Yearly Archives

2020

ବରଗଡ଼ ବ୍ଳକ ଅଞ୍ଚଳରେ ଧାନଚାଷରେ ଚକଡ଼ା ପୋକ : ଚାଷୀକୁଳକୁ ଚିନ୍ତା

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ସମୟରେ ଚାଷ କାର୍ୟ୍ୟରେ କଟକଣା କୋହଳ ହେବା ପରେ ଚାଷୀମାନେ ଖୁସିରେ ଚାଷ କାର୍ୟ୍ୟରେ ଲାଗି ପଡିଥିଲେ । କିନ୍ତୁ ଏବେ ଧାନ ଚାଷରେ ଚକଡ଼ା ପୋକ ଚାଷୀକୁଳକୁ ଚିନ୍ତାରେ ପକାଇଛି । ବରଗଡ଼ ବ୍ଳକର ସରସରା, ଖୁଣ୍ଟପାଲି, ଧାଙ୍ଗେର, ଗାଇସୀମା, ଖଣ୍ଡହଥା,
Read More...

ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ ବସ୍ ଦୁର୍ଘଟଣା : ଅ‌ଳ୍ପକେ ବର୍ତିଲେ ଯାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ- ଫୁଲବାଣୀ ଜିଲ୍ଲାର ସୀମାନ୍ତ ତଥା ରାଣୀପଥର ଘାଟି ନିକଟରେ ଗତ ରାତିରେ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ର‌ସ୍ତ ହୋଇଥିବା ଜଣାପଡିଛି । କିନ୍ତୁ ଦୁର୍ଘଟଣାରେ କେହି ବି ଯାତ୍ରୀ ଆହତ ହୋଇ ନଥିବା ବେଳେ ବଡ ଦୁର୍ଘଟଣାରୁ ଅ‌ଳ୍ପକେ ବର୍ତିଯାଇଥିବା
Read More...

ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିଣତ ବୟସରେ ବୃଦ୍ଧବୃଦ୍ଧାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୬୮ ଆକ୍ରାନ୍ତ : ୩୦ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୦ ଜଣ ବଲାଙ୍ଗିର ପୌରାଂଚଳରୁ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୧ରୁ ୧, ୨ରୁ ୧, ୪ରୁ ୧ ୫ରୁ ୨, ୬ରୁ ୧, ୭ରୁ ୨, ୯ରୁ ୩, ୧୧ରୁ ୨,
Read More...

୨୦୧୯-୨୦ ଖରିଫ ଫସଲ ବୀମା ପ୍ରଦାନ ନକଲେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତର ଲଖମରା, ବାଦିକଟା,ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ଚାଷୀଙ୍କୁ ୨୦୧୯ - ୨୦ ବର୍ଷର ଖରିଫ ଫସଲ ବୀମା ପ୍ରଦାନ କରିବା ସମ୍ବନ୍ଧରେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ
Read More...

ଚୋର ସକ୍ରିୟ : କାହାର ପୌଷ ମାସ ତ’ କାହାର ସର୍ବନାଶ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଂଚଳରେ ଥିବା ଝାରବନ୍ଧ ଓ ଜଗଦଲପୁର ଥାନା ଦୁଇଟି ଛତିଶଗଡ ସୀମାନ୍ତ ନିକଟରେ । ଜଗଦଲପୁର ଥାନା ଅଂଚଳରେ ଜୁଆଖେଳ, ବାଲି, ପାହାଡରୁ ପଥର ଚାଲାଣ, ମହୁଲି ରନ୍ଧାମଦ କାରବାର ବୃଦ୍ଧିପାଇବାରେ ଲାଗିଥିବା ବେଳେ ଝାରବନ୍ଧ ଟାଉନରେ
Read More...

ଜୁଆ ଅଡ୍ଡା ଉପରେ ଚଢ଼ାଉ : ୫ ବାଇକ ଜବତ

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଝାରବନ୍ଧ ପୋଲିସ ଉଦ୍ୟମ କ୍ରମେ ଏକ ଜଙ୍ଗଲ ମଧ୍ୟରେ ରେଡ କରି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଝାରବନ୍ଧ ଥାନା ଅଧିକାରୀ ଠାକୁର ଦାସ ମୁର୍ମୁ ସଦଳବଳେ ଘୁଚାପାଲି ଜଙ୍ଗଲ ଭିତରେ ପ୍ରାୟ ୪ କିମି ଚାଲି ଚାଲି ଯାଇ ଜଙ୍ଗଲ
Read More...

ମହାନ୍‌ ସ୍ରଷ୍ଟା ପୁରୁଷ ଅଭୟ କୁମାର ପାଢ଼ୀ ଚାଲିଗଲେ

ସମ୍ବଲପୁର, (ଦାମୋଦର ପଣ୍ଡା) : କରୋନା ଆମଠୁ ଛଡେ଼ଇ ନେଇ ଚାଲିଛି ଆମର ପ୍ରିୟଜନଙ୍କୁ । ଆଜି ଜଣେ ସୃଜନଶୀଳ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଅଭୟ କୁମାର ପାଢ଼ୀ କରୋନାରେ ମୃତ୍ୟୁବରଣ କରିଥିବା ଖବର ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଛି । ସୂଚନା ଅନୁସାରେ କରୋନା ଆକ୍ରାନ୍ତ ହେବାପରେ ତାଙ୍କୁ
Read More...

ମିଳୁନି ଆବାସ ଗୃହ : ବିପଦ ସଂକୁଳ ଘରେ ଚାରି ଜଣଙ୍କ ସହ ଅସହାୟ ବୃଦ୍ଧ

କଳାହାଣ୍ଡି, (କେପିଏନ୍‌ଏସ୍‌) : କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନସ୍ଥ ଗୌଡ଼ଟୋଲା ଗ୍ରାମର ଏକ କରୁଣ ଚିତ୍ର ସମ୍ନାକୁ ଆସିଛି। ଏହି ଗାଁର ଦୟାନିଧି ସାହୁ(୭୦) ଜଣେ ଗରିବ ଲୋକ । ବୃଦ୍ଧ ବୟସରେ କାମ କରି ପେଟ ପୋଷିବା ତାଙ୍କ ପାଇଁ କଷ୍ଟ ହୋଇଥାଏ । ସେ ଗ୍ରାମରେ ଥିବା ଏକ ମାଛ ଚାଷ
Read More...

ଅନ୍ଧାରରେ ବୃଦ୍ଧ ଦମ୍ପତ୍ତି

ଗାଇସିଲେଟ, (ମୁକେଶ କୁମାର ସାହୁ) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସରଧାପଲି ପଞ୍ଚାୟତ ଲେବିଡ଼ି ଗ୍ରାମର କଳାକାହ୍ନୁ ସାହୁ(୫୮) ଓ ତାଙ୍କ ପତ୍ନୀ ଯଶୋବନ୍ତି ସାହୁ(୫୪)ଗ୍ରାମ ନିକଟସ୍ଥ ଛକରେ ମାଟିଘର କରି ବସବାସ କରିଆସୁଛନ୍ତି । ମାତ୍ର ଦୁଃଖର ବିଷୟ ଦୀର୍ଘ ୩ ବର୍ଷ ହେବ ଏହି ସ୍ଥାନରେ ରହି
Read More...