Yearly Archives

2021

ଟୋକିଓ ଅଲିମ୍ପିକ୍ସ ଭାରତୀୟ ହକି ଖେଳାଳିଙ୍କ କାନ୍ଧରେ ପଡ଼ିଲା ସମ୍ବଲପୁରୀ ଉତ୍ତରୀୟ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବୟନଶିଳ୍ପ ଓ ହସ୍ତତନ୍ତରେ ବିଶ୍ୱ ଦରବାରରେ ସମ୍ବଲପୁରୀ ବସ୍ତ୍ରାଳୟର ସ୍ୱତନ୍ତ୍ର ପରିଚୟ ରହିଛି । ଏଠାକାର ବୟନକଳା ବିଶ୍ୱ ଦରବାରରେ ପ୍ରସିଦ୍ଧ । ସମ୍ବଲପୁରୀ ବାନ୍ଧକଳା ଦେଶ ବିଦେଶରେ ପରିଚିତ । ବିଭିନ୍ନ ସରକାରୀ ଉତ୍ସବ ହେଉ କିମ୍ବା ରାଜ୍ୟକୁ କୌଣସି…
Read More...

ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

ଯାଜପୁର : ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଳିକ । ତାଙ୍କ କାର୍‌କୁ ଏକ ଟ୍ରକ୍କ ଧକ୍କା ଦେବା ଫଳରେ କାର୍‌ଟି ଡିଭାଇଡର ଉପରେ ଚଢ଼ିଯାଇ ଚୁର୍‌ମାର୍‌ ହୋଇଯାଇଛି । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା ଜାରକା ପାଖରେ ଘଟିଥିବା…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୯୫୩୬କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୧୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ…
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଶପଥ ସେବା ସଂସ୍ଥା ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ଦିବସକୁ ମନେରଖିବା ଅବସରରେ ରେମଣ୍ଡା ସେବା ଶପଥ ସଂସ୍ଥା ଓ ଓଡ଼ିଶା ମୋ ପରିବାରର ଜୀବନ ବିନ୍ଦୁର ମିଳିତ…
Read More...

ଜିଲ୍ଳପାଳଙ୍କ ଗୁଦେରପାଲି ହାଇସ୍କୁଲ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ମଙ୍ଗଳବାର ଅଚାନକ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ, ସମାଜସେବୀ କିଶୋର ଚନ୍ଦ୍ର…
Read More...

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଦରାଭଟା ଜଳମହାଦେବ ପୀଠ

ରାଜ୍ୟ ପର୍ଯ୍ୟଟନ ବିଭାଗର ସାମାନ୍ୟତମ ଦୃଷ୍ଟିକୁ ଆସିଲେ ଗୌରବଶାଳୀ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ । ପର୍ବତର ପଶ୍ଚିମ ଦିଗର…
Read More...

ସଂଗ୍ରାମ ସ୍ପୋର୍ଟସ କ୍ଲବର ଆଧୁନିକ ଜିମ୍ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ଓ ବ୍ୟାୟାମର ଆବଶ୍ୟକତା ରହିଛି । ରୋଗମୁକ୍ତ ରହିବା ନିମନ୍ତେ ସମସ୍ତେ ସୁଷମ ଖାଦ୍ୟପେୟ ସାଂଗକୁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ । ବ୍ୟାୟାମ କରିବା ଦ୍ୱାରା କେବଳ ସୁନ୍ଦର ସ୍ୱାସ୍ଥ୍ୟ ଗଢି ହୁଏ ତାହା ନୁହେଁ ବରଂ ଏହା…
Read More...

ଆର୍‌ବି ହାଇ ସ୍କୁଲ ପ୍ଲାଟିନମ୍ ଜୁବିଲି ସ୍ମରଣିକା ନିମିତ୍ତ ଲେଖା ଆବଶ୍ୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ଡିସେମ୍ବର ଶେଷ ସୁଦ୍ଧା ପାଳିତ ହେବ ବୋଲି ସ୍ଥିର ହୋଇଛି । ଏ ଉପଲକ୍ଷେ ଏକ ଭବ୍ୟ ଓ ତଥ୍ୟାତ୍ମକ ସ୍ମରଣିକା ପ୍ରକାଶିତ ହେବ । ବୋଡ଼ା ସମ୍ବରର କଳା, ସାହିତ୍ୟ, ସଂସ୍କୃତି, ଇତିହାସ, ଶିକ୍ଷା…
Read More...

ମିଶନ ଚାଟଶାଳୀର ଶୁଭ ଉଦ୍‌ଘାଟନ

ଆଦିମ ଅଧିବାସୀ ଏକତା ମଞ୍ଚର ସାମ୍ବାଦିକ ସମ୍ମିଳନୀ ବୌଦ୍ଧ, (ବଂଶୀଧର ମାଝୀ) : ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ପକ୍ଷରୁ ମିଶନ ଚାଟଶାଳୀର ଶୁଭ ଉଦଘାଟନ ହୋଇଯାଇଛି । ଏହି ଅବସରରେ କଣ୍ଟାମାଳ ବ୍ଲକ ସାମ୍ବାଦିକ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସୂଚନା ପ୍ରଦାନ…
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ଋଣମେଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ବ୍ଲକ ସ୍ତରୀୟ ମେଗା ସମନ୍ୱୟ ଋଣମେଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୪୧୨ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ୯ ଗୋଟି ବ୍ୟାଙ୍କ ଖାତା ମାଧ୍ୟମରେ ୧୦ କୋଟି ୧୭ ଲକ୍ଷ…
Read More...