ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଉଠା ପନିପରିବା ଦୋକାନୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସମଲେଶ୍ୱରୀ ମନ୍ଦିର ଛକ ଠାରୁ ବିକ୍ରମ ଛକ ପର୍ଯ୍ୟନ୍ତ ବସୁଥିବା ଉଠା ପନିପରିବା ଦୋକାନୀଙ୍କୁ ପ୍ରଶାସନ ତରଫରୁ ଉଠାଯାଇ ସ୍ଥାନୀୟ କଳାମଣ୍ଡଳ ପଡିଆରେ ବସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦ୍ୱାରା ଉଭୟେ ପନିପରିବା ଦୋକାନୀ ଓ ଗ୍ରାହକ ସାମାଜିକ!-->…
Read More...
Read More...