pakka

ଆସନ୍ତା କାଲି ୩ୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଶାସନ ପ୍ରସ୍ତୁତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ୩ୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇ ପୋଲିଂ ପାର୍ଟି ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚି ସାରିଲେଣି । ଜିଲ୍ଲା ପୋଲିସ ପକ୍ଷରୁ ୧୩୧ ସପ୍ସବେଦନ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆସନ୍ତା କାଲି ୩ୟ ପର୍ଯ୍ୟାୟରେ ଜିଲ୍ଲାର ବରପାଲି, ବିଜେପୁର ଏବଂ ଭେଡେନ ବ୍ଲକର ୬୬ଟି ପଞ୍ଚାୟତରେ ଭୋଟ ଗ୍ରହଣ ହେବ । ଏଥିପାଇଁ ୮୭୭ଟି ବୁଥ ରହିଥିଲା ବେଳେ ୨୬,୦୬୨୭ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିବେ । ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮୧୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

jay balangir
Leave A Reply

Your email address will not be published.

fourteen − 13 =