ତାଲପାଲି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୃହ ଓ ପାଠାଗାର ଉନ୍ମୋଚନ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ତାଲପାଲି ଗ୍ରାମ ପଞ୍ଚାୟତ ପରିସରରେ ନବ ନିର୍ମିତ ନିର୍ବାହୀ ଅଧିକାରୀ କୋଠା ଓ ପାଠାଗାର ଗାଇସିଲାଟ ବ୍ଲକ ବିଡିଓ ନିରଂଜନ ସା'ଙ୍କ କର କମଳରେ ଉଦଘାଟିତ ହୋଇ ଯାଇଛି । ଏହି ଅବସରରେ ତାଲପାଲି ସରପଞ୍ଚ ସୁଶାନ୍ତ!-->…
Read More...
Read More...