Daily Archives

ଦେଓଗାଁରେ ଆଜି କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକରେ କୌଣସି କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇନଥିବା ସରକାରୀ ରିପୋର୍ଟ ଆସିଛି । ଫଳରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହା ସହ ଆଗ କେମିତି କରୋନା ରୋଗୀ ଚିହ୍ନଟ ନ ହେବେ ସେନେଇ ପ୍ରଶାସନ ପକ୍ଷରୁ କଟକଣା କରାଯିବାକୁ
Read More...

ମାଇକଲ୍‌ ବିଅର ଫ୍ୟାକ୍ଟ୍ରିରେ ଜଣେ ମୃତ : ଘଟଣା ଚପାଇ ଦେବାକୁ ଚାଲିଛି ଉଦ୍ୟମ

ବେଲପଡା, (କରୁଣାକର ବୁଡେକ) : ବେଲପଡା ଥାନା ନୁନହାଡ ପାଖରେ ଥିବା ମାଇକଲ୍‌ ବିୟର ପ୍ୟାକ୍ଟ୍ରି ଭିତରେ କାମ କରୁଥିବା ବେଳେ ଜଣେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ନୁନହାଡ ଗାଁର ବିଶ୍ୱନାଥ ହଂସ (୩୮) । ସେ ଫ୍ୟାକ୍ଟ୍ରି ଭିତରେ ପଲିଙ୍ଗ ପ୍ଲାଣ୍ଟରେ ୧୫ଫୁଟ
Read More...

ସମ୍ବଲପୁର, ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ୪ ଦିନ ବିଦ୍ୟୁତ୍‌ କାଟ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସମ୍ବଲପୁର ଚିପିଲିମା ପାୱାର ହାଉସ୍‌ରେ ମରାମତି କାମ ଯୋଗୁ ସମ୍ବଲପୁର ଓ ବରଗଡ ଜିଲାର ବିଭିନ୍ନ ଅଞ୍ଚଳରେ ୪ ଦିନ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହେବ । ଓଏଚ୍‌ପିସି ପକ୍ଷରୁ ଚିପିଲିମାରେ ପାୱାର ଟ୍ରାନ୍ସଫର୍ମରରେ ୧୨.୫ ଏମ୍‌ଭିଏ କ୍ଷମତା ବିଶିଷ୍ଟ ନୂଆ ପାୱାର
Read More...

ବଲାଙ୍ଗିର ଜିଲ୍ଲାରେ ଆଶୀର୍ବାଦ ଯୋଜନା ତୁରନ୍ତ କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଆଶୀର୍ବାଦ ଯୋଜନା କାର୍ଯ୍ୟକାରିତା ସଂପର୍କରେ ଏକ ସଚେତନତା ସଭା ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ଜିଲ୍ଲାପାଳ,
Read More...

ବାଂଲାଦେଶ : ରେକର୍ଡ ସଂଖ୍ୟକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସରକାରଙ୍କୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ବାଧ୍ୟ କଲା

ଢାକା : ବାଂଲାଦେଶର କୋଭିଡ -୧୯ ଯୋଗୁଁ ଗୋଟିଏ ଦିନରେ ରେକର୍ଡ ୧୬୪ ମୃତ୍ୟୁ ଏବଂ ୯,୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ଜୁଲାଇ ୧୪ ପର୍ଯ୍ୟନ୍ତ ଏକ ସପ୍ତାହ ଯାଏ ଦେଶବ୍ୟାପୀ ଲକ୍‌ଡାଉନ୍‌ ପାଇଁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ହେତୁ
Read More...

ପାଇକମାଲ ଯୋଗାଣ ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଯୋଗାଣ ସହାୟକଙ୍କ ଦ୍ଵାରା ଏକ ଗୁରୁତ୍ୱପୂର୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକ ଯୋଗାଣ ସହାୟକ ସଂଘ ସଭାପତି କନକଲତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ରଜନୀକାନ୍ତ ସାହୁ ସଭା
Read More...

୩ ଶହରୁ ଅଧିକ ଗାଈ ମାନଙ୍କୁ ସୁରକ୍ଷା ଦେବାରେ ସକ୍ଷମ

ଭୁବନେଶ୍ୱର, (ଲୋକନାଥ ଶଙ୍କର ସିଂହ) : ସୁନ୍ଦରଗଡ ଜିଲ୍ଲା ନୁଆଗାଁ ବ୍ଲକ ଅନ୍ତର୍ଗତ ହାତୀବାରି ଗ୍ରାମ ଦେଇ ଓଡିଶାକୁ ଗାଈ ଚଲାଣ କରାଯାଉଥିଲା । ୩ ଶହରୁ ଅଧିକ ଗାଇ ଝାରଖଣ୍ଡରୁ ଓଡିଶାକୁ ଚଲାଣ କରାଯାଉଥିଲା । ବିଶ୍ୱ ହିନ୍ଦୁ ରକ୍ଷା ବାହିନୀର ପ୍ରତିଷ୍ଠାତା ସନ୍ଦୀପ ମିଶ୍ରଙ୍କ ନେତୃତ୍ୱରେ
Read More...

ଦେଓଗାଁ ରେଞ୍ଜରେ ୭୨ତମ ବନମହୋତ୍ସବ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ୧୦ଟା ସମୟରେ ଦେଓଗାଁ ରେଞ୍ଜ ଅଧିନସ୍ଥ ଦେଓଗାଁ ସେକ୍‌ସନର ସିନଖମନ ମହନ୍ତ ଗିରୀଧାରୀ ଉଚ୍ଚବିଦ୍ୟାଳୟ ପରିସରରେ ରେଞ୍ଜ ସ୍ତରୀୟ ୭୨ତମ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
Read More...

କୁମ୍ଭାରୀ ଉଚ୍ଚବିଦ୍ୟାଳୟରେ ବନ ମହୋତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ କୁମ୍ଭାରୀ ଠାରେ ଆଜି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବନ ମହୋତ୍ସବ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମରେ ଅତିରିକ୍ତ
Read More...

ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପ : ପରଧିଆପାଲିର ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲୋୟର୍‌ ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହୋଇଥିବା ପରଧିଆପାଲି ଗ୍ରାମର ୪୭ ଜଣ ବିସ୍ଥାପିତଙ୍କୁ ଲର୍କିପାଲି-ସଦେଇପାଲି ପୁନର୍ବାସ ଓ ଥଇଥାନ କଲୋନୀ ନିମନ୍ତେ ଘରଡିହ ପଟ୍ଟା ବଂଟନ କରାଯାଇଛି । ଲୋୟର୍‌ ସୁକ୍‌ତେଲ୍‌ ଜଳସେଚନ ପ୍ରକଳ୍ପ
Read More...