Yearly Archives

2020

କରୋନା ବିଭୀଷିକା : ଦୁଇ ଦିନରେ ବାପ ପୁଅ ଦୁହେଁ ମୃତ, ସାରା ସହର ସ୍ତବ୍ଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଦାଉରେ ଦୁଇ ଦିନରେ ଦୁଇ ବାପ ପୁଅ ଦୁହେଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗିର ସହରରେ । ସହରର ବିକ୍ରମ ଛକ ସ୍ଥିତ ଅମିତ ମେଡିକାଲର ମାଲିକ ଅମିତ ମିତ୍ତଲଙ୍କ ବାପା ପ୍ରଦୀପ ମିତ୍ତଲ କରୋନା ଦାଉରେ ତାଙ୍କ ପ୍ରାଣ
Read More...

୫ ପୁଅଝିଅଙ୍କ ଦାନା ଯୋଗାଡ ଚିନ୍ତାରେ ଆଦିବାସୀ ବିଧବା ମହିଳା : ପୁଅଝିଅ ଅପାଠୁଆ ହୋଇଯିବା ଆଶଙ୍କା

ବଙ୍ଗୋମୁଣ୍ଡା, (ଅଶୋକ କୁମାର ଭୋଇ) : ସ୍ୱାମୀଙ୍କ ମୃତ୍ୟୁ ପରେ ୫ ପୁଅଝିଅଙ୍କ ଭବିଷ୍ୟତ ଚିନ୍ତାରେ ଘାରି ହେଉଛନ୍ତି ଆଦିବାସୀ ବିଧବା ମହିଳା । ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଗନ୍ଧର୍ଲା ପଞ୍ଚାୟତର ଜଙ୍ଗଳତଳି ଆଦିବାସୀ ବହୁଳ ଗାଁ ଦାବଝର ଗାଁର ସୌଦାମିନୀ ଭୋଇ(୩୨) ସ୍ୱାମୀଙ୍କ
Read More...

ଅସରାଏ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ୍

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ନିକଟସ୍ଥ ଚନ୍ଦନଭାଟି ପଂଚାୟତ ଅର୍ନ୍ତଗତ ବଘଲା ଗ୍ରାମର ସଡକପଡା ମୁଖ୍ୟ ରାସ୍ତା ଅସରାଏ ବର୍ଷାରେ ଯାତାୟତ ଠପ୍ ହୋଇଯାଉଛି । ଏହି ରାସ୍ତା ସାଲେପାଲି ଗ୍ରାମକୁ ସଂଯୋଗ କରିଥିବା ବେଳେ ନିତି ଦିନ ଶହଶହ ଲୋକଙ୍କ ଯାତାୟତ ହୋଇଥାଏ । ହେଲେ ରାସ୍ତାର
Read More...

ନିଃସହାୟ ବିଧବାଙ୍କ ଦୁଃଖ ଶୁଣ ହୋ ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଖଗସା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଖଗସା ଗାଁର ନିଃସହାୟ ବିଧବା କସ୍ତୁରୀ ବାଗଙ୍କ ଦୁଃଖ କହିଲେ ନସରେ । ତାଙ୍କ ଗୁହାରୀ ଶୁଣୁ ପ୍ରଶାସନ ବୋଲି ସାଧାରଣରେ ଦାବୀ ହୋଇଛି । ସୂଚନାଯୋଗ୍ୟ ଯେ, କସ୍ତୁରୀଙ୍କ ସ୍ୱାମୀ ସାନ ବାଗଙ୍କ ମୃତ୍ୟୁ ପରେ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୪୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୨୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୦୩ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୩୯
Read More...

ଦେଶର କିଛି ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ : କରୋନା ସଂକଟ କାଳରେ ଆଜିଠୁ ଦେଶରେ କିଛି ରାଜ୍ୟରେ ସ୍କୁଲ ପୁଣି ଖୋଲିଛି । ଶିକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଯାଏଁ କ୍ଲାସ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ସ୍କୁଲ ଖୋଲାଯିବାକୁ ଅନୁମତି ଦେଇଛନ୍ତି । ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ
Read More...

ପ୍ରଧାନମନ୍ତ୍ରୀଙ୍କ ୭୦ତମ ଜନ୍ମଦିବସ ଅବସରରେ କରୁଆଁଝରରେ ସେବା ସପ୍ତାହ କାର୍ଯ୍ୟକ୍ରମ : ଗାଁ ସଫେଇ ସହ ବୃକ୍ଷ ରୋପଣ କଲେ…

ଦେଓଗାଁ, (ମନୀଷ କୁମାର ସାହୁ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସାରା ଭାରତ ବର୍ଷରେ ଗତ ୧୪ତାରିଖରୁ ପାଳନ ହେଉଥିବା ସେବା ସପ୍ତାହ କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ବଡବନ୍ଧ ପଞ୍ଚାୟତ ଅନ୍ତର୍ଗତ କରୁଆଁଝର ଗାଁରେ ରବିବାର ଦିନ ଏହି ଉଦଯାପିତ ହୋଇଯାଇଛି ।
Read More...

ଆଇପିଏଲ୍‌ : ଆମ୍ପେୟାରଙ୍କ ସର୍ଟ ରନ୍‌ ଫଏସଲା ଉପରେ ଉଠିଲା ପ୍ରଶ୍ନ

ଦୁବାଇ : ଗତକାଲି ଆଇପିଏଲ୍‌ର ଦ୍ୱିତୀୟ ମୁକାବିଲା ବହୁତ ରୋମାଂଚକ ହୋଇଥିବା ବେଳେ ଫଇସଲା ହୋଇଛି ସୁପର୍‌ ଓଭର୍‌ରେ । ନିର୍ଦ୍ଧାରିତ ଓଭର୍‌ରେ ସ୍କୋର ସମାନ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍‌ ମାତ୍‌ ଦେଲା କିଙ୍ଗ ଇଲେଭେନ୍‌ ପଞ୍ଜାବକୁ । ଅଷ୍ଟ୍ରେଲିଆର ଧୁରନ୍ଧର ମାର୍କସ୍‌ ଷ୍ଟୋଇନିସ୍‌ ରନିଂ ଓ
Read More...

ତିନି ମହଲା ବିଲ୍‌ଡିଂ ଭୁଷୁଡ଼ିଲା : ୮ ମୃତ, ଆହୁରି ଅନେକ ଫଶି ରହିଛନ୍ତି

ଥାଣେ : ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱଣ୍ଡି ସହରରେ ଗତ ରବିବାର ବିଳମ୍ବିତ ରାତିରେ ଏକ ତିନି ମହଲା ବିଶିଷ୍ଟ ବିଲ୍‌ଡିଂ ଭୁଷୁଡ଼ି ଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଲୋକ ଆବର୍ଜନା ଭିତରେ ଦବି ଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି
Read More...

ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ବିଡ଼ିଓଙ୍କୁ ଦାବୀପତ୍ର ଦେବାକୁ ଆସି ନିରାଶ ହୋଇ ଫେରିଲେ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗାଁ ସାଥୀ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ବ୍ଲକ କାର୍ୟ୍ୟାଳୟକୁ ଆସିଥିଲେ, କିନ୍ତୁ ବିଡ଼ିଓ ମହାଶୟ ନଥିବାରୁ ସେମାନେ ଫେରି ଯାଇଥିଲେ । ଗାଁ ସାଥୀ ସଂଘର ବ୍ଲକ ସଭାପତି ରୋହିତେଶ୍ୱର ସାହୁ ସମ୍ପାଦକ ମେଧାବୀ ଭୋଇ ପରିଚାଳକ
Read More...