Daily Archives

କରମତଲା ୬୫ ଜଣଙ୍କୁ ଭତ୍ତା ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନୂତନ ଭାବେ ୬୫ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, ସ୍ଥାନୀୟ ସରପଞ୍ଚ
Read More...

ପର୍ଯ୍ୟଟନସ୍ଥଳୀ ଭୀମପାହାଡ ରାସ୍ତା ହେଲା ମରାମତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରଛକ ଠାରୁ ଥାଲବନ୍ଧ ଦେଇ ପର୍ଯ୍ୟଟନସ୍ଥଳୀ ଭୀମପାହାଡ଼କୁ ସଂଯୋଗ କରୁଥିବା ପ୍ରାୟ ୫ କିମି ଲମ୍ବର ଏହି ରାସ୍ତା ଅତି ଶୋଚନୀୟ ହୋଇପଡିଥିଲା । ଦୀର୍ଘ ୩ମାସ ପରେ ଏହି ରାସ୍ତା ମରାମତି କାମ ଶେଷ ହୋଇଛି । ସୂଚନାଯୋଗ୍ୟ ଯେ, ଏହି ରାସ୍ତା
Read More...

ସାଲେଭଟା ବିଦ୍ୟାଳୟରେ ବନ ମହୋତ୍ସବ

ସାଲେଭଟା, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଲେଭଟା ଇକୋ କ୍ଲବ ଆନୁକୁଲ୍ୟରେ ୭୨ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିି । ପ୍ରଧାନଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଖପ୍ରାଖୋଲ ବ୍ଲକ ଓଡିଆପାଲି ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ଚିିହ୍ନଟ ହୋଇଥିବା ବେଳେ ସଇଁନ୍ତଲା ବ୍ଲକ ବେଲଗାଁ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଥିବା ଜଣାପଡିଛି ।
Read More...

କୋରେନାରେ ବାପା ମା’ ହରାଇଥିବା ତିନି ବେସାହାରା ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ଆଦିବାସୀ କଲ୍ୟାଣ…

ପାଟଣାଗଡ଼, (ଗୋରେଖନାଥ ବରିହା) : କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାରକୁ ଦୁଃଖ ଆଜାଡ଼ି ଦେବ । ବାପା, ମା'ଙ୍କୁ କୋରେନା ନେଇଗଲା ଆରପାରିକି । ଏମିତି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତପଡ଼ାରେ ଘଟିଥିବା ଜଣାପଡିଛି । କୋରେନା
Read More...

ନଅଗାଁ କଲୋନୀ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗୁଡ଼ଭେଲା, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଳକ ତଥା ତୁଷୁରା କ୍ଲଷ୍ଟର ଅଧିନରେ ଥିବା ନଅଗାଁ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସ୍କୁଲ ପରିଚାଳନା କମିଟି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ଚେରୁ ନନ୍ଦଙ୍କ
Read More...

ବୃକ୍ଷ ଆମର ଜୀବନ୍ତ ଦେବତା : ବନ ମହୋତ୍ସବ

ସୋନପୁର, (ପ୍ରଭୁଦତ୍ତ ରଥ) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ମାୟବର୍ହାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତା ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ମନୋଜ କୁମାର ପୂଜାରୀ
Read More...

ମ୍ୟାଟ୍ରିକ ପରୀକ୍ଷା ମାର୍କକୁ ନେଇ ମାନସିକ ଭରସାମ୍ୟ ହରାଇ ଛାତ୍ରୀଙ୍କ ଆତ୍ମହତ୍ୟା

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ଼ ଥାନା ଅଧିନସ୍ଥ ଟିକ୍ରାପଡା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି । ସୂଚନା ଅନୁସାରେ ଗାଁର ଜଗଦିଶ ବିଭାରଙ୍କ ଝିଅ ଦୁଶୀଲା ବିଭାର ଚଳିତ ଦଶମ ଶ୍ରେଣୀରେ କମ୍‌ ମାର୍କ ପାଇଥିବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା
Read More...

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ୭୨ତମ ବର ମହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ୭୨ତମ ବନ ମହୋତ୍ସବ ଦେଓଗାଁ ବନାଂଚଳ ବଲାଙ୍ଗିର ବନଖଣ୍ଡ ତରଫରୁ ବିଦ୍ୟାଳୟର ସହଯୋଗରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର ଓ ଦେଓଗାଁ ବନାଂଚଳ ରେଂଜର ଆଲୋକ କୁମାର ମାଝୀ ଅତିଥି ଭାବେ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରକୁ ସମ୍ପୂର୍ଣ ରୂପେ ସଫା କଲା ପରେ ପ୍ରତ୍ୟେକ ଶିକ୍ଷକ, ଶିକ୍ଷୟତ୍ରୀ ତଥା
Read More...
error: Content is protected !!