Daily Archives

ବଲାଙ୍ଗିର ସହରର ଜଣାଶୁଣା ବ୍ୟବସାୟୀ ସତ୍ୟ ମହାନ୍ତି ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହାତିଶାଲପଡ଼ା ନିବାସୀ ଜଣାଶୁଣା ବ୍ୟବସାୟୀ ସତ୍ୟ ମହାନ୍ତିଙ୍କ ପରଲୋକ ଘଟିଥିବା ଜଣାପଡ଼ଛି । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଇହଧାମ ତ୍ୟାଗ କରିଥିବା ସୂଚନାରେ କୁହାଯାଇଛି । ତାଙ୍କ ବିୟୋଗରେ ସହରରେ ଶୋକର
Read More...

ହ୍ୱାଇଟ ହାଉସ ପକ୍ଷରୁ ରୁଷ୍‌କୁ ୟୁକ୍ରେନ ଉପରେ ସାଇବର ଆକ୍ରମଣ କରିଥିବା ଅଭିଯୋଗ

ୱାଶିଂଟନ୍ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏକ ପ୍ରମୁଖ ବ୍ୟାଙ୍କକୁ ଟାର୍ଗେଟ କରି ସାଇବର ଆକ୍ରମଣ ପାଇଁ ହ୍ୱାଇଟ ହାଉସ ରୁଷକୁ ଦାୟୀ କରିଛି । ହ୍ୱାଇଟ ହାଉସର ମୁଖ୍ୟ ସାଇବର ଅଫିସର ଏନେ ନଉବର୍ଜର ସାଇବର ଆକ୍ରମଣ ପାଇଁ ରୁଷକୁ ଦାୟୀ କରିଛନ୍ତି ଏବଂ ଏହା ରୁଷ ଓ ୟୁକ୍ରେନ ମଧ୍ୟରେ
Read More...

ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ସଫଦର ନାଗୋରୀ କହିଛି – ସମ୍ବିଧାନ ନୁହେଁ, କୋରାନ ମୋ ପାଇଁ ସର୍ବୋଚ୍ଚ

ଭୋପାଳ : ସହରରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଶୁକ୍ରବାର ଦିନ ଅହମ୍ମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ୩୮ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବୋମା ବିସ୍ଫୋରଣ ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୩୮ ଦୋଷୀମାନଙ୍କ ମଧ୍ୟରୁ ସଫଦର
Read More...

ପୂର୍ବ ୟୁକ୍ରେନ ବିସ୍ଫୋରଣରେ ଦୋହଳିଲା, ୧ ସୈନିକ ନିହତ, ରକେଟ୍ ମାଡ଼ ସୂଚନା

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ରୁଷ-ୟୁକ୍ରେନ ଯୁଦ୍ଧ ଯେକୌଣସି ସମୟରେ ଆରମ୍ଭ ହୋଇପାରେ । ପୂର୍ବ ୟୁକ୍ରେନରୁ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଶନିବାର ପୂର୍ବାହ୍ନରେ ୟୁକ୍ରେନର ବିଚ୍ଛିନ୍ନତାବାଦୀ ନିୟନ୍ତ୍ରିତ ସହର ଡୋନେସ୍ତକ ଉତ୍ତର ଭାଗରେ
Read More...

ଆସନ୍ତା କାଲି ୩ୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଶାସନ ପ୍ରସ୍ତୁତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ୩ୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ପୋଲିଂ ପାର୍ଟି ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଲେଣି । ଜିଲ୍ଲା ପୋଲିସ ପକ୍ଷରୁ ୧୩୧ ସପ୍ସବେଦନ ବୁଥ ଗୁଡିକରେ
Read More...

ରିଟାୟାର୍ଡ ଏମ୍ପ୍ଲୋଇଜ ଆସୋସିଏସନ୍‌ର ନୂତନ ସଭାଗୃହ ଦିଲିପ ରାୟଙ୍କ ଦ୍ୱାରା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଳିଙ୍ଗବିହାର ସ୍ଥିତ ରିଟାୟାର୍ଡ ଏମ୍ପ୍ଲୋଇଜ ଆସୋସିଏସନ୍‌ର ନୂତନ ସଭାଗୃହ ପୂର୍ବତନ ବିଧାୟକ ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଆସୋସିଏସନ୍‌ର ଅଧ୍ୟକ୍ଷ ବିଶ୍ୱମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ
Read More...

ସୌର ପ୍ରକଳ୍ପ ଅଛି, କିନ୍ତୁ କାମ କରୁନି : ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ସଦର ମହକୁମାଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଫିରିଙ୍ଗିଆ ପଞ୍ଚାୟତର ଖଜୁରୀପଡ଼ା ସାହିରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଏହି ଗାଁରେ ଏକ ସୌର ପ୍ରକଳ୍ପ ଥିବା ସତ୍ତ୍ବେ ଏହା
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧ରୁ ଜଣେ, ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ଓ ସାରସମାଳ ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ
Read More...

ବାଲାଟ୍ ପେପର ଓ ଭୋଟ ବାକ୍ସ ଲୁଟ୍ ଘଟଣାରେ ୫ ଗିରଫ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ପଟସରା ପଞ୍ଚାୟତ ୧ ଓ ୨ ନମ୍ବର ବୁଥରୁ ଗତକାଲି ମତଦାନ ଚାଲିଥିବା ସମୟରେ ଜୋର ଜବରଦସ୍ତ ବୁଥ ଭିତରେ ପଶି ବାଲାଟ ପେପର ଓ ବାକ୍ସ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜଗତସିଂହପୁର ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।
Read More...

ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ସରପଞ୍ଚ ପ୍ରାର୍ଥୀ : ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରିସିକୁଆଁ ଗାଁରେ ରାଜନୈତିକ ହିଂସାର ଅଭିଯୋଗ ହୋଇଛି । ସୁନାରିସିକୁଆଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ଚୁଳମଣି ବୈଠାରୁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତାଙ୍କୁ ଗତକାଲି ପ୍ରଥମେ ଅପହରଣ କରାଯାଇଥିଲା ।
Read More...