Yearly Archives

2021

ଗତ ୨୪ ଘଂଟାରେ ରାଜ୍ୟରେ ୩୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୩୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୭୭୯୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୧୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା…
Read More...

ପାକିସ୍ତାନର ସଂସଦରେ ଜବର୍‌ଦସ୍ତ ହଙ୍ଗାମା

ଇସ୍‌ଲାମାବାଦ : ମଙ୍ଗଳବାର ଦିନ ପାକିସ୍ତାନର ଜାତୀୟ ବିଧାନସଭା (ସଂସଦ)ରେ ଜବର୍‌ଦସ୍ତ ହଙ୍ଗାମା ଦେଖିବାକୁ ମିଳିଛି । ଏକ ସୁସ୍ଥ ଗଣତନ୍ତ୍ରରେ ଏହା ଆଶା କରାଯାଏ ନାହିଁ । ରାଷ୍ଟ୍ରୀୟ ବିଧାନସଭାରେ ବଜେଟ୍ ଉପରେ ଆଲୋଚନା ବେଳେ ସାଂସଦମାନେ ପରସ୍ପରକୁ କାଦୁଅ ଫୋପଡ଼ା ନୀତି ଅବଲଂବନ କରିଛନ୍ତି ।…
Read More...

‘ମିଶନ ପଞ୍ଜାବ’ରେ ବିଜେପି : ଶିଖ୍‌ ନେତାମାନେ ଦଳରେ ଯୋଗ ଦେଇପାରନ୍ତି

ନୂଆଦିଲ୍ଲୀ : ଆସନ୍ତା ବର୍ଷ ପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପ୍ରସ୍ତୁତି ଆରମ୍ଭ କରି ଦେଇଛି ଏବଂ ପଞ୍ଜାବର ପ୍ରଭାବଶାଳୀ ଲୋକଙ୍କୁ ଦଳ ସହ ଯୋଡିବା କାର୍ୟ୍ୟ ମଧ୍ୟ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଶିଖ…
Read More...

ବିଦ୍ୟୁତ୍‌ ବିଲ ନାମରେ ଠକେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଦ୍ୟୁତ ଉପଖଣ୍ଡର ଗାଇସିଲେଟ ବ୍ଲକ ଅଧୀନସ୍ଥ ମିଟର ରିଡର୍ କଟାବାହାଲ ନିବାସୀ ଶେଷଦେବ ମିଶ୍ର ଅଇଁଲାଭଟା ଗ୍ରାମର ଦିନେଶ କୁମାର ଭୋଇଙ୍କ ଘରକୁ ଯାଇ ବିଦ୍ୟୁତ୍ ବିଲ୍ ଦେଇ ୧୦ ହଜାର ଟଙ୍କା ଦାବୀ କରି ମାଗିଥିବା ଅଭିଯୋଗ ହୋଇଛି । ୧୦ ହଜାର ଟଙ୍କା…
Read More...

ଶୀତଳ ଷଷ୍ଠୀ ଯାତ୍ରାରେ ଉପଲକ୍ଷେ ବାଲୁକା କଳା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ଗ୍ରାମର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ଶୀତଳଷଷ୍ଠୀ ଯାତ୍ରାର ଭଗବାନ ଶିବ ପାର୍ବତୀ ବିବାହ ଉତ୍ସବ ଉପଲକ୍ଷେ ବାଲୁକା କଳାରେ ପ୍ରଦର୍ଶିତ କରିଛନ୍ତି । ବାଲୁକାଶିଳ୍ପୀ କାର୍ତିକ ନାୟକ…
Read More...

ଗଛରେ ଲୁଙ୍ଗି ବାନ୍ଧି‌ ଆତ୍ମହତ୍ୟା କାରଣ ଅସ୍ପଷ୍ଟ : ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନାର କଛାରପାଲି ବନ୍ଧ ନିକଟରେ ଜଣେ ବ୍ୟକ୍ତି ଗଛର ଲୁଙ୍ଗୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଦେଓଗାଁର ଗୋପାଲ ବୁଡ଼େକ ବୋଲି ଗାଁଲୋକେ ଚିହ୍ନଟ କରିଛନ୍ତି । ସେ ନିଜ…
Read More...

ବେପାରୁଆ ଟ୍ରାକ୍ଟର ଚାଳନା ହେଲା କାଳ : ଟ୍ରାକ୍ଟର ଦୁର୍ଘଟଣାରେ ନାବାଳକର ମୃତ୍ୟୁ, ସରକାରୀ ସହାୟତା ପରେ ଉଠିଲା ଶବ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୨ଟା ସମୟରେ ଦେଓଗାଁ ଥାନା ଅଧିନସ୍ଥ ବଗଡ଼ା ଗାଁରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାର ମୁଖ୍ୟ କାରଣ ଟ୍ରାକ୍ଟର ଜଣେ ନାବାଳକ ଓ ବିନା ଲାଇସନ୍ସରେ ଡ୍ରାଇଭର ଚଲାଉଥିବାରୁ ଏପରି ଘଟଣା…
Read More...

ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକ କୁଆପଦା ଗ୍ରାମ ପ୍ରସିଦ୍ଧ ବାବା ଶ୍ରୀ ଶ୍ରୀ ବଣିବକ୍ରେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଆଜି ପବିତ୍ର ମିଥୁନ ରଜ ସଂକ୍ରାନ୍ତି ଓ ଶୀତଳଷଷ୍ଠୀ ତଥା ଶିବ ବିବାହ ଅବସରରେ ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ନଡିଆ ଗଛ ରୋପଣ…
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୧୮ ଆକ୍ରାନ୍ତ : ଜଣେ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୮ଜଣ ସଂକ୍ରମିତ ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୨ଜଣ, ବଲାଙ୍ଗିର ପୌରାଞ୍ଚଳରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା…
Read More...

୧୨୦ ଖଣ୍ଡ ଶାଳକାଠ ଜବତ : ଜଣେ ଗିରଫ

ମ.ରାମପୁର, (ହେମନ୍ତ ସାହୁ) : ବେଆଇନ ଭାବେ ଘରେ ଗଚ୍ଛିତ ରଖିଥିବା ଶାଳକାଠ ଜବତ କଲା ବନବିଭାଗ । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ବାଲସିଙ୍ଗା ଗାଁର ବୈଷ୍ଣବ ବାହୁକ ନିଜ ଘରେ ଶାଳକାଠ ରଖିଥିବା ବିଶେଷ ସୂତ୍ରରୁ ଖବର ପାଇ ନର୍ଲା ଓ ମ.ରାମପୁର ବନବିଭାଗ କର୍ମଚାରୀ ସହିତ ନର୍ଲା…
Read More...