ପୋଲ ମରାମତି ହେଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ଦିନରେ ପ୍ରବଳ ବର୍ଷା ଯୋଗୁଁ ଦନ୍ତା ନଦୀ ଉପରେ ଥିବା ପୋଲରେ ଗର୍ତ୍ତ ସୃଷ୍ଟି ହୋଇଥିଲା । ଫଳରେ ଉକ୍ତ ରାସ୍ତାରେ ଯିବା ଆସିବା ବିପଦ ପୂର୍ଣ୍ଣ ହୋଇପଡିଥିଲା । ଗଣ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଆଜି ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଇଥିଲା ।

Leave A Reply

Your email address will not be published.

five × three =