Yearly Archives

2021

କୋଭିଡ୍ -୧୯ ପରିଚାଳନା ସହ ସମ୍ଭାବ୍ୟ ବାତ୍ୟା “ୟସ୍”ର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାରେ କୋଭିଡ୍–୧୯ର ପରିଚାଳନା ଏବଂ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏ ନେଇ ଶନିବାର ପୂର୍ବାହ୍ନରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ…
Read More...

କେନ୍ଦୁପତ୍ର ବିଭାଗରେ ନିୟୋଜିତ ସିଜିନାଲ ଅସ୍ଥାୟୀ କର୍ମଚାରୀଙ୍କୁ ତିନି ମାସିଆ କାମ ପରିବର୍ତ୍ତେ ଛଅମାସ ବର୍ଦ୍ଧିତ…

ପାଟଣାଗଡ଼, (ଗୋରେଖନାଥ ବରିହା) : ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ହେଇଥିବା ଅସ୍ଥାୟୀ କର୍ମଚାରୀଙ୍କ ମାସିକ କାର୍ଯ୍ୟର ସମୟସୀମା ବଢ଼ାଇବାକୁ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ଥିବା ଚେକର, ବାଇଂଡିଙ୍ଗ…
Read More...

ଥମୁନି ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ୧୨,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତଥାପି ଥମୁନି ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୧୧,୮୬୨କୁ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧୯୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୬୫୭ ଜଣ ଆଂଚଳିକ…
Read More...

୫ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏଫଆଇଏଚ୍‌ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାରେ ହକିର ଉନ୍ନତି ପାଇଁ ବିଶେଷ ଅବଦାନ ଯୋଗୁଁ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫ୍ଆଇଏଚ୍) ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଏହାର ୪୭ତମ କଂଗ୍ରେସରେ ଏଫଆଇଏଚ୍‌…
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ସୁବର୍ଣ୍ଣପୁର ଏବଂ ବିନିକାରେ ରନ୍ଧା ଖାଦ୍ୟ ବଣ୍ଟନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି କେଶରୀୟା ହିନ୍ଦୁ ବାହିନୀ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏବଂ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରୋଗୀ ମାନଙ୍କ ସହାୟକ ମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ବିନିକା ସହରରେ ମଧ୍ୟ ରନ୍ଧା…
Read More...

ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ତରଫ୍‌ ନୁ ଅସୁବିଧା ଭୋଗୁଥିବାର୍‌ ଅସହାୟ ଲୋକ୍‌କୁଁ ଭାତ୍ ମୁଠେ ଦେବାର୍ ପ୍ରୟାସ୍ ଜାରି…

ବୁର୍ଲା, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଗଲା ବର୍ଷର୍ ପହେଲା ଲକ୍ ଡାଉନ୍ ଥି ଖବର୍ କାଗଜ୍ ମାଧ୍ୟମରେ ରୋଗୀଙ୍କର ସମ୍ପର୍କୀୟ ତଥା ଚିକିତ୍ସା ଲାଗି ଆସୁଥିବାର୍ ଲୋକ୍ ମାନେ ଭୁକେ ରହି ଯିବାର୍ ଖବର୍ ପାଇ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍ ଲଗାତାର୍ ୩୬ ଦିନ୍ ତକ୍‌ ହଜାରେ ଲୁକର୍ ରନ୍ଧା…
Read More...

ବ୍ୟାଙ୍କ କର୍ମଚାରୀଙ୍କ ଅକାଳ ବିୟୋଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ନିମାପଡା ସମ୍ମଳିତ ସମବାୟ ବ୍ୟାଙ୍କ ଡେଲାଙ୍ଗ ଶାଖାରେ ଦୀର୍ଘ ଦିନ ଧରି ସୁପରଭାଇଜର ଭାବେ କାର୍ଯ୍ୟରତ ପ୍ରଫୁଲ ସ୍ୱାଇଁ (୫୮)ଙ୍କର ଆଜି ଅକାଳ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସମଗ୍ର ଡେଲାଙ୍ଗ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ପୁରୀ…
Read More...

ସାମୁଦ୍ରିକ ଝଡବାତ୍ୟା ୟସ୍‌ର ମୁକାବିଲା ପାଇଁ ଡେଲାଙ୍ଗ ବ୍ଳକ ପ୍ରଶାସନର ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାମ୍ଭାବ୍ୟ ବାତ୍ୟା ୟସ୍‌କୁ ଦୃଷ୍ଟି ରଖି ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକସ୍ଥିତ ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ବାତ୍ୟା ମୁକାବିଲା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହଙ୍କ…
Read More...

ଅସହାୟ କମାରଙ୍କୁ ଖାଦ୍ୟ ବଣ୍ଟନ କଲେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏବଂ ବି.ଏସ୍‌ ଏରୋବିକ୍ସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା କାଳରେ ଅନେକେ ନିରୀହ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ତେବେ ସେମାନଙ୍କୁ ସାହାଯ୍ୟ ସହେଯାଗ ପାଇଁ ବଲାଙ୍ଗିରର ବିଭିନ୍ନ ସଂଗଠନ ଅଣ୍ଟା ଭିଡିଛନ୍ତି । ଏଥିରେ ଏବେ ଆଗକୁ ଆସିଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଏବଂ…
Read More...

କରୋନାରେ ବିଜ୍ଞାନ ଶିକ୍ଷକ ପବିତ୍ର ମେହେରଙ୍କ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବେଳପଡା ଗାଁ ନିବାସୀ ପବିତ୍ର ମେହେରଙ୍କ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବଲାଙ୍ଗିର କୋଭିଡ ହସପିଟାଲ ରେ ଭର୍ତ୍ତି ହୋଇଥିଲେ ।…
Read More...