Yearly Archives

2021

ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣରେ ସ୍ଥିରାବସ୍ଥା : ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ଭିତରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ ସଂକ୍ରମଣ ହଇଚଇ ସୃଷ୍ଟି କରୁଥିବା ବେଳେ ଗତ ୧୭ ତାରିଖ ପରେ ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଶହ ଭିତରେ ରହି ଆସୁଛି । ଏଥିରୁ ଅନୁମାନ କରାଯାଉଛି ଯେ, ଜିଲ୍ଲାରେ ସଂକ୍ରମଣରେ ସ୍ଥିରାବସ୍ଥା ରହିଛି । କିନ୍ତୁ ତଥାପି କୋଭିଡ୍‌…
Read More...

ଆମ୍ବୁଲାନ୍ସରୁ ଜବତ ହେଲା ୧୫୦ ଲିଟର ଦେଶୀ ମଦ : ଜଣେ ଗିରଫ

ଖୋର୍ଦ୍ଧା, (ସୁଶାନ୍ତ ସାହୁ) : ଆମ୍ବୁଲାନ୍ସରୁ ଜବତ ହେଲା ୧୫୦ ଲିଟର ଦେଶୀ ମଦ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ସକାଳେ କିଛି ଅସାମାଜିକ ବ୍ୟକ୍ତି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ପୋଲିସକୁ କୌଣସି ଏକ ସୂତ୍ରରୁ ଖବର ମିଲିଥିଲା । ତେବେ ଖବର ପାଇ ଖୋର୍ଦ୍ଧା ଟାଉନ ପୋଲିସ ଓ…
Read More...

ମାସ୍କ ପିନ୍ଧନ୍ତୁ, କରୋନାକୁ ହରାନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ମାସ୍କ୍ ହିଁ ଏକମାତ୍ର ସୁରକ୍ଷା କବଚ । ସଠିକ୍ ଭାବରେ ମୁହଁ ଓ ନାକ ଘୋଡାଇ ମାସ୍କ ପିନ୍ଧନ୍ତୁ । ସାବୁନରେ ବାରମ୍ବାର ହାତ ଧୁଅନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ । ଏହାର ସଠିକ୍ ବ୍ୟବହାର ବିଷୟରେ ଜାଣିବା ପାଇଁ…
Read More...

କୋଭିଡ ସୂଚନା ପତ୍ର ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା କୋଭିଡ ସୂଚନା ପତ୍ର ଉନ୍ମୋଚିତ ହୋଇଯାଇଛି । ଏହି ସୂଚନା ପତ୍ରରେ ସାରା ଜିଲ୍ଲାର କୋଭିଡ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଡାକ୍ତରଖାନା, ଆମ୍ବୁଲାନ୍ସ, ଡାକ୍ତର ଓ ଫୋନ ନମ୍ବରର ସବିଶେଷ ସୂଚନା ପ୍ରଦାନ କରାଯାଇଛି ।…
Read More...

ଗୁଳିମାଡ଼ରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣା : ଶିକାରୀ ଗୁଳିରେ ଚାଲିଗଲା ଅସ୍ଥାୟୀ ବନ କର୍ମଚାରୀଙ୍କ ପ୍ରାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : କର୍ତ୍ତବ୍ୟ ଆଗ । ଜଙ୍ଗଲ ଭିତରେ ଦୁର୍ବୃତକୁ କାବୁ କରିବାକୁ ଯାଇ ଜୀବନ ଦେଲେ ଅସ୍ଥାୟୀ ବନ କର୍ମଚାରୀ । ତେବେ ଏଭଳି ଏକ ଛାତି ଥରା ଘଟଣା ଗତ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ରେଙ୍ଗାଲବାହାଲରେ…
Read More...

ତାମିଲନାଡୁର ଜଣେ ନାବାଳିକାଙ୍କୁ ଉଦ୍ଧାର କରି ସଦର ପୋଲିସକୁ ଜିମା ଦେଲା ବଲାଙ୍ଗିର ବିଜୁ ଜନତା ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁବ ସଭାପତି ରାଜେନ୍ଦ୍ର ହୋତାଙ୍କ ସୂଚନା ମୁତାବକ ତାମିଲନାଡୁର ଜଣେ ନାବାଳିକା(୧୭) ରେଳ ଲାଇନରେ ଚାଲି ଚାଲି ଆସି ବରକାନି ପଞ୍ଚାୟତ ନାରାୟଣପୁର ଠାରେ ଆଙ୍ଗନବାଡି ଦିଦିଙ୍କ ହେପାଜତରେ ଥିଲା । ଖବର ପାଇ ବଜେଡି ଜିଲ୍ଲା ଆଇଟି ସଂଯୋଜକ ବିଭୂତି ଭୂଷଣ…
Read More...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ୨୦ଗୋଟି ଟୀକାକରଣ କେନ୍ଦ୍ରରେ ୪୫ ତଥା ତଦୁର୍ଦ୍ଧ ବୟସର…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଦ୍ଧ ବୟସ୍କ ଯେଉଁମାନଙ୍କ ପ୍ରଥମ ଡୋଜ ଟୀକା ନେବାର ୮୪ ଦିନ ସମ୍ପୂର୍ଣ୍ଣ ହୋଇସାରିଥିବ ସେହି ହିତାଧିକାରୀଙ୍କୁ ତା…
Read More...

ସରକାରୀ ସହାୟତା ପାଇବେ ବାପାମା’ଙ୍କୁ ହରାଇଥିବା ଦୁଇ ଅନାଥ ଶିଶୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଭେଡେନ ବ୍ଲକ ଭଇସାଦାନୀ ଗାଁର ପତିପତ୍‌ତ୍ନୀ ଧନସିଂ ପହରିଆ ଓ ସାବିତ୍ରୀ ପହରିଆଙ୍କ ଗୋଟିଏ ବର୍ଷରେ ଦୁହିଁଙ୍କ ଦେହାନ୍ତ ପରେ ଦୁଇ ଭାଇ ଭଉଣୀ ଅନାଥ ହୋଇ ଯାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଗୋଟିଏ ବର୍ଷର ବ୍ୟବଧାନ ମଧ୍ୟରେ ସ୍ତ୍ରୀଙ୍କ ମଧ୍ୟ…
Read More...

ନିଷ୍ଠା ପରିବାର ତରଫରୁ ଅକ୍ସିଜେନ ସେବା ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ନିଷ୍ଠା ପରିବାର କରୋନା ମହାମାରୀ ସମୟରେ ବିଭିନ୍ନ ସେବା ଯୋଗାଇ ଆସୁଛି । ସେହିପରି ଭାବରେ ଗତକାଲି ଠାରୁ ନିଷ୍ଠା ପରିବାର ତରଫରୁ ଅକ୍ସିଜେନ ସେବା ମଧ୍ୟ ଆରମ୍ଭ କରାଯାଇଛି । ତେବେ ଅକ୍ସିଜେନ ସିଲିଣ୍ଡର ପାଇବା ପାଇଁ ଅନୁଷ୍ଠାନର ଶ୍ୟାମ ସୁନ୍ଦର ସାହୁ…
Read More...

ଗଞ୍ଜାମ ଜିଲ୍ଲାରେ ବ୍ୟାପିବା ଆରମ୍ଭ ହେଲା ବ୍ଲାକ ଫଙ୍ଗସ୍‌ ରୋଗ : ଚିନ୍ତାରେ ଜିଲ୍ଲା ପ୍ରଶାସନ, ସତର୍କତା ଅବଲମ୍ବନ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଶନିବାର ଜଣେ ମହିଳା ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଡାକ୍ତରୀ ସୂତ୍ରରୁ ପ୍ରକାଶ ହୋଇଛି । ମହିଳାଙ୍କ ବୟସ ପ୍ରାୟ ୫୦ ହୋଇଥିବା ବେଳେ ଘର ଗଞ୍ଜାମ ଜିଲ୍ଲା ବୋଲି ସୂଚନା ମିଳିଛି । ତାଙ୍କର ଆଖି କଳା…
Read More...