pakka

ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ସଫଦର ନାଗୋରୀ କହିଛି – ସମ୍ବିଧାନ ନୁହେଁ, କୋରାନ ମୋ ପାଇଁ ସର୍ବୋଚ୍ଚ

bbehera

ଭୋପାଳ : ସହରରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଶୁକ୍ରବାର ଦିନ ଅହମ୍ମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ୩୮ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବୋମା ବିସ୍ଫୋରଣ ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୩୮ ଦୋଷୀମାନଙ୍କ ମଧ୍ୟରୁ ସଫଦର ନାଗୋରୀ ଅନ୍ୟତମ । ଜେଲ ଅଧିକାରୀ କହିଛନ୍ତି ଯେ, ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ଏହି ଆତଙ୍କବାଦୀ ଘଟଣାରେ ଦଣ୍ଡିତ ହେବା ପରେ ମଧ୍ୟ ନାଗୋରୀ ତାଙ୍କ କୃତକାର୍ୟ୍ୟରେ ସାମାନ୍ୟ ବି ଦୁଃଖିତ ହେଉନାହିିଁ । ଜେଲ ଅଧିକାରୀ କହିଛନ୍ତି ଯେ, ନାଗୋରୀ ଠାରୁ ଶୁଣିବାକୁ ମିଳିଛି, ସମ୍ବିଧାନ ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, କୋରାନ ସର୍ବୋଚ୍ଚ ।

jay balangir
Leave A Reply

Your email address will not be published.

1 × 5 =

error: Content is protected !!