Yearly Archives

2021

ବନାରସ-ଲାଚୁଟ ଗାଁରେ ପାଣି ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା ପରିଷଦ ସଭ୍ୟା ସରୋଜିନୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରତ୍ୟେକ ଲୋକଙ୍କ ଘରେ ଘରେ ଜଳ ଯୋଗାଣ କରାଯାଉ ଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଲାଚୁଟ-ବନାରସ…
Read More...

ପେନ୍‌ସନ୍‌ ଭୋଗୀ କଳାକାରଙ୍କ ଜୋନ୍‌ ସ୍ତରୀୟ ବୈଠକ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ଓ ମ.ରାମପୁର ବ୍ଲକ ସୀମାରେ ଥିବା ଶାନ୍ତିବନଠାରେ ନର୍ଲା ମ.ରାମପୁର, କର୍ଲମୁଣ୍ଡା ବ୍ଲକର ପେନ୍‌ସନ୍‌ ଭୋଗୀ କଳାକାରମାନଙ୍କୁ ନେଇ ଜୋନ୍‌ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି ପେନ୍‌ସନ୍‌…
Read More...

ସର୍ଗିଜୁରୀଠାରେ ବିଜେପିର ଅଟଳ ବିହାରୀଙ୍କ ତିରୋଧାନ ଦିବସ ପାଳିତ : ବିଜେଡି ସମିତି ସଭ୍ୟଙ୍କ ସମେତ ଶତାଧିକ ଯୁବକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମଠାରେ ଭାରତୀୟ ଜନତାପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ନେତୃତ୍ୱରେ ଓ ଜିଲ୍ଲା ଉପସଭାପତି…
Read More...

ଗଞ୍ଜାମ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ପିତୃ ବିୟୋଗ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼. ରଙ୍ଗନାଥ କାନୁନଗୋଙ୍କ ପିତୃ ବିୟୋଗ ଘଟିଥିବା ଜଣାପଡିଛି । ଅଧ୍ୟକ୍ଷଙ୍କ ପିତା ଆଇନଜୀବୀ ସ୍ୱର୍ଗତ ରବିନ୍ଦ୍ର ନାଥ କାନୁନଗୋ(୯୦)ଙ୍କ ଭୁବନେଶ୍ୱର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ୧୯୮୯ ମସିହା…
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଭିଜିଲାନ୍ସ ଜାଲରେ ପଡ଼ିଲେ ଫରେଷ୍ଟର ସୁଶାନ୍ତ ଦାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ପଦ୍ମପୁର ମାଷ୍ଟର କଲୋନୀ ସ୍ଥିତ ଘର ଓ ଝାରବନ୍ଧ ଅଫିସରେ ଏକକାଳୀନ ଭିଜିଲାନ୍ସର ଦୁଇଟି ଟିମ୍‌ ଚଢାଉ କରିଛି । ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ଦାଶରଥି…
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକାରୀ କମିଟି ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସଭାପତି ଆନଂଦ ଚଂଦ୍ର ସାହୁଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ଅବଧି ପାଇଁ ସଂଘର ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।…
Read More...

ପାଣି ସମସ୍ୟାକୁ ନେଇ ମହିଳାଙ୍କ ରାସ୍ତା ରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଣି ସମସ୍ୟାକୁ ନେଇ ପଦ୍ମପୁର ପଟଣାଗଡ଼ ମୁଖ୍ୟ ରାସ୍ତା ରୋକିଲେ ମହିଳା । ସୂଚନା ଅନୁସାରେ ପଦ୍ମପୁର ସହରରେ ବାରମ୍ବାର ବିଭିନ୍ନ ଅଞ୍ଚଳରେ ସମୟ ସମୟରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏହାର…
Read More...

ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ : ଓଡ଼ିଶାରେ ଆଜିଠୁ ଦୁଇ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲଘୁଚାପର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ । ଯାହା ଫଳରେ ଓଡ଼ିଶାରେ ଆଜିଠୁ ଦୁଇ ଦିନପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହି ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଦକ୍ଷିଣ ଓଡିଶା…
Read More...

ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ସରକାରୀ ସହାୟତା ପାଇଲେ ଦୁଇ ଅନାଥ ଝିଅ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସାଗରୀକା ନାମ୍ନୀ ଜଣେ ମା ବାପା ଛେଉଣ୍ଡ ନାବାଳିକା ଝିଅ ସାଗରୀକା ତେଲେଙ୍ଗାନା ଇଟା ଭାଟିରେ ବନ୍ଧକ ରହିବା ଘଟଣାକୁ ଜାତୀୟ ମାନବାଧିକାର କମିଶନ ଉଭୟ ଓଡିଶା ରାଜ୍ୟ ଓ ତେଲେଙ୍ଗାନା ରାଜ୍ୟର ସମ୍ପୃକ୍ତ ଜିଲ୍ଲାପାଳ ଦୟଙ୍କୁ ସବିଶେଷ…
Read More...

ଉଭୟ ମହିଳା ଓ ପୁରୁଷ ହକି ଦଳ ଆଜି ଭୁବନେଶ୍ୱରରେ ପହଁଚିବେ

ଭୁବନେଶ୍ୱର : ଆଜି ଅପରାହ୍ନ ୧୧ଟା୧୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ ଟୋକିଓ ଅଲମ୍ପିକ୍ସରେ ଖେଳିଥିବା ଉଭୟ ମହିଳା ଓ ପୁରୁଷ ହକି ଦଳ । ବିମାନ ବନ୍ଦରରେ ସମସ୍ତଙ୍କୁ ଓଡିଶା ସରକରାଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବ । ତେବେ କୋଭିଡ କଟକଣା ଯୋଗୁଁ ସମସ୍ତଙ୍କର ଆରଟିପିସିଆର…
Read More...