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ମୁଡ଼ପଲା ଗ୍ରାମରେ ଜଣେ ମହିଳା ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକ ଅନ୍ତର୍ଗତ ମୁଡ଼ପଲା ଗାଁର ବନିତା ନାମକ ଜଣେ ମହିଳା ଗତକାଲି କୌଣସି କାରଣରୁ ମୂଷାମରା ଔଷଧ ଖାଇ ଦେଇଥିବା
Read More...

ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା ୨୦ରେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୦ ତାରିଖ ଦିନ ରାଜ୍ୟର ୨୯ଟି ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହିଦିନ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ଭୋଟର ତାଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ରାଜ୍ୟର ସମୁଦାୟ ୬୩ଟି ବ୍ଲକ୍‌ରେ ୧୩୮୨ ପଞ୍ଚାୟତ
Read More...

ପୋଲିସ ମାଡରେ ସାଧାରଣ ଭୋଟର ଗୁରୁତର : ବରଗଡ ଡାକ୍ତରଖାନାରେ ଭର୍ତ୍ତି, ପୋଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ସାରା ରାଜ୍ୟରେ ଚାଲିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ପ୍ରାଥମିକ ବିଦ୍ୟାଳୟ ବୁଥରେ ଜଣେ ଅସୁସ୍ଥ ଥିବା କାକାକୁ ଭୋଟ ଦେବା ପାଇଁ ବୁଥକୁ
Read More...

ଆର୍‌ବି ହାଇସ୍କୁଲ ପ୍ଲାଟିନମ ଜୁବୁଲି ଉତ୍ସବ : ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସହ କମିଟି ସଦସ୍ୟଙ୍କ ଆଲୋଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରାଜ ବୋଡାସମ୍ବର ହାଇସ୍କୁଲର ୭୫ବର୍ଷ ପୂର୍ତ୍ତି ଉତ୍ସବ ପ୍ଲାଟିନମ ଜୁବୁଲି ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଆରବି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ପୂର୍ବତନ
Read More...

ବଲାଙ୍ଗିର ଗ୍ୟାଷ୍ଟ ହାଉସ୍‌ରେ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଦକ୍ଷତା ଦେଖାଇବେ ପ୍ରତିଯୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ରାଜେନ୍ଦ୍ର କଲେଜ ଗେଷ୍ଟ ହାଉସ୍‌ ପରିସରରେ କିକ୍‌ ବକ୍ସିଂ ବେଲ୍ଟ ଟ୍ରେଡ଼ିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୬ ଜଣ ଛାତ୍ରଛାତ୍ରୀ ତାଙ୍କର ଦକ୍ଷତା ପ୍ରଦର୍ଶନ କରିବେ । ଏହି ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ
Read More...

ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ

ପାଟନା : ଆଜି ସକାଳେ ବିହାରର ମଧୁବନୀ ରେଳ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦିଲ୍ଲୀରୁ ଆସୁଥିବା ସ୍ୱତନ୍ତ୍ର ସେନାନୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ବେଳେ ନିଆଁ ଖୁବ୍ ଶୀଘ୍ର ତୀବ୍ର ହୋଇଯାଇଥିଲା
Read More...

ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

କୋଣାର୍କ : ଗୋପ-କୋଣାର୍କ ରାସ୍ତାର ବେଗୁନିଆ ଛକ ନିକଟରେ ଥିବା ନିଳାଚଳ ଗ୍ରାମ୍ୟ ବ୍ୟାଙ୍କ ନିକଟରୁ ସ୍କୁଟି ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଏରବଙ୍ଗ ଗ୍ରାମର ଦେବାଶିଷ ଦାସ କୌଣସି କାମ ଲାଗି ଗୋପ ଷ୍ଟେଟ୍ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ
Read More...

ହିଜାବ ବିବାଦ : କର୍ଣ୍ଣାଟକର ଶିବମୋଗାରେ ୫୮ କଲେଜ ଛାତ୍ରୀ ସସ୍‌ପେଣ୍ଡ୍‌, ହିଜାବ ପିନ୍ଧିବାକୁ କରୁଥିଲେ ଦାବୀ

ବାଙ୍ଗାଲୁରୁ : କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ କଲେଜର ଅତିକମ୍‌ରେ ୫୮ ଜଣ ଛାତ୍ରୀଙ୍କ ହିଜାବ ପିନ୍ଧି କ୍ଲାସ୍‌ରୁମ୍‌କୁ ଯିବା ପାଇଁ ଦାବୀ ଓ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ଆଜି ସେମାନଙ୍କୁ ସସ୍‌ପେଣ୍ଡ କରି ଦିଆଯାଇଛି । ଏହି ୫୮ ଜଣ ଛାତ୍ରୀ ଶିରାଲାକୋପ୍ପାର ସରକାରୀ ପ୍ରି-ୟୁନିଭରସିଟି
Read More...