ଆମ୍ବପାଲି ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି : ପାଣି ନିସ୍କାସନ ପାଇଁ ଦାବୀ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ଗ୍ରାମର ଉପରପଡା ରାସ୍ତା ଚାରି ଛକ ଠାରେ ଡ୍ରେନକୁ ସଫା କରାଯାଉ ନଥିବା ବେଳେ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି ଜମିରହୁ ଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର!-->…
Read More...
Read More...