Yearly Archives

2021

ଆଜି ଅପରାହ୍ନରେ ମା’ ଙ୍କ ଚନ୍ଦ୍ରଘଣ୍ଟା ବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଜଗତ୍‌ ଜନନୀ ମା’ ଚନ୍ଦ୍ରଘଣ୍ଟା ବେଶରେ ଉଭା ହୋଇଛନ୍ତି । ସହରର ସମଲେଶ୍ୱରୀ ମନ୍ଦିରରେ ମା’ ଆଜି ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଇଛନ୍ତି । ମା’ଙ୍କ ଏଇ ବେଶ ଓ ତାହାର ମହାତ୍ମ୍ୟ ସଂପର୍କରେ ଆସନ୍ତୁ ଜାଣିବା କିଛି କଥା ପୌରାଣିକ ବିଷୟ । …
Read More...

ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଥମ ପାଠ୍ୟଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଥମ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟର ଛାତ୍ର ରାଜୁ ଶବର "ରୀତିବାଦ" ଓ ଛାତ୍ରୀ ଝଲି ରଣା ''ରସର ସଂଜ୍ଞା ଓ ସ୍ୱରୂପ" ନାମକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ।…
Read More...

ବେଆଇନ ମୋରୁମ୍ ଚୋରା ଚାଲାଣ ଉପରେ ତହସିଲଦାରଙ୍କ ଚଢ଼ାଉ : ଗୋଟିଏ ଟ୍ରାକ୍ଟରରୁ ୨୫ହଜାର ୧୧୧ ଟଙ୍କା ଜରିମାନା ଆଦାୟ 

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବେଆଇନ ଭାବେ ମୋରୁମ୍ ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ବହଲି ନିକଟରେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍‌ଶ୍ୱାଲ ଓ ଜରାସିଂହା ଆର୍‌ଆଇ ଅଧିର ନାଏକ ଟ୍ରାକ୍ଟର (ଓଡ଼ି ୦୩ ସି ୧୯୭୭) ଜବତ କରି ଗାଡି…
Read More...

ପାଇକମାଲ ପ୍ରଖଣ୍ଡରେ ଦୁର୍ଗା ବାହିନୀ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାଇକମାଲ ଠାରେ ଦୁର୍ଗାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ଦୁର୍ଗା ବାହିନୀ ପାଇକମାଲ ପ୍ରଖଣ୍ଡର ସଂଯୋଜିକା ସୁଜାତା ଧରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ବଜରଙ୍ଗ ଦଳ…
Read More...

ବାର୍ଦ୍ଧକ୍ୟ ଭତ୍ତା ରମେଶଙ୍କ ପାଇଁ ସାତସପନ

ବାଲେଶ୍ୱର, (କେପିଏନ୍‌ଏସ୍‌) : ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ସୁନାଧରବସାଣ ଗ୍ରାମପଞ୍ଚାୟତର ସୁନାଧରବସାଣ ଗ୍ରାମର ରମେଶ ଦଳାଇ ନାମକ ବୃଦ୍ଧ ୬୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।…
Read More...

ଗୋରୁ ଚୋରା ଚାଲାଣ ବେଳେ ବରଗଡ ବଜରଙ୍ଗ ଦଳ ଦ୍ଵାରା ଅଟକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଛତିଶଗଡରୁ ରାଜ୍ୟ ସୀମା ପାରି ହୋଇ କଲିକତାକୁ ଏକ କଣ୍ଟେନରରେ ଗୋରୁ ଚୋରା ଚାଲାଣ କରୁଥିବା ବେଳେ ବରଗଡ଼ ବଜରଙ୍ଗ ଦଳର କର୍ମୀମାନଙ୍କ ଦ୍ଵାରା ଧରାପଡିଥଲା । ତେବେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚିବା ପୂର୍ବରୁ ସମସ୍ତଙ୍କୁ…
Read More...

ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କଲେ ଦୁଇ ସ୍ୱେଛାସେବୀ ସଂଗଠନ

କଳାହାଣ୍ଡି, (ପି.କେ ସାହୁ) : କିଛିଦିନ ତଳେ ଏକ ମାନସିକ ବିକାର ଗ୍ରସ୍ତ ମହିଳା ଭବାନୀପାଟଣା ସହରରେ ଏଣେ ତେଣେ ବୁଲୁଥିଲେ । ସେ ବିଭିନ୍ନ ଅଫିସକୁ ଯାଇ କର୍ମଚାରୀଙ୍କୁ ମଧ୍ୟ ଗାଳି ଗୁଲଜ କରିଛନ୍ତି । ସେ ଖାଇବା ପିଇବା ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ମହିଳାଙ୍କୁ କିଛିଦିନ…
Read More...

ପାଟଣାଗଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ଼ ନୂତନ ଉପଜିଲ୍ଲାପାଳ ଭାବେ ଡ଼ ବିଜୟାନନ୍ଦ ସେଠୀ ଯୋଗଦାନ କରିଛନ୍ତି । ପୂର୍ବରୁ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ରାୟଗଡ଼ାକୁ ବଦଳି ହେବା ପରେ ପ୍ରାୟ ତିନି ମାସ ଧରି ପାଟଣାଗଡ଼ ତହସିଲଦାର ଡ଼ ପୁଷ୍ପାଞ୍ଜଳି ପଣ୍ଡା ଉପଜିଲ୍ଲାପାଳ…
Read More...

୨୪ ଘଣ୍ଟାରେ ଦେଶରେ ୨୧,୨୫୭ କରୋନା ଆକ୍ରାନ୍ତ ଚିହ୍ନଟ : ୨୭୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧,୨୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ତଥ୍ୟକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୯୩,୧୩୮ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୪,୫୦,୧୨୭ରେ ପହଞ୍ଚିଛି । ଗତ ୨୪…
Read More...

୧୫୦ ବୋତଲ କଫ ସିରଫ ଜବତ ସହ ଜଣେ ଗିରଫ

ସିନାପାଲି, (ନିରାକାର ମେହେର) : ପଶ୍ଚିମ ଓଡ଼ିଶାରେ ବେଧଢକ ଚାଲିଛି ବେଆଇନ କଫ୍‌ ସିରପ କାରବାର । ଏହି ବେଆଇନ କଫ୍ ସିରଫ୍ କାରବାରରେ ଗତକାଲି ନୂଆପଡା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୧୫୦ ବୋତଲ କଫ ସିରଫ ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ…
Read More...