Yearly Archives

2020

ପକ୍କା ରାସ୍ତା ନିର୍ମାଣ ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ପକ୍କା ରାସ୍ତାର ସ୍ୱପ୍ନ ଦେଖୁଛନ୍ତି ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଚିତାଖୋଲ ଗ୍ରାମବାସୀ । ପ୍ରଧାନମନ୍ତ୍ରୀ ସଡକ ଯୋଜନା ଗ୍ରାମ୍ୟ ସଡକ ଯୋଜନା ସହ ବିଭିନ୍ନ ସଡକ ଯୋଜନା ମାନ ସରକାର ପ୍ରଣୟନ କରି ପ୍ରତି
Read More...

କୁମୁଦିନୀ ମ୍ୟାଡମଙ୍କ ମମତାର ଡୋରି

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକର ଜୋନ ନଂ-୧ର ଜିଲ୍ଲାପରିଷଦ ପରିଷଦ ସଭ୍ୟା ଏକ ଭିନ୍ନଢ଼ଙ୍ଗର । କେତେବେଳେ ରାସ୍ତାକଡରେ ଥିବା ନାଳ ନର୍ଦମାକୁ ଜେସିବି ଲଗାଇ ନିଜ ଖର୍ଚ୍ଚରେ ସଫା କରାନ୍ତି ତ' କେତେବେଳେ ଟଙ୍କା ପଇସା ଅଭାବରୁ ପାଠ ପଢ଼ିପାରୁ
Read More...

ପଂଚାୟତ ସମିତି ମହାବିଦ୍ୟାଳୟରେ +୨ ନାମ ଲେଖା ଆରମ୍ଭ : ମହାବିଦ୍ୟାଳୟ ପରିସର ସାନିଟାଇଜ

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ଝାରବନ୍ଧ ପଂଚାୟତ ସମିତି ମହାବିଦ୍ୟାଳୟରେ ଆଜି +୨ ନାମ ଲେଖା ଆରମ୍ଭ ହେବା ସହ ଆଗାମୀ ଦିନରେ +୩ ଡ଼ିଗ୍ରୀ କଲେଜର ସେମିଷ୍ଟାର ପରୀକ୍ଷାକୁ ଦୃଷ୍ଟିରେ ରଖି କୋଭିଡ-୧୯ ଗାଇଡ଼ ଲାଇନ ଅନୁସାରେ ସମସ୍ତ ମହାବିଦ୍ୟାଳୟ ପରିସରକୁ ସାନିଟାଇଜ କରାଯାଇଛି ।
Read More...

ଜାତୀୟ ଶିକ୍ଷାନୀତି – ୨୦୨୦ ଉପରେ ୱେବିନାର : ସମ୍ବଲପୁରୀ/କୋଶଲି ଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ସଂଭାବନା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି କେନ୍ଦ୍ର ସରକାରଙ୍କ ପ୍ରଣିତ ଜାତୀୟ ଶିକ୍ଷା ନୀତି-୨୦୨୦ରେ ମାତୃଭାଷା ତଥା ଆଞ୍ଚଳିକ ଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷାଦାନକୁ ଗୁରୁତ୍ୱ ଆରୋପ କରାଯାଇଛି । ଏହି କ୍ରମରେ ପଶ୍ଚିମ ଓଡିଶାରେ ସମ୍ବଲପୁରୀ/କୋଶଲି ଭାଷାରେ ପ୍ରାଥମିକ ଶିକ୍ଷାଦାନ ପାଇଁ
Read More...

ଜିଲ୍ଲାକୁ ସଟ୍‌ ଡାଉନ୍‌ ଘୋଷଣା ପାଇଁ ନଗର କଂଗ୍ରେସର ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗୀର ଜିଲ୍ଲାରେ କରୋନା ବର୍ତ୍ତମାନ ସଂକ୍ରମଣର ଚରମ ସୀମାରେ ପହଞ୍ଚିଛି । ଯେତେବେଳେ ଜିଲ୍ଲାରେ କାଁ ଭାଁ ଗୋଟିଏ ଦୁଇଟି କରୋନା ରୋଗୀ ବାହାରୁଥିଲେ ସେତେବେଳେ ପ୍ରଶାସନ ତରଫରୁ ଅନେକ ବାରଣ, କଟକଣା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଦିନ
Read More...

ରେଲ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ରେଲ ଷ୍ଟେସନର ଅନତି ଦୂରରେ ପୂର୍ବ ଦିଗରେ ଥିବା ୧୭୦/୭ କି.ମି. ଖୁମ୍ବ ନିକଟରେ ସୋମବାର ସକାଳୁ କଂଟାବାଂଜି ଜି.ଆର.ପି ପୋଲିସ ଏକ ମୃତ ଦେହ ରେଲ ଲାଇନ କଡ଼ରୁ ଉଦ୍ଧାର କରିଛି । ଜି.ଆର.ପି. ପୋଲିସ ଦୀର୍ଘ ସମୟ ଅନୁସଂଧାନ କରିବା ମଧ୍ୟରେ ମୃତ ଯୁବକ
Read More...

ସରକାରୀ ନିୟମକୁ ବେଖାତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ନିଲଜୀପତ୍ରା ଗ୍ରାମର ମୁକ୍ତେଶ୍ଵର ଭୋଇ ଆଣିଛନ୍ତି ନନ୍ଦଲାଲ ରାତ୍ରେଙ୍କ ନାମରେ ଏପରି ଅଭିଯୋଗ । ମେଜର ବନ୍ଦୋବସ୍ତ ଖାତା ନଂ ୧୬୧ ରେ ଥିବା ପ୍ଲଟ ନଂ ୧୧୨୧ ମାଲ ସାଧାରଣ ରକବା ଏ. ୧.୯୩ ଡ଼ିସିମିଲ ହେଉଛି
Read More...

ପୋଷଣଯୁକ୍ତ ଖାଦ୍ୟ ନିରାପତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ଅଭିଯାନ : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଲୋକ ଉନ୍ନତି ସଂଗଠନ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବା ଦାବୀରେ ଏକ ବ୍ଲକ ସ୍ତରୀୟ ଅଭିଯାନ “କୁପୋଷଣ ଯଦି କରିବା ଦୂର, ଡାଲି-ତେଲ-ଲୁଣ ନିଶ୍ଚିତ କର” ଆରମ୍ଭ ହୋଇଯାଇଛି । ରାଜ୍ୟ ସ୍ତରୀୟ ଲୋକ
Read More...

ବଲାଙ୍ଗିର ଜିଲ୍ଲାରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଥିବା ବଲାଙ୍ଗିର ଜିଲ୍ଲା ମୁଖ୍ୟ ଭେଷଜ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅଭିଯାନ ୨୧ ସେପ୍ଟେମ୍ବର ଠାରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସମଗ୍ର
Read More...

ଅବସରର ୪ ବର୍ଷ ପରେ ବି ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିନି ଅବସରକାଳୀନ ଟଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୦୧୬ ମସିହାରେରେ ଶିକ୍ଷା ଦାନରୁ ଅବସର ନେଇଥିବା ଶିକ୍ଷକମାନଙ୍କୁ ଦେଓଗାଁ ବ୍ଲକରେ ମିଳୁନି ଅବସରକାଳୀନ ଟଙ୍କା ବୋଲି ଅବସରପ୍ରାପ୍ତ ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଶିକ୍ଷା ଦାନରେ ଜଡ଼ିତ ଥିବା ଶିକ୍ଷକ ଭତ୍ତା ଟଙ୍କାକୁ ଆନାଇ
Read More...