Yearly Archives

2021

ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬,…
Read More...

ସାଇବର କ୍ରାଇମର ଶିକାର ହେଲେ ଯୁବକ

ବିଶ୍ୱାସ ଜନ୍ମାଇ ମେଡିକାଲ ଚିକିତ୍ସା ପାଇଁ କହି ୧୦ହଜାର ଟଙ୍କା ଠକି ନେଲେ ଦୁର୍ବୁତ୍ତଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବା ବେଳେ ସରଳ ବ୍ୟକ୍ତି ବିଶେଷ ସାଇବର କ୍ରାଇମ ଜାଲରେ ଫଶି ଯାଉଥିବା ଠକାମୀର ଶିକାର ହେଉଥିବା ଲକ୍ଷ କରାଯାଉଛି ।ଗଞ୍ଜାମ…
Read More...

ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂହଙ୍କ ଦେହାନ୍ତ

ଚଣ୍ଡିଗଡ଼ : ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂହ(୯୧)ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ପାଖାପାଖି ମାସେ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଗତରାତି ପ୍ରାୟ ସାଢେ଼ ୧୧ଟାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର…
Read More...

ଚାଲିଗଲେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ତଥା ପୁଲିସ ବିଭାଗର ଅତିରିକ୍ତ ଡିଜି ଦେବାଶିଷ ପାଣିଗ୍ରାହୀ(୫୬) ଚାଲିଗଲେ । ଗତ ରାତିରେ କୋଲକାତାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜଣେ ବିଶିଷ୍ଟ ସାହିତ୍ୟିକ ଭାବେ ମଧ୍ୟ ସ୍ୱର୍ଗତ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୩୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୪୦୪୭୧କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୪୭୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା…
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଖୀଶ୍ୟାମ ପ୍ରଧାନଙ୍କ ଦ୍ଵାଦଶହ ସ୍ମୃତିସଭା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କେଟିଏନପୁର ଗ୍ରାମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦୁଃଖୀଶ୍ୟାମ ପ୍ରଧାନଙ୍କ ମୃତ୍ୟୁର ଦ୍ଵାଦଶହ ଦିବସ ଉପଲକ୍ଷେ ଶୁକ୍ରବାର ଦିନ କେ.ଟି ନାରାୟଣପୁର ଗ୍ରାମରେ ଏକ ସ୍ମୃତିସଭା ଅନୁଷ୍ଠିତ…
Read More...

ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସେମାନଙ୍କର ସେବା ଓ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଲେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : "ପ୍ରତ୍ୟେକ ଜୀବନ ମୂଲ୍ୟବାନ" । ଏହା ହେଉଛି ଆମର ସବୁ ବିପର୍ୟ୍ୟୟ ପରିଚାଳନାର ଆଧାର । ଏହି ଆଧାରରେ ସବୁ କୋଭିଡ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଓ ଔଷଧ ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଡାକ୍ତର,…
Read More...

ମହିଳାଙ୍କୁ ଆକ୍ରମଣ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ଶ୍ରୀବଣା ଗ୍ରାମରେ ଜୈନେକ ମହିଳାଙ୍କୁ ଆକ୍ରମଣ ହୋଇଥିବା ନେଇ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଛି । ଏମ୍. କୁମାରୀ ନାମ୍ନୀ ମହିଳାଙ୍କୁ ଘରେ ପଶି ଛୁଟି ଧରି ବାହାରକୁ ଘୋଷାଡି ଆଣି ଗାଁ ଦାଣ୍ଡରେ ମାଡ଼ ମରାଯିବା ସହ ପ୍ରତିବାଦ…
Read More...

ନିଷ୍ଠା ପରିବାର ମହିଳା ଶାଖା ଏବଂ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ରାସନ ସାମଗ୍ରୀ ବଣ୍ଟନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକଡାଉନ ପାଇଁ ଲୋକଙ୍କ କାମ ଧନ୍ଦା ପୁରା ବନ୍ଦ ହୋଇଯାଇଛି । ଆଜି ନିଷ୍ଠା ପରିବାରର ମହିଳା ଶାଖା ଓ ଆକାର ଫାଉଣ୍ଡେସନର ମିଳିତ ଉଦ୍ୟମରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା, ଅଡଗାଁ,…
Read More...

ବାଲିଗୁଡା ଉପଖଣ୍ଡ ବିଦ୍ୟୁତର ଅବ୍ୟବସ୍ଥା ସମ୍ପର୍କରେ ବିଜେପିର ଏକ ପ୍ରତିନିଧି ଦଳ ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ ଦୀର୍ଘ ଦିନ ହେଲା ବିଦ୍ୟୁତ କାଟ ସହ ଲୋ-ଭୋଲଟେଜ ଭଳି ବିଭିନ୍ନ ସମସ୍ୟା ଉପୁଜିଥିଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମାଧାନ କରିପାରୁ ନଥିବା ଯୋଗୁଁ ଜନସାଧାରଣଙ୍କ ପକ୍ଷରୁ…
Read More...