କମିଲା ସୁନା ଦର : ଜାଣନ୍ତୁ, କେତେ ରହିଛି ବର୍ତ୍ତମାନର ସୁନାଦର

ଭୁବନେଶ୍ୱର: ସୁନାଦର ଗତକାଲି ଠାରୁ ସମାନ୍ୟ କମିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୨୫୦ ଟଙ୍କାରେ ପହଚିଂ ଥିବାବେଳେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୪୮,୨୫୦ ଟଙ୍କାରେ ପହଚିଂଥିବା ସୂଜନା ମିଳିଛି । ଦେଶର ମୁମ୍ବାଇ ସହରରେ ୨୪ କ୍ୟାରେଟ୍‌ ଏବଂ ୨୨ କ୍ୟାରେଟ୍‌ ର ଦାମ୍‌ ୪୯୨୫୦ ଟଙ୍କା ଓ ୪୮, ୨୫୦ ଟଙ୍କା । ଦିଲ୍ଲୀ ସହରରେ ୫୨,୭୪୦ ଓ ୪୮,୩୫୦ ରହିଥିବା ବେଳେ ଦକ୍ଷିଣ ଭାରତ ଚେନ୍ନାଇରେ ୨୪ କ୍ୟାରେଟ୍‌ କୁ ୫୨,୦୪୦ ଓ ୨୨ କ୍ୟାରେଟ୍‌କୁ ୪୭,୭୦୦ ଟଙ୍କା । ଓଡିଶା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୪ ଓ ୨୨ କ୍ୟାରେଟ୍‌ ର ସୁନାର ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୫୨,୦୪୦ ଓ ୪୭,୭୦୦ ଟଙ୍କା ରହିଛି ବୋଲି ସୂଚନା ମିଲିଛି ।

Leave A Reply

Your email address will not be published.