Yearly Archives

2021

ଧାନ ବିକ୍ରି ଦାବୀରେ ଚାଷୀମାନଙ୍କ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭେଡେନ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ଶତାଧିକ ଚାଷୀ ଆଜି ଧାନ ବିକ୍ରି ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ । ଚାଷୀମାନଙ୍କ ପାଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଟୋକନ ମଧ୍ୟ ରହିଛି, କିନ୍ତୁ…
Read More...

ଆମ ଗାଁ ସଂସ୍କୃତି ଶିକ୍ଷା ସଦନ ଶିକ୍ଷାକେନ୍ଦ୍ର ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତର ସାହାଯୋଟ ଗ୍ରାମର କଳାପ୍ରେମୀ ପାତଲପଡା ଏବଂ ସାଗୁନଭାଡି ଗ୍ରାମର ମିଳିତ ଉଦ୍ୟମ ଓ ପ୍ରଚେଷ୍ଟାରେ ଆମ ଗାଁ ସଂସ୍କୃତି ଶିକ୍ଷା ସଦନ ନାମରେ ଏକ ଶିକ୍ଷା ସଦନ ନାମରେ ଏକ ଶିକ୍ଷାକେନ୍ଦ୍ର…
Read More...

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ୯୦ ହଜାର ଲୁଟ୍‌ ଅଭିଯୋଗ, ତଦନ୍ତ ଜାରି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦିନକୁ ଦିନ ସଇଁନ୍ତଲା ଅଞ୍ଚଳରେ ଚୋରି, ଡ଼କାୟତ ବଢି ଚାଲିଥିବା ବେଳେ ସାଧାରଣରେ ଆଶଂକା ପ୍ରକାଶ ପାଇଛି । ପୁଣି ଏକ ଲୁଟ୍‌ ଘଟଣା ଆଜି ସାମ୍‌ନାକୁ ଆସିଛି । ଆଜି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ ହୋଇଥିବା ନେଇ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନାରେ…
Read More...

ପରଲୋକରେ ଶତାୟୁ ପ୍ରହଲ୍ଲାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏ ସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଶତାୟୁ ଗୋପୀନାଥ ବାରିକଙ୍କ ଗତକାଲି ରାତ୍ରରେ ବିୟୋଗ ଘଟିଛି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନାଟ୍ୟ ପ୍ରହଲ୍ଲାଦ ନାଟକରେ ସେ ମୁଖ୍ୟ ଚରିତ୍ର ପ୍ରହଲ୍ଲାଦ ଭୂମିକାରେ ଅଭିନୟ କରି ଜିଲ୍ଲା ତଥା ଜିଲ୍ଲା…
Read More...

କଣ୍ଟାବାଞ୍ଜିରେ ହେବାକୁ ଥିବା ମିନି ଷ୍ଟାଡିୟମକୁ ଭିଡିଓ କନଫରେନ୍ସରେ ଶିଲାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହ ଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କଣ୍ଟାବାଞ୍ଜିରେ ହେବାକୁ ଥିବା ମିନିିି ଷ୍ଟାଡିୟମକୁ ଶିଲାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମଧ୍ୟାହ୍ନ ପ୍ରାୟ ୧୧.୪୫ରେ ଭିଡିଓ କନଫରେନ୍ସ…
Read More...

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଲେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର…
Read More...

ପୋଲ ମରାମତି ହେଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ଦିନରେ ପ୍ରବଳ ବର୍ଷା ଯୋଗୁଁ ଦନ୍ତା ନଦୀ ଉପରେ ଥିବା ପୋଲରେ ଗର୍ତ୍ତ ସୃଷ୍ଟି ହୋଇଥିଲା । ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା ବିପଦ ପୂର୍ଣ୍ଣ ହୋଇପଡିଥିଲା । ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ…
Read More...

ଡୁମେରପିଟାର ଭିନ୍ନ ସମସ୍ୟାକୁ ନେଇ ପଞ୍ଚାୟତ ସମ୍ମୁଖରେ ଭିଆଇପିର ଧାରଣା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର ଦିନରୁ ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି)ର ଅଧ୍ୟକ୍ଷ ଡ. ବିପିନ କୁଶଲିଆଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । ପଞ୍ଚାୟତର ନୂତନ…
Read More...

ଚର୍ଦାପାଲି ଗ୍ରାମବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର କଲେ ଦୀପା : ବହୁ ପ୍ରତୀକ୍ଷିତ ଅଙ୍ଗନଦୀ ଉପରେ ହେବ ପୋଲ ନିର୍ମାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଭିନ୍ନ ଗଣମାଧ୍ୟମରେ ଲଗାତାର ଖବର ପ୍ରସାରଣ ଏବଂ ସେହି ଖବରକୁ ସମାଜିକ କର୍ମୀ ଦୀପା ବାରିକଙ୍କ ଟ୍ୱିଟ୍‌ ପରେ ଦୀର୍ଘ ଦିନ ଧରି ଅଞ୍ଚଳବାସୀଙ୍କ ଦାବୀ ହୋଇ ଆସୁଥିବା ବହୁ ପ୍ରତୀକ୍ଷିତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ଠାରୁ ଚର୍ଦାପାଲି…
Read More...

ଲଳିତ ନାୟକ ଶ୍ରମିକ କର୍ମଚାରୀ ମହାସଂଘର ଜରୁରୀ କାର୍ଯ୍ୟକାରୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଳିତ ନାୟକ ଶ୍ରମିକ କର୍ମଚାରୀ ସଂଘର ଜରୁରୀ କାର୍ଯ୍ୟକାରୀ କମିଟି ବୈଠକ ମହାସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ମହାସଂଘର ଅଧ୍ୟକ୍ଷ ଦିପକ କୁମାର ନାୟକ (ବବଲୁ) ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ ସାଧାରଣ ସଂପାଦକ…
Read More...