ପାଇକମାଲ ପ୍ରଖଣ୍ଡରେ ଦୁର୍ଗା ବାହିନୀ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାଇକମାଲ ଠାରେ ଦୁର୍ଗାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ଦୁର୍ଗା ବାହିନୀ ପାଇକମାଲ ପ୍ରଖଣ୍ଡର ସଂଯୋଜିକା ସୁଜାତା ଧରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ବଜରଙ୍ଗ ଦଳ ପଦ୍ମପୁର ଜିଲ୍ଲା ସଂଯୋଜକ ଓମ ପ୍ରକାଶ ମେହେର ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ । ଦୁର୍ଗା ବାହିନୀ ପଦ୍ମପୁର ଜିଲ୍ଲା ସଂଯୋଜିକା ଟିକେଶ୍ୱରୀ ଦେବତା ମୁଖ୍ୟ ବକ୍ତା ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ସାନନ୍ଦ ଭାଇ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

fourteen − fourteen =

error: Content is protected !!