pakka

ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଲା ବିଜେପି

bbehera

ଝାରସୁଗୁଡ଼ା : ନିର୍ବାଚନ ଆଗରୁ ଲଖନ୍‌ପୁରରେ ଟଙ୍କା ବଣ୍ଟା ହୋଇଥିବା ଅଭିଯୋଗ ଆଣିଛି ବିଜେପି । ସିଧାସଳଖ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ବିଜେପି ଫେରାଦ ହୋଇଛି ଜିଲ୍ଲାପାଳଙ୍କ ଠାରେ । ଲଖନ୍‌ପୁର ଅଞ୍ଚଳରେ ଶାସକ ଦଳର ହାତବାରିଶି ସାଜିଛି ପ୍ରଶାସନ ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ତେବେ ନିର୍ବାଚନ ଆଗରୁ ଖୋଲାଖୋଲି ଟଙ୍କା ବଣ୍ଟାଯିବା ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେପି ।

jay balangir
Leave A Reply

Your email address will not be published.

three × two =