Yearly Archives

2021

ଗୁରୁତର ଅଭିଯୋଗ : ପାଇପ ଲାଇନ କାମରେ ଠିକାଦାରଙ୍କ ଅବହେଳା ଯୋଗୁଁ ଦବିଗଲା ଟ୍ରକ ଚକା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅନ୍ତର୍ଗତ ଘୁନସର ଗ୍ରାମର ପିଇବା ପାଣି ଯୋଗାଣ ଆଳରେ ଠିକାଦାର ସବୁ ଗାଁର ରସ୍ତେ ଖୋଲି ଦେଇ ଯେମିତି ସେମିତି ପାଇପ୍ ପୋତି ଅଧାପନ୍ତରିଆ ଭାବରେ କାମ କରି ଦେଇ ଅଭିଯୋଗ ହେଉଛି ସହ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ…
Read More...

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଞ୍ଚାୟତର ଭୂମିକା କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମଦନପୁର ଓ ମାନେକେରା ଗ୍ରାମ ପଞ୍ଚାୟତର ୨୦ ଜଣ ୱାର୍ଡ ମେମ୍ବର ଓ ଅଙ୍ଗନୱାଡ଼ି କର୍ମୀମାନଙ୍କ ୩ ଦିନିଆ ତାଲିମ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ପୁଷ୍ପେନ୍ଦ୍ର ସିଂହଦେଓ,…
Read More...

ବଲାଙ୍ଗିର ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଟାଟା ପାୱାରର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଶ୍ଚମାଂଚଳ ବିଜୁଳି ଶ୍ରମିକ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କ ସମସ୍ୟା ମଧ୍ୟରେ…
Read More...

୭ ଦଫା ଦାବୀ ପୂରଣ ନେଇ ମୁଖ୍ୟ ଚିକିତ୍ସାଧୀକାରୀଙ୍କ ସହ ନଗର ଚିକିତ୍ସାଳୟ କମଚାରୀ ସଂଘର ଆଲୋଚନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ (ସିଡିଏମଓ) ଡ଼ା. ଉମାଶଙ୍କର ମିଶ୍ରଙ୍କ ସହିତ ନଗର ଚିକିତ୍ସାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି କର୍ମଚାରୀଙ୍କ…
Read More...

ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ୱାରା ଶିବ ମନ୍ଦିର ଭୂମି ପୂଜନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ୱାରା ଶିବ ମନ୍ଦିର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଗତକାଲି ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗ୍ରାମର ବାରପୁଟା ପାହାଡ଼ ଠାରେ ଶିବ ମନ୍ଦିର ଭୂମି ପୂଜନ ଅନୁଷ୍ଠିତ ହୋଇଥିଲା ।…
Read More...

ଫୁଲମୁଣ୍ଡାରେ ପ୍ରେସ୍ କନଫରେନ୍ସ ଓ ମିଶନ ଚାଟଶାଳୀ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା ମହାମାରୀ ବିପତ୍ତି ସମୟରେ ଦେଶ ସାରା ତଥା ଓଡ଼ିଶା ରାଜ୍ୟ ସାରା ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିବା ଯୋଗୁଁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ଖଟିଖିଆ, ଦଳିତ ପରିବାର ଛାତ୍ର ଛାତ୍ରୀ ମାନେ କିପରି ଶିକ୍ଷା ଲାଭ କରିପାରିବେ ଏହାକୁ…
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ଜଣେ, ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରା.ପ.ରୁ ଜଣେ ଏବଂ ସଇଁନ୍ତଲା ବ୍ଲକ ବଡମାଲ ଗ୍ରା.ପ.ରୁ ୨ ଜଣ କରୋନା…
Read More...

‘ମିସ୍ ଇଣ୍ଡିଆ ସାଇନ୍‌ ଅଫ୍‌ ସ୍କାଏ’ରେ ଗଞ୍ଜାମର ଗୌରବ ଆଣିଛନ୍ତି ଗୁଞ୍ଜନ ପ୍ରିୟଦର୍ଶିନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମସ୍ ଇଣ୍ଡିଆ ସାଇନ୍‌ ଅଫ୍‌ ସ୍କାଏ’ରେ ଗଞ୍ଜାମର ଗୌରବ ଆଣିଛନ୍ତି ଗୁଞ୍ଜନ ପ୍ରିୟଦର୍ଶିନୀ । ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍‌ ହୋଇ ସୁଶ୍ରୀ ଗୁଞ୍ଜନ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଏଭଳି…
Read More...

କେଶରୀୟା ହିନ୍ଦୁ ବାହିନୀ ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲାରେ ରୋହିଙ୍ଗିଆ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ବିରୋଧରେ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲାର ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏବଂ…
Read More...

ଆସନ୍ତା କାଲି ଜିଲ୍ଲାରେ ୧୮ରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ୪୬ଟି କେନ୍ଦ୍ରରେ ଟୀକାକରଣ

ଦ୍ଵିତୀୟ ଡୋଜ଼ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୧୮/୦୮/୨୧ ରିଖ ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟିର…
Read More...