Yearly Archives

2020

ନେପାଳ ପକ୍ଷରୁ କଳାପାଣି ନିକଟରେ ବେରେକ୍‌ ତିଆରି

ନୂଆଦିଲ୍ଲୀ : ନେପାଳ ପକ୍ଷରୁ ଉତ୍ତରାଖଣ୍ଡର କାଳାପାଣି ନିକଟରେ ନିଜ ସୀମାରେ ସୈନିକ ମୁତୟନ ପାଇଁ କ୍ୱାର୍ଟର ଏବଂ ବେରେକ୍‌ ତିଆରି ଚାଲିଛି । ନେପାଳ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଏବଂ ଲିଂପିୟାଧୁରା ଅଂଚଳ ଉପରେ ନିଜର ଦାବୀ ପେସ୍‌ କରୁଛି । ନେପାଳର ଏହି ପଦକ୍ଷେପ ବାସ୍ତବରେ
Read More...

କରୋନ। ନିୟନ୍ତ୍ରଣରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି : ବିଧାୟକ ଜୟନାରାୟଣ ମିଶ୍ର

ସମ୍ବଲପୁର, (ଦାମୋଦର ପଣ୍ଡା) : କରୋନ। ସ୍ଥିତିକୁ ନିୟନ୍ତ୍ରଣ କରିବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ଏ ପ୍ରସଙ୍ଗରେ ସେ ବିଧାନସଭାରେ ଆଲୋଚନା ଦାବୀ କରିବେ ବୋଲି ମଧ୍ୟ କହିଛନ୍ତି । ଅଣ-କୋଭିଡ୍ ରୋଗୀଙ୍କ
Read More...

‘ଇତନି ଶକ୍ତି ହମେ ଦେ ନା ଦାତା…..’ ଗୀତର ସ୍ରଷ୍ଟା ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ

ମୁମ୍ବାଇ : 'ଇତନି ଶକ୍ତି ହମେ ଦେ ନା ଦାତା…..' ଗୀତର ଲୋକପ୍ରିୟ ପ୍ରସିଦ୍ଧ ଗୀତିକାର ଅଭିଳାଷ (୭୪)ଙ୍କ ଗତକାଲି ପରଲୋକ ହୋଇଯାଇଛି । ଲିଭର କର୍କଟରେ ପୀଡ଼ିତ ହୋଇ ଦୀର୍ଘ ଦି‌ନ ଧରି ସେ ଚିକିତ୍ସିତ ହେଉଥି‌ଲେ। ଗୋରେଗାଓଁର ଶିବଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ସୂଚନାରେ
Read More...

ଅଜଣା ରୋଗରେ ବାପ ଛେଉଣ୍ଡ ନିରୀହା ଟିକେଶ୍ୱରୀ : ସହାୟତାର ହାତ ବଢାଇଲା ଯୁବ ଯାଦବ ମହାସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଂଚାୟତ ବରକାନୀ ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ଏବେ ଏକ ଅଜଣା ରୋଗର ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅସହାୟ ଅବସ୍ଥାରେ ଥିବା ଖବର ଜାଣି ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ
Read More...

ଆଜି ଉତ୍ତରାଖଣ୍ଡରେ ନମାମି ଗଙ୍ଗେ ଅଧୀନରେ ୬ଟି ବୃହତ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

● “Rowing Down the Ganges” ପୁସ୍ତକ ହେବ ଉନ୍ମୋଚନ● ଗଙ୍ଗା ଉପରେ ସ୍ଵତନ୍ତ୍ର ସଂଗ୍ରହାଳୟ ଗଙ୍ଗା ଅବଲୋକନକୁ କରିବେ ଉଦଘାଟନନୂଆଦିଲ୍ଲୀ, (ପିଆଇବି) : ନମାମି ଗଙ୍ଗେ ମିଶନ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଉତ୍ତରାଖଣ୍ଡରେ ୬ଟି ବୃହତ
Read More...

ଭାରତ-ଡେନମାର୍କ ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ…

ନୂଆଦିଲ୍ଲୀ, (ପିଆଇବି) : ନମସ୍କାର, ମହାନୁଭବ ! ଆଜିର ଏହି ଭର୍ଚୁଆଲ ଶିଖର ବୈଠକ ମାଧ୍ୟମରେ ଆପଣଙ୍କ ସହିତ ବାର୍ତ୍ତାଳାପ କରିବାର ଅବସର ମୋତେ ମିଳିଛି । ସେଥିପାଇଁ ମୋ ମନ ଅତି ମାତ୍ରାରେ ପ୍ରସନ୍ନ । ସର୍ବ ପ୍ରଥମେ ଡେନମାର୍କରେ କୋଭିଡ଼-୧୯ ଯୋଗୁ ହୋଇଥିବା କ୍ଷତି ପାଇଁ ମୁଁ ମୋର ସମ୍ବେଦନା
Read More...

ଦେଶରେ କରୋନା ସଂକ୍ରମଣରୁ ସୁସ୍ଥଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲା

● ଶେଷ ୧୦ ଲକ୍ଷ ସୁସ୍ଥ ହେଲେ ମାତ୍ର ୧୧ ଦିନରେ● ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା ୫ଗୁଣ ଅଧିକନୂଆଦିଲ୍ଲୀ, (ପିଆଇବି) : ଗତକାଲି (୨୮.୦୯.୨୦୨୦) ଦେଶରେ କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୦,୧୬,୫୨୦ ଅତିକ୍ରମ କରିଛି । ପ୍ରତିଦିନ ଅଧିକରୁ ଅଧିକ କରୋନା ରୋଗୀ ସୁସ୍ଥ ହେଉଥିବା
Read More...

ଆଇସିଏମଆର ହିଷ୍ଟ୍ରୀ ଟାଇମଲାଇନ ଉନ୍ମୋଚନ କଲେ ଡ. ହର୍ଷବର୍ଦ୍ଧନ

• କୋଭିଡ-୧୯ ପାଇଁ ଟୀକା ୱେବ୍ ପୋର୍ଟାଲ୍, ନ୍ୟାସନାଲ୍ କ୍ଲିନିକାଲ୍ ରେଜିଷ୍ଟ୍ରି ଏବଂ ମୋବାଇଲ ଷ୍ଟ୍ରୋକ ୟୁନିଟର କଲେ ଶୁଭାରମ୍ଭ• ଟାଇମଲାଇନରେ ରହିଛି ଆଇସିଏମଆରର ୧୦୦ ବର୍ଷର ଗୌରବମୟ ଇତିହାସ ଏବଂ ଅସାଧାରଣ କାର୍ୟ୍ୟର ବିବରଣୀନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର
Read More...

ବିଜୁ ଜନତା ଦଳ ପକ୍ଷରୁ ବୈଠକ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : କୋଭିଡ-୧୯ ର ନିୟମ ପାଳନ କରି ପାଇକମାଲ ବ୍ଲକ ଜୋନ-୨ର ସାତଟି ପଞ୍ଚାୟତର ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ସାତ ଜଣଙ୍କର ସମାବେଶ ବ୍ଳକ ସଭାପତି ରାଜେନ୍ଦ୍ର କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସମାଜ ପାଇଁ ମହିଳାଙ୍କ
Read More...

ଆସନ୍ତା କାଲି ୨୯ ରୁ ୩୦ ତାରିଖ ପର୍ଯ୍ୟନ୍ତ ଜାମସେଠ ଗ୍ରାମ ପଞ୍ଚାୟତ ସଟ ଡାଉନ ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାଇକମାଲ ପଞ୍ଚାୟତ ସମିତି ଅଧୀନସ୍ଥ ଜାମସେଠ ଗ୍ରାମ ପଞ୍ଚାୟତକୁ ଆସନ୍ତା କାଲି ୨୯/୯/୨୦ ରୁ ତା ୩୦/୯/୨୦ ଦୁଇ ଦିନ ସଟ ଡାଉନ କରାଯିବ। ଏହି ଦୁଇ ଦିନ ଧରି ସଟ ଡାଉନରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ବାକି
Read More...