Yearly Archives

2021

ମାଟିଲଗ୍ନା ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକରକେନ୍ ସ୍ଥିତ ବାନପ୍ରସ୍ତ ମାତୃଛାୟା ଆଶ୍ରମରେ ମା' ମାଟିଲଗ୍ନାଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଭାପତି କିଶୋର ପ୍ରଧାନ ମୁଖ୍ୟ ଅତିଥି…
Read More...

ଆଦିବାସୀ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ : ୩୩ ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଆମ ଓଡିଶା, ଯୁବ ରେଡକ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରଥମେ ଅଧ୍ୟାପକ…
Read More...

ଜଣେ ଅଦ୍ଵିତୀୟ ଛାତ୍ରନେତା ରାକେଶ ହାତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ଏହି ଉକ୍ତିଟିକୁ ନିଃସ୍ଵାର୍ଥପର ସେବା କରି ମାନବିକ ମୂଲ୍ୟବୋଧର ଅସଲ ପରିଚୟ ବହନ କରି ନିଜ ପାଇଁ ନୁହେଁ ସମାଜ ପାଇଁ କିଛି କରିଛନ୍ତି ରାକେଶ କୁମାର ହାତୀ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଭେଡେନ…
Read More...

ସାଗରକନ୍ୟା ଯୁବକ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡମପେଟା ଓ ଡିଆର୍‌ପି କଲୋନୀରେ ସାଗରକନ୍ୟା ଯୁବକ ସଂଘ ପକ୍ଷରୁ ଏମ୍‌ପିଟି ଟ୍ୟୁଟରିଆଲ୍‌ ସହଯୋଗରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
Read More...

ପୁରୀ ଏସ୍‌ପିଙ୍କ ପିପିଲି ଥାନା ପରିଦର୍ଶନ

ପୁରୀ : ଆଜି ପୁରୀ ଜିଲ୍ଲା ଏସ୍‌ପି ଡ. କେ. ବିଶାଲ ସିଂ, ଆଇପିଏସ୍‌ ପିପିଲି ଥାନା ପରିଦର୍ଶନ କରି ଥାନାର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ପିପିଲି ଏସ୍‌ଡି୍‌ପିଓ ଦେବଦତ୍ତ ବରାଳ, ପିପିଲି,…
Read More...

ଏଚ୍‌ଆଇଭି, ଟିବି ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନିଷ କୁମାର ସାହୁ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡ୍‌ସ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷ ବଲାଙ୍ଗିର ଆନୁକୁଲ୍ୟରେ ଜରାସିଂହା ଊଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ୍‌ ରବିନ କ୍ଳବ ଦ୍ୱାରା ନିଉ ଇଣ୍ଡିଆ ଏଟ୍‌ ୭୫ର ଏଚ୍‌ଆଇଭି, ଟିବି ଓ ରକ୍ତଦାନ ସଚେତନତା ଅଭିଯାନ…
Read More...

ମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେଲେ ରକ୍ତଦାତା ମିଲନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା କାଳରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ନିରୀହ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଅଞ୍ଚଳର ରକ୍ତଦାତା ମିଲନ କୁମାର ବାରିକ ୩୨ ଥର ରକ୍ତ ଦାନ କରିବା ସହ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇ ସବୁ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୮୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୧୫ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧ଜଣ, କେନ୍ଦ୍ରାପଡ଼ା…
Read More...

ଭିଜିଲାନ୍ସ ଜାଲରେ ପଡିଲେ ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ

ପୁରୀ : ଭିଜିଲାନ୍ସ ଜାଲରେ ପଡିଛନ୍ତି ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିବା…
Read More...

ଉତେଇ କେନାଲରୁ ଚାଷୀଙ୍କ ଭରସା ତୁଟୁଛି : ଶୀତଳ ଭଣ୍ଡାରରେ ପଡିରହିଛି ଉତେଇ-ରାହୁଲ ସଂଯୋଗୀକରଣ ପ୍ରସ୍ଥାବ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଏକଦା ମରୁଡି କବଳିତ କର୍ଲାମୁଣ୍ଡା ଓ ମ.ରାମପୁର ବ୍ଳକର କିଛି ଅଂଚଳକୁ କେନାଲ ମାଧ୍ୟମରେ ଜଳ ଯୋଗାଣ କରିବାର ଲକ୍ଷ ନେଇ ସତୁରୀ ଦଶକରେ ଆରମ୍ଭ ହୋଇଥିଲା ଉତେଇ ମଧ୍ୟମ ଜଳସେଚନ ପ୍ରକଳ୍ପ । ସୂଚନାନୁସାରେ ମ.ରାମପୁର ବ୍ଳକର ଆମ୍ବଗାଁ ଠାରେ ଉତେଇ ନଦୀରେ ଆନିକଟ…
Read More...