pakka

ଦେଓଗାଁରେ ଆଜି କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକରେ କୌଣସି କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇନଥିବା ସରକାରୀ ରିପୋର୍ଟ ଆସିଛି । ଫଳରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଏହା ସହ ଆଗ କେମିତି କରୋନା ରୋଗୀ ଚିହ୍ନଟ ନ ହେବେ ସେନେଇ ପ୍ରଶାସନ ପକ୍ଷରୁ କଟକଣା କରାଯିବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

16 + thirteen =

error: Content is protected !!