Yearly Archives

2021

ଭାଇରାଲ ଭିଡିଓକୁ ନେଇ ଯୋଗୀ ଆଦିତ୍ୟନାଥ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ : କହିଲେ, ୟୁପି ଲୋକଙ୍କୁ ବଦନାମ କରିବା…

ଲଖ୍‌ନଉ : ଜଣେ ବୃଦ୍ଧ ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ତଥା ଗାଜିଆବାଦ, ୟୁପିରେ ଧାର୍ମିକ ସ୍ଲୋଗାନ ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟ୍ୱିଟ୍ କରିବା ପରେ ଭିଡିଓ ଭାଇରାଲ ହୋଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାହୁଲଙ୍କ ଉପରେ…
Read More...

ଅସରାଏ ବର୍ଷାରେ ଘୋରଡିଆ ଗାଁ ଦାଣ୍ଡ ଜଳାର୍ଣ୍ଣବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲା ଡେଲାଙ୍ଗ ବ୍ଲକର ସର୍ବବୃହତମ ଗ୍ରାମ ଘୋରଡିଆର ମୂଖ୍ୟରାସ୍ତା ଜଳାର୍ଣ୍ଣବ ହୋଇପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଁଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଚଂଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି…
Read More...

ରଜ ସଂକ୍ରାନ୍ତିରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭଦ୍ରକ : ଭଦ୍ରକ ଟାଉନ ଥାନା ଜାନୁଗଞ୍ଜ ଦୁର୍ଗାମଣ୍ଡପ ସମ୍ମୁଖରେ ଥିବା ଏକ ଭଡାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ମୃତ ଯୁବତୀ ଜଣଙ୍କ ହେଲେ ତିହିଡି ବ୍ଲକ ସିନ୍ଦୋଳ ଗାଁର ସଙ୍ଗୀତ ପୃଷ୍ଟି । ସୂଚନାଯୋଗ୍ୟ ଯେ, ଏହି ଭଡାଘରେ ୩ ଜଣ ରୁମମେଟଙ୍କ ସହ ଦୀର୍ଘ ଦିନ ରହି…
Read More...

ବଲାଙ୍ଗିରରେ ଶୀତଳଷଷ୍ଠୀ : ଦେବ ଦମ୍ପତ୍ତିଙ୍କ ବାହାଘର ସଂପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶ୍ରୀ ଗୋପେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଲୋକାଚାର ବିବାହ ଉତ୍ସବ ବସନ୍ତ ବିଳାସ ସାହିତ୍ୟ ସମିତି ଆନୁକୁଲ୍ୟରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ସୀମିତ ସଦସ୍ୟ ଓ ଦେବଦେବୀଙ୍କ ଲୋକାଚାର…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ରାଇରଙ୍ଗପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଧିନରେ ଥିବା ଝିପାବନ୍ଧ ଗ୍ରାମରେ । ସୂଚନାନୁସାରେ ଝିପାବନ୍ଧ ଗାଁର ରାଜାରାମ ହେମ୍ବ୍ରମ (୫୦) ନିଜ ଘରେ ବିଦ୍ୟୁତ ମରାମତି କରୁଥିଲେ । ନିଜର…
Read More...

ବାଇକ ସହ ସ୍କୁଟି ଧକ୍କା, ୩ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦାପସି ଛକ ନିକଟରେ ବାଇକ ସହ ସ୍କୁଟି ର ମୁହାଁମୁହ୍ନି ଧକ୍କା ହେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ଆଜି ଅପରାହ୍ନରେ ୨୦ ନମ୍ବର ଜାତୀୟ ରାଜପଥରେ ଚାନ୍ଦପଶି ଛକ ନିକଟରେ ଏକ ସ୍କୁଟି ଓ ବାଇକ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୮୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ କଟକ, ଝାରସୁଗୁଡା,…
Read More...

ଆଜି ବିଶ୍ୱ ପବନ ଦିବସ

ନୂଆଦିଲ୍ଲୀ : ଆଜି ବିଶ୍ୱ ପବନ ଦିବସ । ୨୦୦୭ ଜୁନ୍‌ ୧୫ ତାରିଖ ଦିନ ସାରା ବିଶ୍ୱରେ ପବନ ଦିବସ ପାଳନ ଆରମ୍ଭ ହୋଇଥିଲା । ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ବିଶ୍ୱ ପବନ ଦିବସ ପାଳନ କରି ଆସୁଛନ୍ତି । ମୁଖ୍ୟତଃ ବିଶ୍ୱ ପବନ ଦିବସରେ ପବନର ଶକ୍ତି, ସାମର୍ଥ୍ୟ ଓ ସମ୍ଭାବନା ସଂପର୍କରେ ସୂଚନା…
Read More...

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ବେଳନୀ ବଲାଙ୍ଗିର ଶାଖା ପକ୍ଷରୁ ଯୁବ ସାମ୍ବାଦିକଙ୍କୁ ସମ୍ମାନିତ

ତୁଷୁରା, (ଅଜିତ କୁମାର ସାହୁ) : ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ତୁଷୁରା ଯୁବ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ବଲାଙ୍ଗିର ଠାରେ ସମ୍ମାନିତ କରାଯାଇଛି । ପୃଷ୍ଠପୋଷକ ଏବଂ ଉପାଧ୍ୟକ୍ଷ ଜିଲା ରେଡକ୍ରସ ତଥା ସମାଜସେବୀ ବିଷ୍ଣୁ ପ୍ରସାଦ କେଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ…
Read More...

ଆସନ୍ତା ୧୭ ରୁ ୧୯ ପର୍ଯ୍ୟନ୍ତ ୧୮ ରୁ ୪୪ ବର୍ଷ ପାଇଁ ଟୀକାକରଣ

୨ୟ ପର୍ୟ୍ୟାୟରେ ସୋନପୁର ମୁନିସିପାଲିଟିର ୪ଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା ୧୭ରୁ ୧୯ ପର୍ଯ୍ୟନ୍ତ ସୋନପୁର…
Read More...