pakka

ହ୍ୱାଇଟ ହାଉସ ପକ୍ଷରୁ ରୁଷ୍‌କୁ ୟୁକ୍ରେନ ଉପରେ ସାଇବର ଆକ୍ରମଣ କରିଥିବା ଅଭିଯୋଗ

bbehera

ୱାଶିଂଟନ୍ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏକ ପ୍ରମୁଖ ବ୍ୟାଙ୍କକୁ ଟାର୍ଗେଟ କରି ସାଇବର ଆକ୍ରମଣ ପାଇଁ ହ୍ୱାଇଟ ହାଉସ ରୁଷକୁ ଦାୟୀ କରିଛି । ହ୍ୱାଇଟ ହାଉସର ମୁଖ୍ୟ ସାଇବର ଅଫିସର ଏନେ ନଉବର୍ଜର ସାଇବର ଆକ୍ରମଣ ପାଇଁ ରୁଷକୁ ଦାୟୀ କରିଛନ୍ତି ଏବଂ ଏହା ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ତିକ୍ତତାକୁ ଆହୁରି ପ୍ରକାଶ କରିଛି ବୋଲି କହିଛନ୍ତି । ଆଶଙ୍କା କରାଯାଉଛି ଯେ, ରୁଷ ସୈନ୍ୟ ଅଧିକ ଭୟଙ୍କର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ।

jay balangir
Leave A Reply

Your email address will not be published.

nineteen − 16 =