Yearly Archives

2021

ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ୍‌ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା…
Read More...

ଡ୍ରେନ ସଫା କରି ଛାଡ଼ିଦେଲେ : ରାସ୍ତା ଉପରେ ଅଳିଆ ଗଦା ଗଦା

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ତଳେ 'ଆଗକୁ ମୌସୁମୀ, ଡ୍ରେନ ସଫା ହେବ କେବେ' ବୋଲି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜଗି ଉଠିଥିଲା ପଞ୍ଚାୟତ ପ୍ରଶାସନ । ସଫା କରାଗଲା ଡ୍ରେନ, ହେଲେ ସଫା କରି ଅଳିଆ ଆବର୍ଜନାକୁ ରାସ୍ତାରେ ଛାଡ଼ି ଦିଆଯାଇଛି । ଫଳରେ ଗ୍ରାମବାସୀ ବହୁ ଅସୁବିଧାର…
Read More...

ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ କମିଟିର ବୈଠକ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଚିକିତ୍ସାଧୀକାରୀ ଡ. ତହସିଲ ସାହୁ ଉପସ୍ଥିତ ସଦସ୍ୟ ମାନଙ୍କୁ ସ୍ବାଗତ…
Read More...

ଲାଠ ପରିବାର ତରଫରୁ ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ମହିଳା ଓ ଶିଶୁ ବିକାଶ…

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଆଜି ସ୍ୱର୍ଗତ ବିକାଶ ଲାଠଙ୍କ ସ୍ମୃତିରେ ଲାଠ ପରିବାର ପକ୍ଷରୁ ପ୍ରଦତ୍ତ ତଥା ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ପରିଚାଳିତ ହେବାକୁ ଥିବା ସବୁ ପ୍ରକାର ସୁବିଧା ଥିବା ଆମ୍ବୁଲାନ୍ସ ଆଜି ଲୋକାର୍ପିତ ହୋଇଛି । ଏହାକୁ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଓ…
Read More...

ବିଷ ପିଇ ଯୁବତୀଙ୍କ ଆତ୍ମହତ୍ୟା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମରେ ଇନ୍ଦୁ ରଣା ନାମ୍ନୀ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଯୁବତୀ ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହାର କାରଣ ଅସ୍ପଷ୍ଟ ରହିଛି । ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି…
Read More...

ବଲାଙ୍ଗିର ଶ୍ରମ ବିଭାଗ ତରଫରୁ ତେଲେଙ୍ଗାନାରୁ ଉଦ୍ଧାର ହେଲେ ଏଗାର ଦାଦନ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜ଼ିଲ୍ଲାର ଦାଦନ ପ୍ରବଣ ଖପ୍ରାଖୋଲ ବ୍ଲକର ବତିଶ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟ ନାଲଗଣ୍ଡା ଜ଼ିଲ୍ଲା ଚେର୍ଲାପାଲି ଇଟାଭାଟିରେ ବନ୍ଧକ ଥିବାର ଅଭିଯୋଗ ହୋଇଥିଲା । ଇଟାଭାଟି ମାଲିକ ଶ୍ରମିକ ମାନଙ୍କ କାର୍ୟ୍ୟ ଅବଧି ଶେଷ ହୋଇଯାଇଥିଲେ ସୁଦ୍ଧା…
Read More...

କେନ୍ଦୁପତ୍ର ତୋଳାଳିଙ୍କୁ ଦାଉ ସାଧୁଛି ଆଇକେଏଲଏମ୍‌ଏସ୍

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନରେ ଏ ବର୍ଷ ପାଖାପାଖି ୪୦ ହଜାର ୨୦୦ ଜଣ ତୋଳାଳି ୧୧ କୋଟି ଟଙ୍କାର କେନ୍ଦୁପତ୍ର ତୋଳିଛନ୍ତି । କିନ୍ତୁ ଦୁଃଖର ବିଷୟ, ପତ୍ର ତୋଳିବାର ଦେଢ଼ ମାସ ବିତି ଯାଇଥିଲେ ସୁଦ୍ଧା ସେମାନେ ତାଙ୍କର ପାଉଣା ପାଇନାହାନ୍ତି । କରୋନା…
Read More...

କେନ୍‌ସରରେ ମୃତ୍ୟୁବରଣ କରିଥିବା ପୀଡ଼ିତା ପରିବାରକୁ ସରକାରୀ ସହାୟତା ରାଶି ପ୍ରଦାନ

ବେଲପଡା, (ଅଜିତ କୁମାର ସାହୁ) : ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମର ଭଗବାନ ବୁଡେକ ଗତ ୨୦୧୯ରେ କେନ୍ସରରେ ମୃତ୍ୟୁବରଣ କରିଥିଲେ । ସେ ଜଣେ ଶ୍ରମିକ, ଶ୍ରମ କାର୍ୟ୍ୟାଳୟରେ ଲେବର କାର୍ଡ଼ କରିଥିଲେ । ଶ୍ରମବିଭାଗର ଆଇନ ଅନୁଯାୟୀ ଯେଉଁ ଶ୍ରମିକମାନେ ଲେବର କାର୍ଡ଼ କରି ରେଜିଷ୍ଟେସନ…
Read More...

+୨ ପରୀକ୍ଷା ଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : +୨ ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ହେବାକୁ ନିଷ୍ପତ୍ତି ହୋଇଛି । ରେଗୁଲାର ପିଲାଙ୍କ…
Read More...

ବଲାଙ୍ଗିର ଜିଲ୍ଲାରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ଜଣେ ବି ଚିହ୍ନଟ ହୋଇ ନଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଙ୍ଗେମୁଣ୍ଡା ବ୍ଲକରେ ଜଣେ, ବେଲପଡ଼ା ବ୍ଲକରେ ଜଣେ, କଂଟାବାଂଜି ଏନ୍‌ଏସିରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୫…
Read More...