ବେଆଇନ ମୋରୁମ୍ ଚୋରା ଚାଲାଣ ଉପରେ ତହସିଲଦାରଙ୍କ ଚଢ଼ାଉ : ଗୋଟିଏ ଟ୍ରାକ୍ଟରରୁ ୨୫ହଜାର ୧୧୧ ଟଙ୍କା ଜରିମାନା ଆଦାୟ 

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ବେଆଇନ ଭାବେ ମୋରୁମ୍ ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ବ୍ଲକ୍ କୁତୁର୍ଲା ପଞ୍ଚାୟତ ବହଲି ନିକଟରେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍‌ଶ୍ୱାଲ ଓ ଜରାସିଂହା ଆର୍‌ଆଇ ଅଧିର ନାଏକ ଟ୍ରାକ୍ଟର (ଓଡ଼ି ୦୩ ସି ୧୯୭୭) ଜବତ କରି ଗାଡି ମାଲିକଠାରୁ ୨୫ହଜାର ୧୧୧ଟଙ୍କାର ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

10 − four =

error: Content is protected !!