Yearly Archives

2021

ଟିଟିଲାଗଡ ଡି.ଏ. ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ଥାୟୀ ଅଧ୍ୟୟନ କେନ୍ଦ୍ର…

ଟିଟିଲାଗଡ, (ଅଜିତ କୁମାର ସାହୁ) : ଟିଟିଲାଗଡ ଡି.ଏ. ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ଥାୟୀ ଅଧ୍ୟୟନ କେନ୍ଦ୍ର ଖୋଲିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଟିଟିଲାଗଡ ଡି.ଏ.ଭି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଓଡିଶା ରାଜ୍ୟ ମୁକ୍ତ
Read More...

ସଇଁନ୍ତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗା ପୂଜା ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କରୋନା କଟକଣାକୁ ପାଳନ କରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମରେ ବିନା ଭକ୍ତଙ୍କ ଭିଡରେ ବିଭିନ୍ନ ସ୍ଥାନରେ ନବରାତ୍ର ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସହରରେ ଆଜି ଧରାପୃଷ୍ଟକୁ ଅବତରଣ କରିଛନ୍ତି ମା'
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଲୋଇସିଂହା ବ୍ଲକ ଲୋଇସିଂହା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ସଇଁନ୍ତଲାରେ ମାରୱାଡି ସଂଘ ପକ୍ଷରୁ ଅଗ୍ରସେନ ଜୟନ୍ତୀ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ମାରୱାଡ଼ି ସଂଘ ପକ୍ଷରୁ ଅଗ୍ରସେନ ଜୟନ୍ତୀ ଧୁମଧାମରେ ପାଳିତ ହେଇଯାଇଛି । ସ୍ଥାନୀୟ ଶିଶୁ ମନ୍ଦିର ପରିସରରେ ମାରୱାଡ଼ି ସମାଜର ଜନକ ତଥା ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି
Read More...

ମନରେଗା ଯୋଜନାରେ ପାତର ଅନ୍ତର ଅଭିଯୋଗ : ପଛୁଆବର୍ଗର ଲୋକଙ୍କୁ ଟଙ୍କା ମିଳିବାରେ ବିଳମ୍ୱ

ସିନାପାଲି, (ନିରାକାର ମେହେର) : ସରକାର ଶ୍ରମିକମାନଙ୍କୁ କାମ ଯୋଗାଇ ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ନେଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କରିଛନ୍ତି । ଏହି ଯୋଜନାରେ ସମସ୍ତ ବର୍ଗର ଶ୍ରମିକ ସାମିଲ ହୋଇ କାମ କରୁଛନ୍ତି । ହେଲେ ଶ୍ରମିକ ପାଉଣା ଦେବା
Read More...

ସଇଁନ୍ତଲା ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କ ତୁରେକେଲା ବ୍ଳକକୁ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ବିଡିଓ ଭାବରେ ଚନ୍ଦ୍ରମଣି ନାଗ ଯୋଗ ଦେଇଛନ୍ତି । ପୂର୍ବରୁ ଶ୍ରୀଯୁକ୍ତ ନାଗ ଗୁଡଭେଲା ବ୍ଳକରେ ତହସିଲଦାର ଭାବରେ କାର୍ଯ୍ୟ ତୁଲାଉଥିଲେ ।
Read More...

ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଭୁସ୍କିମାଲ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭୁସ୍କିମାଲ ଗାଁରେ ଦୀର୍ଘ ୪ ମାସ ହେଲାଣି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଛି । ଏହାକୁ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନ ଥିବା ବେଳେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭୁସ୍କିମାଲ ଗାଁର ଲୋକେ
Read More...

ଦୁର୍ଘଟଣା ଘଟି ଅଳ୍ପକେ ରକ୍ଷା ପାଇଲେ ଦୁଇ ବାଇକ ଆରୋହୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡେନ ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁସାରେ ଖଡ଼ିଆଳର ରୋମାଞ୍ଚଳ ସାହୁ (୫୦) ଓ ମଣ୍ଡୋସିଳ ଗ୍ରାମର କାହ୍ନୁ ସାହୁ (୩୦) ଏକ ବାଇକରେ ଖଡ଼ିଆଳ ପଟକୁ ଆସୁଥିବା ବେଳେ ବୋଡେନ
Read More...

୧୮୯ ବାଟାଲିୟନ ସିଆରପିଏଫ୍‌ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅସାମାଜିକ ତତ୍ୱ ଉପରେ ଅଙ୍କୁଶ ଲଗାଇବା ପାଇଁ ଆପ୍ରଣ ଉଦ୍ୟମ ପରେ ବି ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ବଲାଙ୍ଗିର (ଓଡିଶା) ସମସ୍ତ ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର କଲ୍ୟାଣକାରୀ ଗତିବିଧି ମଧ୍ୟ ଜାରି ରଖିଛନ୍ତି । ସିଭିଲ ଏକ୍ସନ ପ୍ରୋଗ୍ରାମ୍‌ ଭାବେ
Read More...

ବିଜେପୁର ତହସିଲଦାର ଭାବେ ଯୋଗ ଦେଲେ ଯୁବ ଅଧିକାରୀ ଆର୍ତ୍ତତ୍ରାଣ ଥାଟ୍ଟି

ବିଜେପୁର, (କେପିଏନ୍‌ଏସ୍‌) : ବିଜେପୁରର ନୂତନ ତହସିଲଦାର ଭାବେ ଯୋଗ ଦେଲେ ଯୁବ ଅଧିକାରୀ ଆର୍ତ୍ତତ୍ରାଣ ଥାଟ୍ଟି । ସୂଚନା ଅନୁସାରେ ସେ ଆଜି ବିଜେପୁର ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଥାଟ୍ଟି ଏହା ପୂର୍ବରୁ ବଲାଙ୍ଗିରରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ
Read More...