pakka

ସଇଁନ୍ତଲା ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କ ତୁରେକେଲା ବ୍ଳକକୁ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ବିଡିଓ ଭାବରେ ଚନ୍ଦ୍ରମଣି ନାଗ ଯୋଗ ଦେଇଛନ୍ତି । ପୂର୍ବରୁ ଶ୍ରୀଯୁକ୍ତ ନାଗ ଗୁଡଭେଲା ବ୍ଳକରେ ତହସିଲଦାର ଭାବରେ କାର୍ଯ୍ୟ ତୁଲାଉଥିଲେ । ସଇଁନ୍ତଲା ବ୍ଳକରେ ନୂତନ ବିଡ଼ିଓଙ୍କ ଯୋଗଦେବା ପରେ ଲୋକଙ୍କ ସମସ୍ୟା ଦୂର ହେବ ବୋଲି ଆଶା ପ୍ରକଟ କରାଯାଉଛି ।

jay balangir
Leave A Reply

Your email address will not be published.

twenty − sixteen =