Yearly Archives

2021

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ପ୍ରସ୍ତାବ କ୍ରମେ ପିଏମ୍‌ କେଆର୍‌ସ ଫଣ୍ଡ ଷ୍ଟେଟ ସିଏସ୍‌ଆର୍‌ ତରଫରୁ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ପରିସରରେ ଏକ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି । ପଦ୍ମପୁର ସାଂସଦ ପ୍ରତିନିଧି ଚିନ୍ମୟ…
Read More...

କଚ୍ଚାଘର ବଦଳରେ ପକ୍କାଘରବାଲାଙ୍କୁ ମିଳୁଛି ଆବାସ ଯୋଜନା : ତଦନ୍ତ ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବାଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ଗରିବ ଜନସାଧାରଣଙ୍କ ପାଇଁ ଆବାସ ଯୋଜନାରେ ଘର ଯୋଗଇ ଦେଉଛନ୍ତି । କିନ୍ତୁ ବଡାବଡିଆ ଓ କର୍ତ୍ତୃପକ୍ଷଙ୍କ ପ୍ରିୟା ପ୍ରୀତି ଯୋଗୁଁ ଗରିବଙ୍କ ବଦଳରେ ପକ୍କା ଘର ବାଲଙ୍କୁ ଆବାସ ଯୋଜନା ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଲୋଇସିଂହା ବ୍ଲକ ହୀରାପୁର…
Read More...

ବେଆଇନ କାର୍ଯ୍ୟ ଉପରେ ଖବର ପ୍ରସାରଣ ପରେ ରେଂଜର୍‌ଙ୍କ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା, ଗୁଳି କରିବାକୁ ଧମକ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଥିବା ଗନ୍ଧମାର୍ଦ୍ଦନ ଜଙ୍ଗଲ ଭିତରେ ବନବିଭାଗର ବେଆଇନ କାର୍ୟ୍ୟକଳାପ ଦେଖିବାକୁ ମିଳିଛି । ଜଙ୍ଗଲ ରାସ୍ତା ନିର୍ମାଣରେ ଫରେଷ୍ଟର ଏବଂ ରେଂଜର ନିଜ ଇଚ୍ଛା ମୁତାବକ ରାସ୍ତା ନିର୍ମାଣ କରିଛନ୍ତି ।…
Read More...

କେନାଲ କାମର ଅନୁଧ୍ୟାନ କଲେ ବିଧାୟକ ସରୋଜ ମେହେର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବାଗଦୋର ପଞ୍ଚାୟତର ଗଙ୍ଗାଧାର ପ୍ରକଳ୍ପର ଚାଷୀଙ୍କ ଅଭିଯୋଗ ହୋଇଥିବା କେନାଲ କାମର ମହାଦୁର୍ନୀତିର ଖବର ପାଇବା ପରେ କାମ ହୋଇଥିବା ଜାଗାକୁ ଯାଇ କାମର ଅନୁଧ୍ୟାନ କରିବା ସହ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ସମସ୍ତ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ଆକ୍ରନ୍ତଙ୍କର ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ୧୦୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩ ଜଣ,…
Read More...

ନୂଆ ଡାକ୍ତର ନିଯୁକ୍ତି ଓ ଡେପୁଟେସନ ନିଯୁକ୍ତିକୁ ବାତିଲ କରିବା ଦାବୀରେ ଜନମଞ୍ଚ ପକ୍ଷରୁ ପାଟଣାଗଡ଼ ଡ଼ାକ୍ତରଖାନା…

୫୦ ହଜାର ଲୋକେ ଚିକିତ୍ସା ପାଇଁ ନିର୍ଭର କରୁଥିବା ଡ଼ାକ୍ତରଖାନା ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ଗତକାଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ୟ ଡାକ୍ତରଖାନାଠାରେ ଦିନିକିଆ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ଜନମଞ୍ଚ ସିଭିଲ ସୋସାଇଟି…
Read More...

ଜନନେତା ଅରୁଣ ଦେ’ଙ୍କ ବିୟୋଗରେ ଏଏସ୍‌ଏମ୍‌ଏନ୍‌ଆଇ ସଭାପତିଙ୍କ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବିଶିଷ୍ଟ ଜନନେତା, ପୂର୍ବତନ ବିଧାୟକ, ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ପରାମର୍ଶଦାତା ଅରୁଣ ଦେ’ଙ୍କ ବିୟୋଗରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ବିୟୋଗରେ…
Read More...

ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଂଜାମ ମହାବିଦ୍ୟାଳୟକୁ ସଫଳତା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ବର୍ଷ ବିନା ପରୀକ୍ଷାରେ ଓ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ +୨ଫଳାଫଳ ଅନୁଯାୟୀ ଗଂଜାମ ମହାବିଦ୍ୟାଳୟକୁ ୯୨.୦୨% ସଫଳତା ମିଳିଛି । ମହାବିଦ୍ୟାଳର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ…
Read More...

ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ : ଗଞ୍ଜାମ ବ୍ଲକ ଟପ୍ପର ଓ ଜିଲ୍ଲାରେ ଚତୁର୍ଥ ନମ୍ବରରେ ଶତାବ୍ଦୀ ପ୍ରିୟଦର୍ଶିନୀ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୀଳକଣ୍ଠ ନଗର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସ୍କୁଲରେ ପଢ଼ୁଥିବା ଗଞ୍ଜାମ ବ୍ଲକ ପୋଇରାସି ପଂଚାୟତ ବି କାଇଁଚପୁର ଗ୍ରାମର ମାନସ ବେହେରାଙ୍କ ଝିଅ ଶତାବ୍ଦୀ ପ୍ରିୟଦର୍ଶିନୀ ବେହେରା ଜିଲ୍ଲାରେ…
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମର୍ଦ୍ଧନା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ହୂମ୍ମା ସାଧନ କେନ୍ଦ୍ରର ବଳଦିଆଡିହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ବେହେରା ଚାକିରିରୁ ଅବସର ନେଇଥିବା ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ ପୂର୍ବକ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।…
Read More...