Yearly Archives

2021

କେଶରୀୟା ହିନ୍ଦୁ ବାହିନୀ ତରଫରୁ ରୋଗୀଙ୍କ ସହାୟକମାନଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲଗାତାର ତୃତୀୟ ରବିବାର ଭାବରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ କଲେଜ ହସ୍ପିଟାଲ ଠାରେ ଦିନ ୧୧ଟା ଏବଂ ସନ୍ଧ୍ୟା ୭ ଟା ସମୟରେ ରୋଗୀଙ୍କ ସହାୟକ ମାନଙ୍କୁ ପୁନଶ୍ଚ ମାଗଣାରେ ଖାଦ୍ୟ ବଣ୍ଟନ କରାଯାଇଛି । ଆଗକୁ ମଧ୍ୟ ଏହି…
Read More...

ତୃତୀୟ ଦିନରେ ପହଞ୍ଚିଲା ଜିଲ୍ଲା କଂଗ୍ରେସ ତରଫରୁ ଆରମ୍ଭ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆରମ୍ଭ ହୋଇଥିବା ସେବା ଶିବିର ଅବସରରେ ରକ୍ତଦାନ କାର୍ଯ୍ୟକ୍ରମର ଆଜି ହେଉଛି ତୃତୀୟ ଦିନ । ନଗର କଂଗ୍ରେସ ସାଧାରଣ ସମ୍ପାଦକ ଆଶୁତୋଷ ମହାନ୍ତିଙ୍କ ନେତୃତ୍ୱରେ ଆଜି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…
Read More...

ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସେନ୍‌ର ପ୍ରଶଂସନୀୟ ପଦକ୍ଷେପ : କରୋନା ସଂକ୍ରମିତଙ୍କ ଶବଦାହରେ ଗ୍ରହଣ କରିଛି ଉଲ୍ଲେଖନୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସଦସ୍ୟମାନଙ୍କ ପ୍ରଶଂସନୀୟ ପଦକ୍ଷେପ ସାମ୍ନାକୁ ଆସିଛି । କରୋନାର ଦ୍ୱିତୀୟ ଲହରୀ ଯୋଗୁଁ ପ୍ରତ୍ୟହ ନିରୀହ ମଣିଷଙ୍କ ମୁଣ୍ଡ ଗଡୁଛି । ଏଭଳି ମହାମାରୀ କାଳରେ କରୋନା ସଂକ୍ରମିତଙ୍କ ଶବ ଛୁଇଁବାକୁ ଲୋକେ ଭୟଭୀତ ହୋଇ…
Read More...

ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ

ମାଲକାନଗିରି : ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଛତିଶଗଡ଼ର କିରାଣ୍ଡୁଲ ଥାନା ଅନ୍ତର୍ଗତ ବେଙ୍ଗପାଲି ଜଙ୍ଗଲ ଭିତରେ ନକ୍ସଲ ମାନେ ଏକ ଶିବିର କରି ରହିଥିବା ଖବର ପାଇ ଡିଆରଜି ବାହିନୀ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ଜବାନ ଓ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା…
Read More...

ମା’ ମାହେଶ୍ୱରୀ ସେନା ତରଫରୁ ରାସନ୍‌ ସାମଗ୍ରୀ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ ପାଇଁ ଅନେକ ଲୋକ ନିଜର ରୋଜଗାର ହରାଇ ଥିବା ବେଳେ ମୁଠେ ଖାଇବା ପାଇଁ ପାଉନାହାନ୍ତି । ତେବେ ଏମାନଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଆଗେଇ ଆସିଛନ୍ତି ମା’ ମାହେଶ୍ୱରୀ ସେନାର କର୍ମକର୍ତ୍ତା ମାନେ । ବଲାଙ୍ଗିର-ସୋନ୍‌ପୁର ରାସ୍ତା ସାତମାଇଲ୍‌…
Read More...

ଔଷଧ ନେବାକୁ ଆସିଥିବା ଯୁବକଙ୍କୁ ଚାପୁଡ଼ା ମାରିଥିବା କଲେକ୍ଟରଙ୍କୁ ହଟାଇ ଦିଆଗଲା : ସିଏମ ଭୁପେଶ ବାଘେଲ ଘୋଷଣା କଲେ

ରାୟପୁର : ଛତିଶଗଡର ସୁରଗୁଜା ଡିଭିଜନର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଲକ୍‌ଡ଼ାଉନ୍ ସମୟରେ ଔଷଧ ନେବାକୁ ବାହାରିଥିବା ଜଣେ ଯୁବକଙ୍କୁ ମାଡ ମାରିଥିଲେ କଲେକ୍ଟର ଶ୍ରୀ ଶର୍ମା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ…
Read More...

ରାସ୍ତା କଡ଼ରେ ପଡ଼ିଛି ଗଦା ଗଦା ସରକାରୀ ଔଷଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡ଼ାପାଲି ରୁ ବଲାଙ୍ଗିର ଆଡ଼କୁ ଆସୁଥିବା ଏସ୍‌ ଏଚ୍‌ ୪୨ର ଖଗସାବାହାଲ ଛକ ନିକଟ ରାସ୍ତା କଡ଼ରେ ଗଦା ଗଦା ହୋଇ ପଡ଼ିଛି ଆଇରନ୍‌, ଫଲିକ୍‌ ଏସିଡ଼୍‌ ଟେବ୍‌ଲେଟ୍‌ । ଏହା କୌଣସି ଡ଼ାକ୍ତରଖାନାର ଏକ୍ସପାରୀ ମେଡ଼ିସିନ୍‌ ହୋଇପାରେ ବୋଲି ସଂନ୍ଧେୟ କରାଯାଉଛି ।…
Read More...

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅଢେଇ ବର୍ଷୀୟା କୁନି ଝିଅ ତମନ୍ନାର କରୋନା ସଚେତନତା ବାର୍ତ୍ତା

ଦେଓଗାଁ, (ମନୀଷ କୁମାର ସାହୁ) : ୟୁଟ୍ୟୁବର କ୍ୟୁଟି ତମନ୍ନା ଚେନାଲରେ କିଛି ଦିନ ପୂର୍ବରୁ ପୋଷ୍ଟ ହୋଇଥିବା ଏକ କୁନି ଝିଅର ଭିଡିଓ ଏବେ ଫେସବୁକ୍, ଇନଷ୍ଟାଗ୍ରାମ ସହ ହ୍ୱାଟ୍ସଆପ ଜରିଆରେ ଦୃତଗତିରେ ଭାଇରାଲ ହେବାରେ ଲାଗିଛି । ଏହି କୁନି ଝିଅ ଜଣକ ଭିଡ଼ିଓରେ କରୋନା ପ୍ରତି କିଭଳି ସଚେତନ…
Read More...