ରଜ ପର୍ବ ପାଇଁ ଚଳଚଞ୍ଚଳ କୁଆଁରୀ ଝିଅ : କରୋନା ଆଗରେ ଫିକା ପଡିଛି ରଜ
ସଇଁନ୍ତଲା, (ଅଜିତ କୁମାର ସାହୁ) : ରଜ ପର୍ବ ଓଡିଶାରେ ଶେଷ୍ଠ ପର୍ବ ଭାବରେ ବେଶ ପରିଚିତ । ନୂଆ ରଙ୍ଗର ଡ୍ରେସ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ ଲଗାଇ ସଜେଇ ହୋଇ ବେଶ ହସ ଖୁସିରେ ଏହି ରଜ ପର୍ବକୁ ସହର ଠାରୁ ଏବେ ଗାଁ ଗାଁରେ ବେଶ ଧୁମ ଧାମରେ ମଧ୍ୟ ପାଳନ କରୁଛନ୍ତି କୁଆଁରୀ ଝିଅ!-->…
Read More...
Read More...