Daily Archives

ଯୁବ ତାଲିମ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସକାଳ ଘ.୧୦ଟା ସମୟରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ଏବଂ ବୀଣାପାଣି ଶିକ୍ଷା ସୈାଧ ସହଯୋଗରେ ବିଦ୍ୟାଳୟ ପରିସରରେ ଅଂଚଳର ଯୁବକ ସଂଘର ଯୁବ ଗୋଷ୍ଠୀଙ୍କୁ ନେଇ ସକରାତ୍ମକ ମାନସିକତା ଏବଂ ସୁସ୍ଥ ଭାରତ ଶିର୍ଷକ ଉପରେ ଏକ ତାଲିମ ଶିବିର ଆୟୋଜିତ
Read More...

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଅନିୟମିତତା ଅଭିଯୋଗ କଲା ବଲାଙ୍ଗିର ବିଜେପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ବଲାଙ୍ଗିର ବିଜେପି । ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ସାକ୍ଷାତ କରି
Read More...

ସଡ଼କ ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

ଚମ୍ପୁଆ : ରଘୁଆଳ ସାହି ୫୨୦ ନଂ. ଜାତୀୟ ରାଜପଥ ଉପରେ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଘଟଗାଁ ଥାନା ଅନ୍ତର୍ଗତ କୁନ୍ଦାପିଠା ଗ୍ରାମର ସାଗର ନାମକ ଜଣେ ଯୁବକ ବାଇକ୍‌ ଯୋଗେ ଯୋଡ଼ାକୁ ଆସୁଥିବା ବେଳେ
Read More...

ଅଧ୍ୟକ୍ଷ/ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚଙ୍କ ପାଇଁ ପରୋକ୍ଷ ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାନୁଆରୀ ୧୧ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ସଂଖ୍ୟା ୨୪୬, ୨୬୦ ଏବଂ ୨୭୪ ଅନୁସାରେ ନାଏବ ସରପଞ୍ଚ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦଗୁଡ଼କ ପରୋକ୍ଷ ନିର୍ବାଚନ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ବ୍ଲକ ଖୁଣ୍ଟପାଲି ଗ୍ରା.ପରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୧ ଓ ୧୭ରୁ ଜଣେ ଲେଖାଏଁ, ଦେଓଗାଁ ବ୍ଲକ
Read More...

ରାତି ପାହିଲେ ନିର୍ବାଚନ : ଲଢ଼େଇ ପୁନରାବୃତ୍ତି ଓ ପରିବର୍ତ୍ତନ ମଧ୍ୟରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ କାଲି ସକାଳୁ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଲଗ୍ନ ଫିଟିଛି । ଏ ଭିତରେ ତିଳକୁ ତାଳ ଆଉ ସୁଦୁ ମରୁଭୂଇଁରେ ହଳ କରୁଥିବା ଅଦିନିଆ ନେତାଙ୍କ ନିର୍ବାଚନୀ ପ୍ରଚାର ମଧ୍ୟ ସରିଛି । ଛେପ ମରା ମଖମଲି କଥା ସହିତ ମଦ
Read More...

କଂଟାବାଂଜି ଏନ୍‌ଏସି ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଟ୍ରେଡ ଲାଇସେନ୍ସ ଆଳରେ ବ୍ୟବସାୟୀଙ୍କୁ ହଇରାଣ ହରକତ୍‌ କରିବା ସହ ଦୁନୀର୍ତି ଅଭିଯୋଗ-କଂଗ୍ରେସକଂଗ୍ରେସର ରାଜନୈତିକ ବିକ୍ଷୋଭକୁ ଆପ୍‌ ସଂଯୋଜକଙ୍କ ଏନ୍‌ଏସି ସମ୍ମୁଖରେ ପ୍ରତିବାଦ କଂଟାବାଂଜି, (କେପିଏନ୍‌ଏସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଏନ୍‌ଏସି ସମ୍ମୁଖରେ କଂଟାବାଂଜି ନଗର
Read More...

ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଲା ବିଜେପି

ଝାରସୁଗୁଡ଼ା : ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ସିଧାସଳଖ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ବିଜେପି ଫେରାଦ ହୋଇଛି ଜିଲ୍ଲାପାଳଙ୍କ ଠାରେ । ଲଖନ୍‌ପୁର ଅଞ୍ଚଳରେ ଶାସକ ଦଳର ହାତବାରିଶି ସାଜିଛି ପ୍ରଶାସନ ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ତେବେ
Read More...

ବୁର୍ଲା ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ବୁର୍ଲା : ବୁର୍ଲା ଜଙ୍ଗଲରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳୁ କିଛି ଲୋକେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା
Read More...

ହରିଡ଼ାଖଣ୍ଡି ମୌଜା ଅନ୍ତର୍ଗତ ଉତ୍ତରାମୁଖୀ ସାହିର ୧୪୫ ପରିବାରକୁ ପଟ୍ଟା ୪ ମାସ ମଧ୍ୟରେ ପ୍ରଦାନ ପାଇଁ ବ୍ରହ୍ମପୁର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରିଟ୍‌ ପିଟିସନ ଦାଖଲ କରାଯାଇଛି, ଯାହା ଡବ୍ଲ୍ୟୁପିସି ନଂ. ୩୨୨୫୦/୨୦୨୧ରେ ବ୍ରହ୍ମପୁର ତହସିଲ ଅନ୍ତର୍ଗତ ହରିଡ଼ାଖଣ୍ଡି ମୌଜାର ଉତ୍ତରମୁଖୀ ସାହିରେ ଦୀର୍ଘ ୬୦
Read More...