Yearly Archives

2021

ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇଲେ ଭେକ୍ସିନେଟର କାହ୍ନୁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମରେ ମାଙ୍କଡ଼ର ଜୀବନ ବଞ୍ଚିଯାଇ ଥିବା ବେଳେ ତାର ଛୁଆର ମୃତ୍ୟୁ ହୋଇଥିଲା ହେଲେ ମାନବିକତା ଦେଖାଇ ମାଙ୍କଡ଼ର ଜୀବନ ବଞ୍ଚାଇଲେ ଭେକ୍ସିନେଟର କାହ୍ନୁ ଚରଣ ମିଶ୍ର । ତେବେ ଏଭଳି…
Read More...

ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ବିୟୋଗରେ ନାଗରିକ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ପାଠାଗାରଠାରେ ଯୁବନେତା ବିଧୂ ଭୂଷଣ ତ୍ରିପାଠୀଙ୍କ ଆହୂତ ସ୍ୱର୍ଗତ ନିତ୍ୟାନନ୍ଦ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ନାଗରିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ସହରର ବିଭିନ୍ନ ଅନୁଷ୍ଠାନ ତଥା ସାମାଜିକ ସଂଗଠନର…
Read More...

ହାଇ ଲେଭେଲ୍‌ ଟିମ୍‌ ଆଗମନ ପୂର୍ବରୁ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ରିଭିଜନ୍‌ କରାଇଲେ, ଜିଲ୍ଲାର ବିକାଶ ପାଇଁ…

ଜିଲ୍ଲାରେ ବିକାଶ ପଥରେ କରୋନା ଏକ ବାହାନା ନ ହେଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁଧବାର ଦିନ ସକାଳୁ ରାଜ୍ୟ ସରକାରଙ୍କ ଏକ ହାଇ ଲେଭେଲ୍‌ ଟିମ୍‌ ବଲାଙ୍ଗିର ଗସ୍ତରେ ଆସିବା ନେଇ ସୂଚନା ରହିଛି । ସେମାନଙ୍କ ଆଗମନ ପୂର୍ବରୁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ…
Read More...

ବଲାଙ୍ଗିର ସିଭିଲକୋର୍ଟ ପ୍ରୋସେସ୍‌ ସର୍ଭର୍‌ ଗୋକୁଳାନନ୍ଦ ପାଣିଗ୍ରାହୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସିଭିଲକୋର୍ଟ ପରିସରରେ ବଲାଙ୍ଗିର ସିଭିଲକୋର୍ଟର ପ୍ରୋସେସ୍‌ ସର୍ଭର ଗୋକୁଳାନନ୍ଦ ପାଣିଗ୍ରାହୀଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବାରୁ ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଏକ…
Read More...

ସଂସ୍କୃତ ଭାରତୀ ବଲାଙ୍ଗିର ଦ୍ୱାରା ସଂସ୍କୃତ ବ୍ୟାକରଣ ବର୍ଗର ସମାରୋହ ଆୟୋଜିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତର ପ୍ରଚାର ପ୍ରସାର କରି ନିତ୍ୟ ଜୀବନରେ ବ୍ୟବହାର ପାଇଁ ସଂସ୍କୃତ ଭାରତୀ, ବଲାଙ୍ଗିର ଦ୍ୱାରା ବ୍ୟାକରଣ ବର୍ଗର ଉଦ୍‌ଯାପନ ଅନ୍‌ଲାଇନ ଗୁଗୁଲ ମିଟ୍‌ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓକିଲ ମହେନ୍ଦ୍ର କୁମାର ଅଗ୍ରୱାଲ…
Read More...

ଧର୍ମପରାୟଣା ମହିଳାଙ୍କ ଅକାଳ ବିୟୋଗ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଗୁଡଖାପଲା ଗ୍ରାମର ଧର୍ମପରାୟଣା ମହିଳା ହେମାଙ୍ଗିନୀ ଦାଶ(୪୮)ଙ୍କ ଗତକାଲି ମଧ୍ୟାହ୍ନ ୧୨ଟା ସମୟରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ତାଙ୍କ ଗାଁ ମଶାଣିରେ ଅନ୍ତିମ ସତ୍‌କାର କରାଯାଇଛି । ତାଙ୍କର ଜ୍ୟେଷ୍ଠ ପୁତ୍ର ଦୁର୍ଲ୍ଲଭ ଚରଣ…
Read More...

ଲେବରୋଟୋରି ଟେକ୍ନିସିଆନମାନଙ୍କ ୧୦ ଦଫା ଦାବୀ ନେଇ କଳା ବ୍ୟାଜ ପରିଧାନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ସମସ୍ତ ଲେବରୋଟୋରି ଟେକ୍ନିସିଆନମାନଙ୍କ ୧୦ ଦଫା ଦାବୀ ନେଇ ଅଗଷ୍ଟ ୧ରୁ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଲେବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲ୍‌ରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ…
Read More...

ଜଳଛତ୍ରରେ ଅଢେଇ ମାସ ତୃଷାର୍ତ୍ତଙ୍କ ତୃଷା ମେଣ୍ଟାଇ ପାଉଣା ପାଇଁ ହେଲେ ହଟହଟା

ବରଗଡ଼, (ନିରୋଜ କୁମାର ପାଣୀ) : ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାସମାସ କାମକରି ମଧ୍ୟ ପାଉଣା ନପାଇ ଶେଷରେ ନିରାଶ ହୋଇ ଶ୍ରମିକ ମାନେ ନିଜ ଘରକୁ ଫେରିଥାନ୍ତି, ମାତ୍ର ସେହି ଶ୍ରମିକ ନିଜ ମାଟିରେ ନିଜ ଲୋକଙ୍କ ଦ୍ଵାରା ଯଦି ଏପରି ଶୋଷିତ ହୁଏ ତେବେ ତା'ଠାରୁ ଆଉ ଦୁର୍ଭାଗ୍ୟ ବା କଣ…
Read More...

ଶୁଣିଲାନି ପ୍ରଶାସନ ରାସ୍ତା ନିର୍ମାଣ କଲେ ସ୍ୱେଚ୍ଛାସେବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟର ପ୍ରତ୍ୟେକ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଲୋକଙ୍କ ପଇସାରେ ଖୋଲାଯାଇଛି । ଏହା ଶୁଣିବାକୁ ବେଶ୍‌ ଶ୍ରୁତିମଧୁର ଲାଗେ, କିନ୍ତୁ ଆମେ ସବୁବେଳେ ଦେଖେଇବାକୁ ଚାହୁଁ ବାସ୍ତବିକ ସତକଥା । ଏହି ଘଟଣା ଖୋଲିଦେବ ସରକାରୀ କର୍ମଚାରୀଙ୍କ ଅସଲ ମୁଖା ।…
Read More...

ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଜିଲ୍ଲା ଆୟୋଜନ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ବିଶ୍ୱ ମୂଳ ନିବାସୀ ଆଦିବାସୀ ଦିବସକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା : ଆଦିବାସୀ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଛୁଟି ମଞ୍ଜୁର ପ୍ରଦାନ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ବିଶ୍ଵ ମୂଳ ନିବାସୀ ଆଦିବାସୀ ଦିବସକୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିବାକୁ ଅଖିଳ ଭାରତୀୟ…
Read More...