Yearly Archives

2021

ସୋନପୁର ବ୍ଲକକୁ ରାଜ୍ୟସ୍ତରୀୟ ସ୍ଵାସ୍ଥ୍ୟ ଟିମର ପରିଦର୍ଶନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଚାଲିଥିବା ତ୍ରିମାସିକ ସମନ୍ଵିତ ସ୍ଵାସ୍ଥ୍ୟ ଅଭିଯାନର ମନିଟରିଙ୍ଗ ପାଇଁ ଏକ ରାଜ୍ୟସ୍ତରୀୟ ମନିଟରିଙ୍ଗ ଦଳ ସୋନପୁରରେ ପହଞ୍ଚିଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ସ୍ଵାସ୍ଥ୍ୟସେବା (ଟିବି) ଡାକ୍ତର ପ୍ରଶାନ୍ତ କୁମାର ଦାଶ ଏବଂ ରାଜ୍ୟ ଟ୍ରେନିଂ କୋର୍ଡିନେଟର…
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ ତମ ସ୍ଥାପନା ଦିବସ ଅଗଷ୍ଟ ଆସନ୍ତା ୧୯ ତାରିଖରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ ତମ ସ୍ଥାପନା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ଭାଗବତ ତତ୍ତ୍ୱ ଆଶ୍ରମ, ନୃସିଂହନାଥ ଠାରେ ଅନୁଷ୍ଠିତ ହେବ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲ୍ଲୀପ କୁମାର ବେହେରା ଓ ସଂପାଦକ ଦୁର୍ଯ୍ୟୋଧନ…
Read More...

୧୧୦ରୁ ଅଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ପାଟଣାଗଡ଼ ବ୍ଲକର ଡାଙ୍ଗବାହାଲ ପଞ୍ଚାୟତର ୧୧୦ ଜଣରୁ ଅଧିକ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଥିବା ସୂଚନା…
Read More...

ଲୋକ ଉନ୍ନତି ସଂଗଠନ ପକ୍ଷରୁ ମୋ ଚାଟଶାଳୀ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ସିଂହାମୁଣ୍ଡା ଗାଁରେ ଲୋକ ଉନ୍ନତି ସଂଗଠନ ଦେଓଗାଁ ବ୍ଲକ ପକ୍ଷରୁ ମିଶନ ଚାଟଶାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବିଇଓ ସଂକୀର୍ତ୍ତନ ବାଗ, ସମ୍ମାନିତ ଅତିଥି ଭାବେ ୧୨ନଂ ଜଣ ଜିଲ୍ଲା…
Read More...

ଲୋଇସିଂହାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ : ୧୦୧ ୟୁନିଟ ରକ୍ତ ସଂଗ୍ରହ

ଲୋଇସିଂହା, (କେପିଏନ୍‌ଏସ୍‌) : ବିଜେଡି ଛାତ୍ର ଜନତା ଦଳ ସୌଜନ୍ୟରୁ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ଜନ୍ମ ଦିବସ ଅବସରରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଲୋଇସିଂହା ଅଗ୍ରସେନ ଭବନ ଠାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୧୦୧ ୟୁନିଟ ରକ୍ତ…
Read More...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ୨୬ ତମ ପବିତ୍ର ଶ୍ରାଦ୍ଧ ଦିବସ ପଞ୍ଚବଟୀ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳୁ ବରଗଡ଼ ସହର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ…
Read More...

ଡାଲାଅଟୋ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ଦିବା ୧୧ଟା ବେଳେ ସୁବର୍ଣ୍ଣପୁର-ବଲାଙ୍ଗଏର ରାସ୍ତା ଜୟ ଯବାନ ପେଟ୍ରୋଲ ପମ୍ପ ନିକଟ ବାଇଗନଜୁରୀ ମୁହାଁଣୀ ରାସ୍ତାରେ ଏକ ଲୁହା ଛଡ ବୋଝେଇ ଡାଲା ଅଟୋ ଓଲଟି ଯିବାରୁ ଗାଡି ପଛ ପଟେ ବସିଥିବା ଜଣେ ଯୁବକ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ଖବର ପାଇ…
Read More...

ବଲାଙ୍ଗିର ବ୍ଲକ ଲୋକ ଉନ୍ନତି ସଙ୍ଗଠନ : ମିଶନ ଚାଟଶାଳୀ ୫ ଲକ୍ଷ ଶିଶୁ ଏବଂ ୨୫୦୦୦ ଶିକ୍ଷାସାଥୀଙ୍କୁ ନେଇ ଆରମ୍ଭ ହେବ…

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : କାେଭିଡ ମହାମାରୀ ଯାେଗୁଁ ଦେଶ ତଥା ସାରା ଓଡିଶା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ମାନେ ପାଠ ପଢିବାର ସୁଯୋଗ ପାଇ ନପାରି ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆତ୍ମଶକ୍ତି…
Read More...

ଧର୍ମଗଡ ପୋଲିସକୁ ସଫଳତା : ଚାରି ଲୁଟେରା ଗିରଫ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ ପୋଲିସକୁ ସଫଳତା ମିଳିଛି । ବିଭିନ୍ନ ସମୟରେ ଲୋକଙ୍କଠାରୁ ଓ ଗାଡ଼ିରୁ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ୪ ଲୁଟେରାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ଏବଂ ଲୁଟେରାଙ୍କ ଠାରୁ ମିଳିଥିବା ଟଙ୍କାକୁ ଅଭିଯୋଗକାରୀଙ୍କୁ ଫେରାଇବାରେ…
Read More...

ବ୍ଳକକୁ ଆସୁଥିବା ସରକାରୀ ଅନୁଦାନର କେସ୍‌ ରେକର୍ଡ ତୁରନ୍ତ ଖେଲାନ ଗଲେ ୨୪ରୁ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକକୁ ଆସୁଥିବା ସରକାରୀ ଅନୁଦାନର କେସ୍‌ ରେକର୍ଡ ତୁରନ୍ତ ଖେଲା ନଗଲେ ଆସନ୍ତା ୨୪ ତାରିଖରୁ ବ୍ଳକ କାର୍ଯ୍ୟାଳୟ ଆଗରେ ପଞ୍ଚାୟତ ସମିତିର ସମସ୍ତ ସଭ୍ୟସଭ୍ୟା ଧାରଣରେ ବସିବା ନେଇ ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ଉପାଧ୍ୟକ୍ଷ…
Read More...