Browsing Tag

ସଇଁନ୍ତଲା ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ

ସଇଁନ୍ତଲା ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କ ତୁରେକେଲା ବ୍ଳକକୁ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ବିଡିଓ ଭାବରେ ଚନ୍ଦ୍ରମଣି ନାଗ ଯୋଗ ଦେଇଛନ୍ତି । ପୂର୍ବରୁ ଶ୍ରୀଯୁକ୍ତ ନାଗ ଗୁଡଭେଲା ବ୍ଳକରେ ତହସିଲଦାର ଭାବରେ କାର୍ଯ୍ୟ ତୁଲାଉଥିଲେ ।
Read More...