pakka

ବଲାଙ୍ଗିର ସହରର ଜଣାଶୁଣା ବ୍ୟବସାୟୀ ସତ୍ୟ ମହାନ୍ତି ଚାଲିଗଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ହାତିଶାଲପଡ଼ା ନିବାସୀ ଜଣାଶୁଣା ବ୍ୟବସାୟୀ ସତ୍ୟ ମହାନ୍ତିଙ୍କ ପରଲୋକ ଘଟିଥିବା ଜଣାପଡ଼ଛି । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଇହଧାମ ତ୍ୟାଗ କରିଥିବା ସୂଚନାରେ କୁହାଯାଇଛି । ତାଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

ten + eighteen =