ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସ ଦ୍ୱାରା ପଚରାଉଚରା : ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗ
କୋଲକାତା : ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ଭାଷଣ ସଂପର୍କରେ କୋଲକାତା ପୋଲିସ ଆଜି ତାଙ୍କୁ ପଚରାଉଚରା କରୁଛି । ବିଜେପିରେ ଯୋଗଦେବା ପରେ ମିଥୁନ ଚକ୍ରବର୍ତ୍ତୀ କହିଥିଲେ ଯେ, ସେ ଗରିବଙ୍କ!-->…
Read More...
Read More...